୪୫ ବର୍ଷର ରେକର୍ଡ ଭାଙ୍ଗିଲା ଦେଶର ବେକାରୀ ହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶେଷରେ ସ୍ୱୀକାର କରିଛନ୍ତି ଯେ ଦେଶର ବେକାରୀ ହାର ୪୫ ବର୍ଷରେ ସବୁଠାରୁ ଅଧିକ ବଢ଼ିଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁଯାୟୀ ଭାରତର ବେକାରୀ ହାରରେ ୬.୧% ବୃଦ୍ଧି ହୋଇଛି। ୨୦୧୭-୧୮ ବର୍ଷରେ ଦେଶର ବେକାରୀ ହାର ସର୍ବାଧିକ ଉତ୍କଟ ସ୍ଥିତିରେ ପହଞ୍ଚିଥିବା ଶେଷରେ ସରକାରୀ ତଥ୍ୟରେ ସ୍ପଷ୍ଟ ହୋଇଛି। ଗତ କିଛି ଦିନ ତଳେ ଏ ସମ୍ପର୍କିତ ଏକ ରିପୋର୍ଟ ଲିକ୍‌ ହୋଇଥିଲା ଏବଂ ଏହାର ତଥ୍ୟ ବିଭିନ୍ନ […]

unemployment

unemployment

Subrat Kumar Nayak
  • Published: Friday, 31 May 2019
  • Updated: 31 May 2019, 07:09 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶେଷରେ ସ୍ୱୀକାର କରିଛନ୍ତି ଯେ ଦେଶର ବେକାରୀ ହାର ୪୫ ବର୍ଷରେ ସବୁଠାରୁ ଅଧିକ ବଢ଼ିଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁଯାୟୀ ଭାରତର ବେକାରୀ ହାରରେ ୬.୧% ବୃଦ୍ଧି ହୋଇଛି। ୨୦୧୭-୧୮ ବର୍ଷରେ ଦେଶର ବେକାରୀ ହାର ସର୍ବାଧିକ ଉତ୍କଟ ସ୍ଥିତିରେ ପହଞ୍ଚିଥିବା ଶେଷରେ ସରକାରୀ ତଥ୍ୟରେ ସ୍ପଷ୍ଟ ହୋଇଛି।

ଗତ କିଛି ଦିନ ତଳେ ଏ ସମ୍ପର୍କିତ ଏକ ରିପୋର୍ଟ ଲିକ୍‌ ହୋଇଥିଲା ଏବଂ ଏହାର ତଥ୍ୟ ବିଭିନ୍ନ ଖବର ସରବରାହ ସଂସ୍ଥା ପ୍ରକାଶ କରିଥିଲେ। ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡରେ ପ୍ରକାଶ ପାଇଥିବା ଏହି ତଥ୍ୟ ଆଜିର ତଥ୍ୟ ସହିତ ମିଶିଯାଉଛି। ସେତେବେଳେ ସରକାର କହିଥିଲେ ଏହି ତଥ୍ୟ ଗ୍ରହଣୀୟ ନୁହେଁ କାରଣ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇନାହିଁ।

୨୦୧୯ ଲୋକସଭା ନିର୍ବାଚନ ସମୟରେ ବିରୋଧୀଦଳମାନେ ଶାସକ ଏନ୍‌ଡିଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି କହିଥିଲେ ସରକାର ଜାଣିଶୁଣି ଏହି ରିପୋର୍ଟ ଚପାଇ ରଖୁଛନ୍ତି। ନିର୍ବାଚନରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବାକୁ ଥିବାରୁ ଏପରି କରାଯାଉଛି ବୋଲି ସେମାନେ ଅଭିଯୋଗ ଆଣିଥିଲେ।

ନରେନ୍ଦ୍ର ମୋଦିଙ୍କ ସରକାର ଦ୍ୱିତୀୟ ଥର ଶପଥ ନେବାପରେ ଆଜି କ୍ୟାବିନେଟ୍‌ ବୈଠକରେ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ନିଯୁକ୍ତିଯୋଗ୍ୟ ଯୁବକ ଯୁବତୀଙ୍କ ବେକାରୀ ହାର ୭.୮% ବଢ଼ିଛି। ଏହା ଗ୍ରାମୀଣ ସ୍ତରରେ ୫.୩% ବୋଲି ଜଣାପଡ଼ିଛି। ପୁରୁଷଙ୍କ କ୍ଷେତ୍ରରେ ବେକାରୀ ହାର ୬.୨% ଏବଂ ମହିଳାଙ୍କ କ୍ଷେତ୍ରରେ ଏହା ୫.୭%ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story