ଆଜି ଭାରତ ଫେରିବ ଫେରାର ଅଣ୍ଡରଓ୍ୱାର୍ଲଡ ଡନ୍ ରବି ପୂଜାରୀ

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ଧରି ଫେରାର ଥିବା ଅଣ୍ଡର ଓ୍ୱାର୍ଲଡ ଡନ ରବି ପୂଜାରୀ ଆଜି ଭାରତ ଫେରିପାରେ। ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେବ ରବି ପୂଜାରୀକୁ ଭାରତ ଆଣିବା ପାଇଁ ଚେଷ୍ଟା ଜାରି ରଖିଥିଲା। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେଣୁ ଆଜି ରବି ପୂଜାରୀକୁ ସୁରକ୍ଷା ସଂସ୍ଥା ଭାରତ ଆଣିପାରେ। ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ରବୀ ପୂଜାରୀକୁ ଗିରଫ କରାଯାଇଥିଲା। କର୍ଣ୍ଣାଟକ ପୁଲିସ ଏବଂ ସେନେଗଲର […]

don_ravi_pujari

don_ravi_pujari

Subhransu Sekhar
  • Published: Sunday, 23 February 2020
  • Updated: 23 February 2020, 11:05 AM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ଧରି ଫେରାର ଥିବା ଅଣ୍ଡର ଓ୍ୱାର୍ଲଡ ଡନ ରବି ପୂଜାରୀ ଆଜି ଭାରତ ଫେରିପାରେ। ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେବ ରବି ପୂଜାରୀକୁ ଭାରତ ଆଣିବା ପାଇଁ ଚେଷ୍ଟା ଜାରି ରଖିଥିଲା। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେଣୁ ଆଜି ରବି ପୂଜାରୀକୁ ସୁରକ୍ଷା ସଂସ୍ଥା ଭାରତ ଆଣିପାରେ।

ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ରବୀ ପୂଜାରୀକୁ ଗିରଫ କରାଯାଇଥିଲା। କର୍ଣ୍ଣାଟକ ପୁଲିସ ଏବଂ ସେନେଗଲର ସୁରକ୍ଷା ଅଧିକାରୀଙ୍କ ମିଳିତ ତଦନ୍ତରେ ରବି ପୂଜାରୀକୁ ଗିରଫ କରାଯାଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ରବୀ ପୂଜାରୀ ପ୍ରତ୍ୟାର୍ପଣ ବିରୋଧରେ ସେନେଗଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ରବି ପୂଜାରୀକୁ ଭାରତ ଆଣିବା ରାସ୍ତା ଫିଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story