ଉରୀ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରାଯାଉ: ଜେନେରାଲ ବି.କେ ସିଂହ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଉରୀ ସେକ୍ଟରରେ ଥିବା ଆର୍ମି ବିଗ୍ରେଡ୍‌ ହେଡକ୍ୱାର୍ଟର୍ସ ଉପରେ  ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ଆଜି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବି.କେ ସିଂହ କହିଛନ୍ତି। ସେ କହିଛନ୍ତି,“ଏହି ଘଟଣା କିପରି ଘଟିଲା, ସୁରକ୍ଷା ବ୍ୟବସ୍ଥା କିପରି ଥିଲା ତାହାର ତଦନ୍ତ ହେବା ଦରକାର। ଏହି ଆକ୍ରମଣ ପରେ ସୁରକ୍ଷା କର୍ମୀମାନେ ସତର୍କ ରହିବା ଦରକାର।” ସେ ଆହୁରି ମଧ୍ୟ କହିଛନ୍ତି,“କିଛିଦିନ ହେବ ପାକିସ୍ତାନ ଏକ ତରଫା ଭାବରେ କାର୍ଯ୍ୟ […]

bb

bb

Rakesh Mallick
  • Published: Monday, 19 September 2016
  • Updated: 19 September 2016, 04:51 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଉରୀ ସେକ୍ଟରରେ ଥିବା ଆର୍ମି ବିଗ୍ରେଡ୍‌ ହେଡକ୍ୱାର୍ଟର୍ସ ଉପରେ  ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ଆଜି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବି.କେ ସିଂହ କହିଛନ୍ତି। ସେ କହିଛନ୍ତି,“ଏହି ଘଟଣା କିପରି ଘଟିଲା, ସୁରକ୍ଷା ବ୍ୟବସ୍ଥା କିପରି ଥିଲା ତାହାର ତଦନ୍ତ ହେବା ଦରକାର। ଏହି ଆକ୍ରମଣ ପରେ ସୁରକ୍ଷା କର୍ମୀମାନେ ସତର୍କ ରହିବା ଦରକାର।”

ସେ ଆହୁରି ମଧ୍ୟ କହିଛନ୍ତି,“କିଛିଦିନ ହେବ ପାକିସ୍ତାନ ଏକ ତରଫା ଭାବରେ କାର୍ଯ୍ୟ କରୁଛି। ସେଥିପାଇଁ ସବୁ ଦେଶ ତା’ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହି ଘଟଣା ଉପରେ ପ୍ରଧାନମନ୍ତ୍ରୀ ମୋଦି ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରାଯିବ।”

ଉରୀ ସେକ୍ଟରରେ ଥିବା ଆର୍ମି ବିଗ୍ରେଡ୍‌ ହେଡକ୍ୱାର୍ଟର୍ସ ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଅଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।

ଏହାସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହିଦ ହୋଇଥିବା ୧୭ଜଣ ଯବାନଙ୍କୁ ସଲାମ ଜଣାଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି,“ସହିଦ ହୋଇଥିବା ୧୭ ଜଣ ଯବାନ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବାପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story