ଜେଲେନସ୍କିଙ୍କ ଚେତାବନୀ: ଏଠି ଆମେ ସମସ୍ତେ ରାଷ୍ଟ୍ରପତି, ତୁରନ୍ତ ଜୀବନ ନେଇ ଫେରିଯାଅ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଗୋଟିଏ ପଟେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ୟୁକ୍ରେନ୍‌ରେ ପ୍ରବେଶ କରି ରାଜଧାନୀ କିଭ୍‌କୁ ଅକ୍ତିଆର ଲକ୍ଷ୍ୟରେ ଥିବା ରୁଷର ଉଦ୍ୟମ  ସଫଳ ହେବନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନେସ୍କି  କହିଛନ୍ତି। ସେହିପରି ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ରୁଷ ସେନାଙ୍କୁ ଜେନେଲେସ୍କି ଚେତାବନୀ ଦେଇଛନ୍ତି। ଜେନେଲେସ୍କି କହିଛନ୍ତି ଯେ, ତୁରନ୍ତ ଜୀବନ ବଞ୍ଚାଇ […]

jeleneski

jeleneski

Tapas Behera
  • Published: Monday, 28 February 2022
  • Updated: 28 February 2022, 07:36 PM IST

Sports

Latest News

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଗୋଟିଏ ପଟେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ୟୁକ୍ରେନ୍‌ରେ ପ୍ରବେଶ କରି ରାଜଧାନୀ କିଭ୍‌କୁ ଅକ୍ତିଆର ଲକ୍ଷ୍ୟରେ ଥିବା ରୁଷର ଉଦ୍ୟମ  ସଫଳ ହେବନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନେସ୍କି  କହିଛନ୍ତି। ସେହିପରି ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ରୁଷ ସେନାଙ୍କୁ ଜେନେଲେସ୍କି ଚେତାବନୀ ଦେଇଛନ୍ତି। ଜେନେଲେସ୍କି କହିଛନ୍ତି ଯେ, ତୁରନ୍ତ ଜୀବନ ବଞ୍ଚାଇ ଫେରିଯାଅ। ଯେତେବେଳେ ମୁଁ ରାଷ୍ଟ୍ରପତି ଦଉଡ଼ରେ ଥିଲି ସେତିକି ବେଳେ ଆମେ ସମସ୍ତେ ଏ ଦେଶରେ ରାଷ୍ଟ୍ରପତି ବୋଲି କହିଥିଲି। କାରଣ ଆମେ ପ୍ରତ୍ୟେକ ନାଗରିକ ଆମ ଦେଶ ପାଇଁ ଦାୟିତ୍ୱବାନ୍‌।  ଆମର ସୁନ୍ଦର ଦେଶ ୟୁକ୍ରେନ୍‌ ପାଇଁ ଆମେ ଚିନ୍ତିତ।

ଏବେ ଆମେ ସମସ୍ତେ ଜଣେ ଜଣେ ସୈନ୍ୟ ବୋଲି ଜେଲେନେସ୍କି ଦମ୍ଭର ସହ ଜବାବ ଦେଇଛନ୍ତି। ଯୁଦ୍ଧା କେବେ ତାର ସ୍ଥାନ ଛାଡ଼େ ନାହିଁ। ସେ ତାରି ଜାଗାରେ ରହି ଲଢ଼େଇ କରେ ବୋଲି ଜେଲେନେସ୍କି କହିଛନ୍ତି। ସେହିପରି ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ପକାଇବାକୁ ଅନୁରୋଧ କରାଯାଇଛି ।

ଭାରତରେ ଥିବା ୟୁକ୍ରେନ୍‌ ଆମ୍ବାସଡର  ଡ. ଲଗୋର ପୁଲିଖା ଏହା କହିଛନ୍ତି। ସେପଟେ ୟୁକ୍ରେନ୍‌ ସଙ୍କଟକୁ ନେଇ ଆଜି ଜେନେଭାରେ ୟୁଏନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।  ଅନ୍ୟପଟେ ବେଲାରୁଷରେ ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ୍‌ର ଏକ ପ୍ରତିନିଧି ଦଳ ପହଞ୍ଚିସାରିଥିବା ଜଣାପଡ଼ିଛି। ଗୋଟିଏ ପଟେ ଉଭୟ ପକ୍ଷ ଯୁଦ୍ଧ ମଇଦାନରୁ ଓହରି ନଥିବା ବେଳେ ଅନ୍ୟପଟେ ସମାନ୍ତରାଳ ଭାବେ ଶାନ୍ତି ଆଲୋଚନା ଚାଲିଛି। ଏହାରି ଭିତରେ ୟୋରୋପୀୟ ସଂଘରେ ସଦସ୍ୟ ପାଇଁ ଉଦ୍ୟମ ଜାରି ରଖିଛି ୟୁକ୍ରେନ୍‌। ତେବେ ଯୁଦ୍ଧ ସଂକ୍ରାନ୍ତରେ କଣ ନିଷ୍କର୍ଷ ବାହାରୁଛି  ତାହା ଆଜିର ଶାନ୍ତି ବୈଠକ ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story