ବିବାଦ ସତ୍ତ୍ୱେ ୟୁପିରେ ଗଡ଼ିଲା ଅଖିଳେଶଙ୍କ ରଥ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିରେ ଅନେକଦିନ ଧରି ଲାଗି ରହିଥିବା ବିବାଦ ମଧ୍ୟରେ ଊତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବହୁ ଚର୍ଚ୍ଚିତ ରଥ ଯାତ୍ରା ଆଜି ଆରମ୍ଭ କରି ନିର୍ବାଚନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦଳର ସୁପ୍ରିମୋ ମୁଲାୟମ ସିଂ ଯାଦବ ରଥ ଯାତ୍ରାର ଆରମ୍ଭ ପାଇଁ ସବୁଜ ପତାକା ଦେଖାଇଛନ୍ତି। ମୁଲାୟମ ଯାତ୍ରାର ଉଦ୍‌ଘାଟନ କରି ନିଜ ପୁଅ ଅଖିଳେଶଙ୍କୁ ଶୁଭକାମନା ଜଣାଇଛନ୍ତି। କେବଳ ନାରାବାଜିରେ କାମ ହୁଏ ନାହିଁ ଆଉ ଥରେ ସରକାର ଗଢ଼ିବା ପାଇଁ […]

akhilesh

akhilesh

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 01:47 PM IST

Sports

Latest News

ଲକ୍ଷ୍ନୌ: ସମାଜବାଦୀ ପାର୍ଟିରେ ଅନେକଦିନ ଧରି ଲାଗି ରହିଥିବା ବିବାଦ ମଧ୍ୟରେ ଊତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବହୁ ଚର୍ଚ୍ଚିତ ରଥ ଯାତ୍ରା ଆଜି ଆରମ୍ଭ କରି ନିର୍ବାଚନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦଳର ସୁପ୍ରିମୋ ମୁଲାୟମ ସିଂ ଯାଦବ ରଥ ଯାତ୍ରାର ଆରମ୍ଭ ପାଇଁ ସବୁଜ ପତାକା ଦେଖାଇଛନ୍ତି। ମୁଲାୟମ ଯାତ୍ରାର ଉଦ୍‌ଘାଟନ କରି ନିଜ ପୁଅ ଅଖିଳେଶଙ୍କୁ ଶୁଭକାମନା ଜଣାଇଛନ୍ତି। କେବଳ ନାରାବାଜିରେ କାମ ହୁଏ ନାହିଁ ଆଉ ଥରେ ସରକାର ଗଢ଼ିବା ପାଇଁ ପରିଶ୍ରମ କରିବାର ଆବଶ୍ୟକତା ରହିଛି ବୋଲି ମୁଲାୟମ କହିଛନ୍ତି।

ଏହି ଅବସରରେ ପ୍ରଦେଶ ସଭାପତି ଶିବପାଲ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ମୁଲାୟମ ଏହି ସମୟରେ ପୁଣିଥରେ ଦଳ ପ୍ରତି ଶିବପାଲଙ୍କ ଯୋଗଦାନ ସଂପର୍କରେ କହିଛନ୍ତି। ସେ କହିଛନ୍ତି ଦଳକୁ ଛିଡ଼ା କରିବାରେ ଶିବପାଲଙ୍କ ଯୋଗଦାନ ଯେତିକି ରହିଛି ସେତିକି ଅନ୍ୟ କାହାର ନାହିଁ।

ସବୁଜ ପତାକା ଦେଖାଇ ଯାତ୍ରାର ଶୁଭ ଉଦ୍‌ଘାଟନ କରିଥିବାରୁ  ପିତା ମୁଲାୟମଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଖିଳେଶ। ଅଖିଳେଶଙ୍କ ରଥ ଯାତ୍ରା ପ୍ରଥମଦିନ ଲକ୍ଷ୍ନୌ ରୁ ଉନ୍ନାଓ ପର୍ଯ୍ୟନ୍ତ ୭୫ କିମି ଯାତ୍ରା କରିବ। ଏହି ରଥଯାତ୍ରା ପାଇଁ ବ୍ୟବହୃତ ହୋଇଥିବା ମର୍ସିଡିଜ ବସ୍‌ରେ ହାଇଡ୍ରୋଲିକ୍ ଲିଫ୍ଟର ବ୍ୟବସ୍ଥା ରହିଛି ଯାହା ଉପରେ ଛିଡ଼ା ହୋଇ ଅଖିଳେଶ ଜନତାଙ୍କୁ ସମ୍ବୋଧିତ କରିବେ।

ଖବର ମୁତାବକ ଏହି ରଥଯାତ୍ରାର ଶୁଭାରମ୍ଭ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚେୟାର ଫିଙ୍ଗାଫିଙ୍ଗି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story