କୁକୁରକୁ ଗାଡ଼ି ଚଲାଇବା ଶିଖାଇ ଜେଲ୍‌ ଗଲେ

ୱାଶିଂଟନ୍‌: ଆମେରିକାର ୱାଶିଂଟନ୍‌ରେ ରହୁଥିବା ଜଣେ ବ୍ୟକ୍ତି ନିଜ ଅଜବ କାଣ୍ଡ ପାଇଁ ଜେଲ୍‌ ଯାଇଛନ୍ତି। ସେ ତାଙ୍କ ପ୍ରିୟ ପୋଷା କୁକୁରକୁ ଗାଡ଼ି ଚଲାଇବା ଶିଖାଇବା ସମୟରେ ପୁଲିସ୍‌ ହାତରେ ଧରାପଡ଼ିଯିବାରୁ ଏଭଳି ଦଶା ଭୋଗିବାକୁ ପଡ଼ିଛି। ଆଲବେର୍ଟୋ ଟିଟୋ ଆଲେଜାଣ୍ଡ୍ରୋ ନାମକ ଏହି ବ୍ୟକ୍ତି ଜଣକ ଏପରି ଗାଡ଼ି ଚଲାଇ ୨ଟି ଗାଡ଼ି ଦେହରେ ଧକ୍କା କରିବା ସହ ଜୋରରେ ପଳାଉଥିବା ଦେଖି କିଛି ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ମାର୍ଚ୍ଚ ୨୯ ଅପରାହ୍ଣର […]

Pitbull

Pitbull

Subrat Kumar Nayak
  • Published: Tuesday, 31 March 2020
  • Updated: 31 March 2020, 01:14 PM IST

Sports

Latest News

ୱାଶିଂଟନ୍‌: ଆମେରିକାର ୱାଶିଂଟନ୍‌ରେ ରହୁଥିବା ଜଣେ ବ୍ୟକ୍ତି ନିଜ ଅଜବ କାଣ୍ଡ ପାଇଁ ଜେଲ୍‌ ଯାଇଛନ୍ତି। ସେ ତାଙ୍କ ପ୍ରିୟ ପୋଷା କୁକୁରକୁ ଗାଡ଼ି ଚଲାଇବା ଶିଖାଇବା ସମୟରେ ପୁଲିସ୍‌ ହାତରେ ଧରାପଡ଼ିଯିବାରୁ ଏଭଳି ଦଶା ଭୋଗିବାକୁ ପଡ଼ିଛି।

ଆଲବେର୍ଟୋ ଟିଟୋ ଆଲେଜାଣ୍ଡ୍ରୋ ନାମକ ଏହି ବ୍ୟକ୍ତି ଜଣକ ଏପରି ଗାଡ଼ି ଚଲାଇ ୨ଟି ଗାଡ଼ି ଦେହରେ ଧକ୍କା କରିବା ସହ ଜୋରରେ ପଳାଉଥିବା ଦେଖି କିଛି ଲୋକ ପୁଲିସ୍‌କୁ ଖବର ଦେଇଥିଲେ।

ମାର୍ଚ୍ଚ ୨୯ ଅପରାହ୍ଣର ଏହି ଘଟଣା ବାବଦରେ ଜାଣିବା ପରେ ପୁଲିସ୍‌ ଏହାକୁ ଫଲୋ କରିଥିଲା। ଘଣ୍ଟା ପ୍ରତି ୧୦୦ ମାଇଲ୍‌ ବେଗରେ ଚାଲୁଥିବା ଏହି ଗାଡ଼ିର ଡ୍ରାଇଭର ଶିଟ୍‌ରେ ପିଟ୍‌ବୁଲ୍‌ କୁକୁରକୁ ଦେଖି ପୁଲିସ୍‌ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା। ଗାଡ଼ିର ମାଲିକ ପାଖ ଶିଟ୍‌ରେ ବସି କୁକୁରକୁ ଆସିଲିଟର ଓ ବ୍ରେକ୍‌ ଆଦିରେ ସାହାଯ୍ୟ କରୁଥିଲେ।

ଶେଷରେ ପୁଲିସ୍‌ କୌଶଳ କରି ଏହି ଗାଡ଼ିକୁ ଅଟକାଇ ପାରିଥିଲା। ଏହି ବ୍ୟକ୍ତିଙ୍କ ନାମରେ ନିଶା କରି ଗାଡ଼ି ଚଲାଇବା ଏବଂ ଅନ୍ୟ କିଛି ମାମଲା ରୁଜୁ କରାଯାଇଛି। ମାଲିକକୁ ଗିରଫ ହେବାର ଦେଖି କୁକୁରଟି ପ୍ରତିକ୍ରୟାଶୀଳ ହୋଇଥିଲା। ଫଳରେ ତା’କୁ ମଧ୍ୟ ଏକ ଆଶ୍ରୟସ୍ଥଳରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story