ମୁଣ୍ଡ ଉପରେ ହ୍ୟାକିଂ ଖଣ୍ଡା, ତୁରନ୍ତ ଅପଡେଟ୍ କରନ୍ତୁ ଗୁଗୁଲ କ୍ରୋମ୍

ନୂଆଦିଲ୍ଲୀ: ଇଣ୍ଚରନେଟ ବ୍ରାଉଜିଂ ସଫ୍ଟଓ୍ୱୟାର ଭାବରେ ଗୁଗୁଲ କ୍ରୋମ ଲୋକପ୍ରିୟ ରହିଛି। ଏହି ବ୍ରାଉଜର ଯଦି ଆପଣ ବ୍ୟବହାର କରୁଛନ୍ତି ତା’ହେଲେ ତୁରନ୍ତ ଅପଡେଟ କରି ଦିଅନ୍ତୁ। କାରଣ ଗୁଗୁଲ କ୍ରୋମର ୮୦ ଭର୍ସନରେ ଏଭଳି କିଛି ଅସୁବିଧା ରହିଛି ଯାହାକି ହ୍ୟାକରସଙ୍କୁ ସୁହାଇଛି। ଜାଭା ସ୍କ୍ରିପ୍ଟରେ ଅସୁବିଧା ରହିଥିବାରୁ ହ୍ୟାକରସ ମାନେ କମ୍ପ୍ୟୁଟରରେ unrestricted କୋଡ ବ୍ୟବହାର କରିପାରୁଛନ୍ତି। ଏହାଦ୍ୱାରା ଅନେକ ଫାଇଦା ହ୍ୟାକରମାନେ ଉଠାଇ ପାରୁଛନ୍ତି। ଗୁଗୁଲ କ୍ରୋମ ନିଜର ତ୍ରୁଟି ବାବଦରେ ଜାଣିବା […]

chromes

chromes

Subhransu Sekhar
  • Published: Wednesday, 26 February 2020
  • Updated: 26 February 2020, 04:18 PM IST

ନୂଆଦିଲ୍ଲୀ: ଇଣ୍ଚରନେଟ ବ୍ରାଉଜିଂ ସଫ୍ଟଓ୍ୱୟାର ଭାବରେ ଗୁଗୁଲ କ୍ରୋମ ଲୋକପ୍ରିୟ ରହିଛି। ଏହି ବ୍ରାଉଜର ଯଦି ଆପଣ ବ୍ୟବହାର କରୁଛନ୍ତି ତା’ହେଲେ ତୁରନ୍ତ ଅପଡେଟ କରି ଦିଅନ୍ତୁ। କାରଣ ଗୁଗୁଲ କ୍ରୋମର ୮୦ ଭର୍ସନରେ ଏଭଳି କିଛି ଅସୁବିଧା ରହିଛି ଯାହାକି ହ୍ୟାକରସଙ୍କୁ ସୁହାଇଛି। ଜାଭା ସ୍କ୍ରିପ୍ଟରେ ଅସୁବିଧା ରହିଥିବାରୁ ହ୍ୟାକରସ ମାନେ କମ୍ପ୍ୟୁଟରରେ unrestricted କୋଡ ବ୍ୟବହାର କରିପାରୁଛନ୍ତି। ଏହାଦ୍ୱାରା ଅନେକ ଫାଇଦା ହ୍ୟାକରମାନେ ଉଠାଇ ପାରୁଛନ୍ତି।

ଗୁଗୁଲ କ୍ରୋମ ନିଜର ତ୍ରୁଟି ବାବଦରେ ଜାଣିବା ପରେ ବ୍ରାଉଜରକୁ ଅପଡେଟ କରିଛି। ଏବେ ଗୁଗୁଲ କ୍ରୋମର ଅପଡେଟ ଭର୍ସନ ୮୦.୦.୩୯୮୭.୧୨୨ ରହିଛି। ଓ୍ୱିଣ୍ଡୋଜ, ମ୍ୟାକଓଏସ ଏବଂ ଲିନସ୍କ ଅପରେଟିଂରେ ଗୁଗୁଲ କ୍ରୋମ ବ୍ରାଉଜର ଅପଡେଟ ଭର୍ସନ ଉପଲବ୍ଧ ରହିଛି।

ଗୁଗୁଲ କ୍ରୋମ ମଧ୍ୟ ନିଜର ଭୁଲକୁ ସ୍ୱୀକାର କରିଛି। ନିଜର ବ୍ଲଗ୍ ପୋଷ୍ଟରେ ବ୍ରାଉଜରକୁ ନେଇ ଥିବା ଅସୁବିଧା ବାବଦରେ ମଧ୍ୟ ଉଲ୍ଲେଖ କରିଛି ଗୁଗୁଲ କ୍ରୋମ୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story