ନୂଆଦିଲ୍ଲୀ: ଇଣ୍ଚରନେଟ ବ୍ରାଉଜିଂ ସଫ୍ଟଓ୍ୱୟାର ଭାବରେ ଗୁଗୁଲ କ୍ରୋମ ଲୋକପ୍ରିୟ ରହିଛି। ଏହି ବ୍ରାଉଜର ଯଦି ଆପଣ ବ୍ୟବହାର କରୁଛନ୍ତି ତା’ହେଲେ ତୁରନ୍ତ ଅପଡେଟ କରି ଦିଅନ୍ତୁ। କାରଣ ଗୁଗୁଲ କ୍ରୋମର ୮୦ ଭର୍ସନରେ ଏଭଳି କିଛି ଅସୁବିଧା ରହିଛି ଯାହାକି ହ୍ୟାକରସଙ୍କୁ ସୁହାଇଛି। ଜାଭା ସ୍କ୍ରିପ୍ଟରେ ଅସୁବିଧା ରହିଥିବାରୁ ହ୍ୟାକରସ ମାନେ କମ୍ପ୍ୟୁଟରରେ unrestricted କୋଡ ବ୍ୟବହାର କରିପାରୁଛନ୍ତି। ଏହାଦ୍ୱାରା ଅନେକ ଫାଇଦା ହ୍ୟାକରମାନେ ଉଠାଇ ପାରୁଛନ୍ତି।
ଗୁଗୁଲ କ୍ରୋମ ନିଜର ତ୍ରୁଟି ବାବଦରେ ଜାଣିବା ପରେ ବ୍ରାଉଜରକୁ ଅପଡେଟ କରିଛି। ଏବେ ଗୁଗୁଲ କ୍ରୋମର ଅପଡେଟ ଭର୍ସନ ୮୦.୦.୩୯୮୭.୧୨୨ ରହିଛି। ଓ୍ୱିଣ୍ଡୋଜ, ମ୍ୟାକଓଏସ ଏବଂ ଲିନସ୍କ ଅପରେଟିଂରେ ଗୁଗୁଲ କ୍ରୋମ ବ୍ରାଉଜର ଅପଡେଟ ଭର୍ସନ ଉପଲବ୍ଧ ରହିଛି।
ଗୁଗୁଲ କ୍ରୋମ ମଧ୍ୟ ନିଜର ଭୁଲକୁ ସ୍ୱୀକାର କରିଛି। ନିଜର ବ୍ଲଗ୍ ପୋଷ୍ଟରେ ବ୍ରାଉଜରକୁ ନେଇ ଥିବା ଅସୁବିଧା ବାବଦରେ ମଧ୍ୟ ଉଲ୍ଲେଖ କରିଛି ଗୁଗୁଲ କ୍ରୋମ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ସ୍ପେସ ଡକିଂ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ, ୩ ମିଟର ଟ୍ରାଏଲ୍ ସଫଳ
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା।
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Politics
ଦିଲ୍ଲୀ ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; କରାୱାଲ ନଗରରୁ ଲଢ଼ିବେ କପିଲ ମିଶ୍ରା
ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। କରାୱାଲ ନଗରରୁ କପିଲ ମିଶ୍ରା, କୋଣ୍ଡଲିରୁ ଲଢ଼ିବେ ପ୍ରିୟଙ୍କା ଗୌତମ।
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।