ଜାତିସଂଘରେ ସୁଷମାଙ୍କ ଭାଷଣ ମିଛ ଉପରେ ଆଧାରିତ: ମଲିହା

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉଦ୍‌ବୋଧନକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଛି। ପାକିସ୍ତାନ ପକ୍ଷରୁ କୁହାଯାଇଛି, “ଭାରତ ତା’ର (ପାକିସ୍ତାନ) ଆଭ୍ୟନ୍ତରୀଣ ମାମଲା ବେଲୁଚିସ୍ତାନ କଥା ଉଠାଇ ଅନ୍ତରାଷ୍ଟ୍ରୀୟ ଆଇନକୁ ଉଲ୍ଲଂଘନ କରିଛି। କାଶ୍ମୀର ଭାରତର ଅଭିନ୍ନ ଅଂଶ ନୁହେଁ, ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱୀକାର କରାଯାଇଥିବା ଏକ ବିବାଦ।” ଭାରତ ପକ୍ଷରୁ ବୈଠକରେ ଯାହା କୁହାଯାଇଛି ସମ୍ପୂର୍ଣ୍ଣ ମିଛ। ସୁଷମାଙ୍କ ଉଦ୍‌ବୋଧନ ପରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲିହା […]

maleehalodhi

maleehalodhi

Rakesh Mallick
  • Published: Tuesday, 27 September 2016
  • Updated: 04 May 2017, 03:44 PM IST

Sports

Latest News

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉଦ୍‌ବୋଧନକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଛି। ପାକିସ୍ତାନ ପକ୍ଷରୁ କୁହାଯାଇଛି, “ଭାରତ ତା’ର (ପାକିସ୍ତାନ) ଆଭ୍ୟନ୍ତରୀଣ ମାମଲା ବେଲୁଚିସ୍ତାନ କଥା ଉଠାଇ ଅନ୍ତରାଷ୍ଟ୍ରୀୟ ଆଇନକୁ ଉଲ୍ଲଂଘନ କରିଛି। କାଶ୍ମୀର ଭାରତର ଅଭିନ୍ନ ଅଂଶ ନୁହେଁ, ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱୀକାର କରାଯାଇଥିବା ଏକ ବିବାଦ।” ଭାରତ ପକ୍ଷରୁ ବୈଠକରେ ଯାହା କୁହାଯାଇଛି ସମ୍ପୂର୍ଣ୍ଣ ମିଛ।

ସୁଷମାଙ୍କ ଉଦ୍‌ବୋଧନ ପରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲିହା ଲୋଧି ଟ୍ୱିଟ୍ କରି କହିଛନ୍ତି, ଭାରତର ବୈଦେଶିକ ମନ୍ତ୍ରୀଙ୍କ ଭାଷଣ ମିଛ ଥିଲା। ସବୁଠାରୁ ବଡ଼ ମିଛ ଥିଲା କାଶ୍ମୀର ଭାରତର ଅଭିନ୍ନ ଅଂଶ ବୋଲି କହିବା। ଏହା ଜାତିସଂଘ ଏଜେଣ୍ଡାର ସବୁଠାରୁ ପୁରୁଣା ବିଷୟ। ସାରା ବିଶ୍ୱ ଏହାକୁ ସ୍ୱୀକାର କରିଛି।

ଅନ୍ୟ ଏକ ଟ୍ୱିଟରେ ମଲିହା କହିଛନ୍ତି, ପାକିସ୍ତାନର ଆଭ୍ୟନ୍ତରୀଣ ମାମଲା ବେଲୁଚିସ୍ତାନ ସମ୍ପର୍କରେ ଜାତିସଂଘ ପରିଷଦ ବୈଠକରେ ଭାରତ ଉଠାଇ ଅନ୍ତରାଷ୍ଟ୍ରୀୟ ନିୟମର ଖୋଲା ଉଲ୍ଲଂଘନ କରିଛି। ପାକିସ୍ତାନ ସହ ଆଲୋଚନା ଲାଗି ଭାରତ କୌଣସି ସର୍ତ୍ତ ରଖି ନ ଥିବା କଥା ମଧ୍ୟ ସୁଷମା ସ୍ୱରାଜ ମିଛ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story