'ରକେଟମ୍ୟାନ୍' କହିଲେ ପ୍ୟୋଙ୍ଗୟାଙ୍ଗର ବଡ଼ ଶତ୍ରୁ ଆମେରିକା

ପ୍ୟୋଙ୍ଗୟାଙ୍ଗ୍: ଆଉ ଦୁଇ ସପ୍ତାହ ପରେ ଆମେରିକାର  ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବେ। ତେବେ ଉତ୍ତର କୋରିଆର ଆମେରିକା ସହିତ ସମ୍ପର୍କରେ ପରିବର୍ତ୍ତନ ହେବନି ବୋଲି ଜଣାପଡ଼ିଛି। ଶୁକ୍ରବାର ଓ୍ୱାର୍କରସ ପାର୍ଟି ଅଫ୍ କୋରିଆକୁ ଉତ୍ତର କୋରିଆର ଏକଛାତ୍ରବାଦ ଶାସକ କିମ୍ ଜଙ୍ଗ ଉନ ସମ୍ୱୋଧନ କରିବା ବେଳେ ଏହା ଜଣାପଡ଼ିଛି। ସେ କହିଛନ୍ତି ଆମେରିକା ଉତ୍ତର କୋରିଆର ବଡ଼ ଶତ୍ରୁ। କିଏ ରାଷ୍ଟ୍ରପତି, କ’ଣ ନୀତି ରହିଛି ଉତ୍ତର କୋରିଆ ଦେଖିବନି ବୋଲି ସେ […]

kims-sister (1)

kims-sister (1)

Subhransu Sekhar
  • Published: Saturday, 09 January 2021
  • Updated: 09 January 2021, 09:38 AM IST

Sports

Latest News

ପ୍ୟୋଙ୍ଗୟାଙ୍ଗ୍: ଆଉ ଦୁଇ ସପ୍ତାହ ପରେ ଆମେରିକାର  ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବେ। ତେବେ ଉତ୍ତର କୋରିଆର ଆମେରିକା ସହିତ ସମ୍ପର୍କରେ ପରିବର୍ତ୍ତନ ହେବନି ବୋଲି ଜଣାପଡ଼ିଛି। ଶୁକ୍ରବାର ଓ୍ୱାର୍କରସ ପାର୍ଟି ଅଫ୍ କୋରିଆକୁ ଉତ୍ତର କୋରିଆର ଏକଛାତ୍ରବାଦ ଶାସକ କିମ୍ ଜଙ୍ଗ ଉନ ସମ୍ୱୋଧନ କରିବା ବେଳେ ଏହା ଜଣାପଡ଼ିଛି। ସେ କହିଛନ୍ତି ଆମେରିକା ଉତ୍ତର କୋରିଆର ବଡ଼ ଶତ୍ରୁ। କିଏ ରାଷ୍ଟ୍ରପତି, କ'ଣ ନୀତି ରହିଛି ଉତ୍ତର କୋରିଆ ଦେଖିବନି ବୋଲି ସେ କହିଛନ୍ତି। ଯାହାକି ପରୋକ୍ଷରେ ଆମେରିକାର ନୂଆ ରାଷ୍ଟ୍ରପତି ବିଡେନଙ୍କୁ ପରୋକ୍ଷରେ କହିଛନ୍ତି କିମ୍। ଏଥିସହ ଉତ୍ତର କୋରିଆ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ଏବଂ ସାମରିକ ସାମର୍ଥ୍ୟକୁ ଆଗାମୀ ଦିନରେ ଆହୁରି ବଢ଼ାଇବ ବୋଲି ସେ କହିଛନ୍ତି।

ୱାର୍କର୍ସ ପାର୍ଟିକୁ ସମ୍ବୋଧନ ବେଳେ କିମ୍ ଆହୁରି କହିଛନ୍ତି ଯେ ପ୍ୟୋଙ୍ଗୟାଙ୍ଗ୍ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଇଚ୍ଛା କରୁନାହିଁ। ଯଦି ଶତ୍ରୁ ବ୍ୟବହାର ନକରିବେ ତାହେଲେ ଉତ୍ତର କୋରିଆ ମଧ୍ୟ ବ୍ୟବହାର କରିବ ନାହଁ ବୋଲି କହିଛନ୍ତି। ଏହାବାଦ୍ କିମ୍ କହିଛନ୍ତି ପରମାଣୁ ଅସ୍ତ୍ର ବାବଦରେ ସେ ତାଙ୍କ ଲକ୍ଷ୍ୟରେ ଏକ ପ୍ରକାର ପହଞ୍ଚିଛନ୍ତି। ଯାହାକି ଆମେରିକା ଓ ଅନ୍ୟାନ୍ୟ ଦେଶ ପାଇଁ ମଧ୍ୟ ବଡ଼ ଚେତାବନୀ।

ବିଶେଷଜ୍ଞ କହିଛନ୍ତି ଯେ କିମଙ୍କ ଏହି ମନ୍ତବ୍ୟ ଆମେରିକାର ନୂଆ ସରକାର ଉପରେ ଚାପ ପକାଇବା ପାଇଁ ଏକ ରଣନୀତିର ଅଂଶ। ସୂଚନାଯୋଗ୍ୟ, ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ବିବାଦ ବହୁ ପୁରୁଣା। ଯଦିଓ ଟ୍ରମ୍ପ ଏବଂ କିମ୍ ଜଙ୍ଗ ଉନ୍ ପରସ୍ପରକୁ ଭେଟିଥିଲେ। ହେଲେ ଏହାପରେ ବି ସ୍ଥିତିରେ ସୁଧାର ଆସିନାହିଁ। ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କିମଙ୍କୁ 'ଲିଟିଲ ରକେଟମ୍ୟାନ' ବୋଲି କହିଥିଲେ। ଏବେ ଉତ୍ତର କୋରିଆ ପ୍ରସଙ୍ଗରେ ବିଡେନଙ୍କ ରଣନୀତି କ’ଣ ହେବ ତାକୁ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story