ଉରୀ ବ୍ରିଗେଡ୍‌ର କମାଣ୍ଡର୍‌ଙ୍କୁ ହଟାଗଲା

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀର ଉରୀ ବ୍ରିଗେଡ୍‌ର କମାଣ୍ଡର୍‌ ବ୍ରିଗେଡିୟର୍‌ କେ.ସୋମଶେଖରଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସେନାର ୨୮ ମାଉଣ୍ଟେନ୍‌ ଡିଭିଜନ୍‌ର ଜଣେ ଅଧିକାରୀ ଉରୀ ବ୍ରିଗେଡ୍‌ର କମାଣ୍ଡର ଭାବେ କାର୍ଯ୍ୟଭାର ସମ୍ଭାଳିବେ।

ଗତ ୧୮ ତାରିଖରେ ଏଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୯ ଜଣ ଯବାନ ସହିଦ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୂ

ଠିକ୍ ବର୍ଷକ ତଳେ ଜମ୍ମୁ କଶ୍ମୀରରୁ ହଟିଥିଲା ଧାରା ୩୭୦

ଆମେରିକା ହେଲା ରାମମୟ

ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ

ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଓୱେସୀଙ୍କ ବାବ୍ରୀ ଟ୍ୱିଟ ପାଇଁ ଏତଲା ଦେଲା ହିନ୍ଦୁ ସେନା

ଓୱେସୀ କହିଲେ, ବାବ୍ରୀ ମସଜିଦ ଥିଲା ଓ ରହିବ

ଲୁପିନର କରୋନା ଔଷଧ, ଟ୍ୟାବଲେଟର ଦାମ ୪୯ ଟଙ୍କା

ରାମ ମନ୍ଦିର ନିର୍ମାଣ ପଛରେ ଥିବା ସେହି ୧୦ ବ୍ୟକ୍ତି, ଜାଣନ୍ତୁ ସେମାନେ କିଏ

ଭୂମି ପୂଜନ ପରେ ରାଷ୍ଟ୍ରପତିଙ୍କ ଠାରୁ ରାହୁଲ ଗାନ୍ଧି ଓ ଓୱେସୀ କ’ଣ କହିଲେ

ରେକର୍ଡ: ଦିନକରେ ୫୧ ହଜାରରୁ ଅଧିକ ସୁସ୍ଥ, ୫୨ ହଜାର ଆକ୍ରାନ୍ତ