୫ ତାରିଖରୁ ଖୋଲିବ ଜିମ, ଅନଲକ-୩ରେ କ’ଣ ସବୁ ବନ୍ଦ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଅନଲକ-୩ ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ ଜାରି କରିଛନ୍ତି। ଅଗଷ୍ଟ ୧ରୁ ସମଗ୍ର ଦେଶରେ ଅନଲକ-୩ କାର୍ଯ୍ୟକାରୀ ହେବ। ଅନଲକ-୩ରେ ଅଗଷ୍ଟ ୫ ତାରିଖରୁ ଦେଶର ସମସ୍ତ ଜିମ ଓ ଯୋଗ ଇନଷ୍ଟିଚ୍ୟୁସନ ‌ଖୋଲିବାକୁ ଅନୁମତି ମିଳିଛି। ମାର୍ଚ୍ଚ ମାସରୁ ଏଗୁଡ଼ିକ ବନ୍ଦ ରହିଥିଲା। ଏବେ ଏଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିଛି। କିନ୍ତୁ ଜିମ ଓ ଯୋଗ ଅନୁଷ୍ଠାନରେ କରୋନା ସଂକ୍ରମଣକୁ ରୋକିବା ପାଇଁ କଡାକଡ଼ି ଭାବେ ନିୟମ ପାଳନ କରାଯିବ। ଜିମ ଖୋଲିବା […]

dyd

dyd

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 08:20 PM IST

Sports

Latest News

ନୂଆଦିଲ୍ଲୀ: ଅନଲକ-୩ ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ ଜାରି କରିଛନ୍ତି। ଅଗଷ୍ଟ ୧ରୁ ସମଗ୍ର ଦେଶରେ ଅନଲକ-୩ କାର୍ଯ୍ୟକାରୀ ହେବ। ଅନଲକ-୩ରେ ଅଗଷ୍ଟ ୫ ତାରିଖରୁ ଦେଶର ସମସ୍ତ ଜିମ ଓ ଯୋଗ ଇନଷ୍ଟିଚ୍ୟୁସନ ‌ଖୋଲିବାକୁ ଅନୁମତି ମିଳିଛି। ମାର୍ଚ୍ଚ ମାସରୁ ଏଗୁଡ଼ିକ ବନ୍ଦ ରହିଥିଲା। ଏବେ ଏଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିଛି।

କିନ୍ତୁ ଜିମ ଓ ଯୋଗ ଅନୁଷ୍ଠାନରେ କରୋନା ସଂକ୍ରମଣକୁ ରୋକିବା ପାଇଁ କଡାକଡ଼ି ଭାବେ ନିୟମ ପାଳନ କରାଯିବ। ଜିମ ଖୋଲିବା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରିବେ। ଜାରି ହେବାକୁ ଥିବା ଏସଓପି ଅନୁଯାୟୀ, ସମସ୍ତ ଜିମ୍‌ କାର୍ଯ୍ୟକ୍ଷମ ହେବ। ଯଦି କେହି ଏହାକୁ ପାଳନ ନ କରିବେ, ତା’ହେଲେ ସ୍ଥାନୀୟ ପ୍ରଶାସନ ଏହାକୁ ବନ୍ଦ କରିପାରିବେ।

ସେହିପରି କେନ୍ଦ୍ର ସରକାର ଜିମ୍‌ ଖୋଲିବାକୁ ଅନୁମତି ଦେଇଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାରମାନେ ନେବେ। ରାଜ୍ୟ ସରକାର ଚାହିଁଲେ ଜିମ ଓ ଯୋଗ ଇନଷ୍ଟିଚ୍ୟୁଟକୁ ପୂର୍ବଭଳି ବନ୍ଦ ରଖିପାରିବେ।

ଅନଲକ ୩ ବେଳେ କ’ଣ ସବୁ ବନ୍ଦ ରହିବ ଜାଣନ୍ତୁ-

୧-ଅଗଷ୍ଟ ୩୧ ଯାଏ ସ୍କୁଲ କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

୨- ବନ୍ଦେ ଭାରତ ମିଶନ ଜରିଆରେ ଉଡ଼ୁଥିବା ବିମାନକୁ ଛାଡ଼ି ଅନ୍ୟ ସମସ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ

୩-ମେଟ୍ରୋ, ସିନେମା ହଲ, କ୍ରୀଡ଼ା କାର୍ଯ୍ୟକ୍ରମ, ସାମାଜିକ, ରାଜନୀତିକ, ସାଂସ୍କୃତି ଓ ଧାର୍ମିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିବ

୪-ଥିଏଟର, ବାର୍, ଅଡିଟୋରିୟମ ବି ପୂର୍ବପରି ଖୋଲିବ ନାହିଁ

୫- ବୟସ୍କ, ରୋଗାକ୍ରାନ୍ତ, ଶିଶୁ ଘରୁ ବାହାରି ପାରିବେ ନାହିଁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story