ମହାରାଷ୍ଟ୍ରରେ ପ୍ରଥମ ଥର ‘ଠାକ୍‌ରେ’ ସରକାର

ମୁମ୍ବାଇ: ଠାକ୍‌ରେ ପରିବାରର ପ୍ରଥମ ସଦସ୍ୟ ହିସାବରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନାକୁ ନେଇ ଗଠିତ ମହା ବିକାଶ ଅଘାଦି ମେଣ୍ଟର ନେତୃତ୍ୱ ନେବେ। ଏତଦ୍‌ବ୍ୟତୀତ ଉଦ୍ଧବଙ୍କ ବାପା ବାଲାସାହେବ୍‌ ଠାକ୍‌ରେ ୧୯୬୬ ମସିହାରେ ଶିବସେନା ଗଠନ କରିବାପରେ ଏହି ଦଳ ପ୍ରଥମ ଥର ପାଇଁ କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ କରୁଛି। ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାପରେ ଆସନ୍ତା ୬ ମାସ ମଧ୍ୟରେ ମହାରାଷ୍ଟ୍ର ବିଧାନସଭାକୁ […]

uddhav

uddhav

Subrat Kumar Nayak
  • Published: Tuesday, 26 November 2019
  • Updated: 26 November 2019, 11:02 PM IST

Sports

Latest News

ମୁମ୍ବାଇ: ଠାକ୍‌ରେ ପରିବାରର ପ୍ରଥମ ସଦସ୍ୟ ହିସାବରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନାକୁ ନେଇ ଗଠିତ ମହା ବିକାଶ ଅଘାଦି ମେଣ୍ଟର ନେତୃତ୍ୱ ନେବେ। ଏତଦ୍‌ବ୍ୟତୀତ ଉଦ୍ଧବଙ୍କ ବାପା ବାଲାସାହେବ୍‌ ଠାକ୍‌ରେ ୧୯୬୬ ମସିହାରେ ଶିବସେନା ଗଠନ କରିବାପରେ ଏହି ଦଳ ପ୍ରଥମ ଥର ପାଇଁ କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ କରୁଛି।

ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାପରେ ଆସନ୍ତା ୬ ମାସ ମଧ୍ୟରେ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକ। ସବୁଠାରୁ ବଡ଼ କଥା ହେଉଛି ଉଦ୍ଧବ ନା କେବେ ନିର୍ବାଚନ ଲଢ଼ିଛନ୍ତି ନା କୌଣସି ସଦନର ସଦସ୍ୟ ହୋଇଛନ୍ତି। ଗତ ମାସରେ ହୋଇଥିବା ନିର୍ବାଚନରେ ଉଦ୍ଧବଙ୍କ ପୁଅ ତଥା ଯୁବସେନା ମୁଖ୍ୟ ଆଦିତ୍ୟ ୱରିଲ ନିର୍ବାଚନମଣ୍ଡଳୀରୁ ପ୍ରଥମ ଠାକ୍‌ରେ ବଂଶଜ ଭାବେ ନିର୍ବାଚିତ ହୋଇଛନ୍ତି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ଏବଂ ଶିବସେନା ମେଣ୍ଟରେ ଲଢ଼ି ଯଥାକ୍ରମେ ୧୦୫ ଏବଂ ୫୬ଟି ଆସନ ପାଇଥିଲେ। ସେହିଭଳି କଂଗ୍ରେସ ଏବଂ ଏନ୍‌ସିପି ଯଥାକ୍ରମେ ମିଳିତ ଭାବେ ୯୮ଟି ଆସନରେ ଜିତିଥିଲେ।

୧୯୬୦ ମସିହା ଜୁଲାଇ ୨୭ରେ ଜନ୍ମିତ ଉଦ୍ଧବ ବାଲାସାହେବଙ୍କ ପରଲୋକ ପରେ ୨୦୧୨ ମସିହାରେ ଦଳର ନେତୃତ୍ୱ ସମ୍ଭାଳିଥିଲେ। ଶିବସେନାର ମୁଖପତ୍ର ସାମ୍ନାରୁ ତାଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା। ସେ ୧୯୯୯ ମସିହାରେ ତାଙ୍କ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ନେତୃତ୍ୱକୁ ଖୋଲାଖୋଲି ସମାଲୋଚନା କରିଥିଲେ। ଏହାପରେ ରାଣେ ଇସ୍ତଫା ଦେଇଥିଲେ ଏବଂ ତାଙ୍କୁ ଦଳରୁ ମଧ୍ୟ ବାହାର କରିଦିଆଯାଇଥିଲା।

୨୦୦୨ ମସିହାରେ ତାଙ୍କ ନେତୃତ୍ୱରେ ମୁମ୍ବାଇ ପୌର ନିର୍ବାଚନରେ ଶିବସେନା ଭଲ ସଫଳତା ପାଇଥିଲା। ୨୦୦୩ ମସିହାରେ ତାଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା। ତାଙ୍କ ସମ୍ପର୍କୀୟ ଭାଇ ତଥା ବାଲାସାହେବଙ୍କ ଅନ୍ୟତମ ଘନିଷ୍ଠ ରାଜ୍‌ ଠାକ୍‌ରେ ମହାରାଷ୍ଟ୍ର ନବନିର୍ମାଣ ସେନା ଗଠନ କରିଥିଲେ। ହିନ୍ଦୁତ୍ୱ ରାଜନୀତି ପାଇଁ ପରିଚିତ ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେ କଂଗ୍ରେସ ଏବଂ ଏନ୍‌ସିପିକୁ ବିଭିନ୍ନ ସମୟରେ କଡ଼ା ସମାଲୋଚନା କରିଆସିଥିଲେ। ବର୍ତ୍ତମାନ ସେମାନଙ୍କ ସହ ଶିବସେନା କିଭଳି କେମେଷ୍ଟ୍ରି ଜମାଇବ ତାହା ଦେଖିବାକୁ ସମସ୍ତେ ଉତ୍ସୁକତାର ସହ ଚାହିଁରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story