ଇରାକ୍: ଆଇଏସ୍‌ ରସାୟନ ଅସ୍ତ୍ରାଗାର ପ୍ଲାଣ୍ଟ ଉପରେ ଆମେରିକାର ବୋମାମାଡ

ନ୍ୟୁୟର୍କ: ଇରାକରେ ଆଇଏସ୍ ଆଇଏସ ରାସାୟନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ଏକ ଫ୍ୟାକ୍ଟ୍ରୀ ଉପରେ ବୋମାମାଡ କରିଛି ଆମେରିକାର ବାୟୁ ସେନା। ଆଜି ଏହି ସୂଚନା ଦେଇଛନ୍ତି ଆମେରିକା ବାୟୁସେନାର ଜଣେ ଉଚ୍ଚପଦସ୍ଥ କର୍ମଚାରୀ। ଏୟାରଫୋର୍ସ ଏଲ୍‌ଟି.ଜେନେରାଲ ଜେଫ୍ରୀ ହ୍ୟାରିଜିଆନ୍‌ କହିଛନ୍ତି,“ଉଚ୍ଚକ୍ଷମତା ସମ୍ପନ୍ନ ୧୨ଟି ଏୟାରକ୍ରାଫ୍ଟ ବିଭିନ୍ନ ଦିଗରୁ ଆଇଏସ୍‌ର ଏହି ରସାୟନିକ ଫ୍ୟାକ୍ଟ୍ରୀ ଉପରେ ବୋମାମାଡ କରିଥିଲା। ଏହି ବିମାନ ଗୁଡିକ ୫୦ଟି ଦିଗରୁ ବୋମାମାଡ କରିଥିଲା।” ୫ ବର୍ଷରୁ ଅଧିକ ଦିନ ହେବ  ସିରିଆର […]

us-bombs-isis-chemical-weapons-plant-in-iraq

Rakesh Mallick
  • Published: Wednesday, 14 September 2016
  • Updated: 04 May 2017, 03:44 PM IST

Sports

Latest News

ନ୍ୟୁୟର୍କ: ଇରାକରେ ଆଇଏସ୍ ଆଇଏସ ରାସାୟନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ଏକ ଫ୍ୟାକ୍ଟ୍ରୀ ଉପରେ ବୋମାମାଡ କରିଛି ଆମେରିକାର ବାୟୁ ସେନା। ଆଜି ଏହି ସୂଚନା ଦେଇଛନ୍ତି ଆମେରିକା ବାୟୁସେନାର ଜଣେ ଉଚ୍ଚପଦସ୍ଥ କର୍ମଚାରୀ।

ଏୟାରଫୋର୍ସ ଏଲ୍‌ଟି.ଜେନେରାଲ ଜେଫ୍ରୀ ହ୍ୟାରିଜିଆନ୍‌ କହିଛନ୍ତି,“ଉଚ୍ଚକ୍ଷମତା ସମ୍ପନ୍ନ ୧୨ଟି ଏୟାରକ୍ରାଫ୍ଟ ବିଭିନ୍ନ ଦିଗରୁ ଆଇଏସ୍‌ର ଏହି ରସାୟନିକ ଫ୍ୟାକ୍ଟ୍ରୀ ଉପରେ ବୋମାମାଡ କରିଥିଲା। ଏହି ବିମାନ ଗୁଡିକ ୫୦ଟି ଦିଗରୁ ବୋମାମାଡ କରିଥିଲା।”

୫ ବର୍ଷରୁ ଅଧିକ ଦିନ ହେବ  ସିରିଆର ରାଷ୍ଟ୍ରପତି ବଶର ଅଲ୍‌ ଅଶଦ୍‌ ଓ ଆଇଏସ୍‌ ମିଳିତ ଭାବେ ଏହିଠାରେ ରସାୟନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story