ଭାରତ ସହ ଆଲୋଚନା ପାଇଁ ଇମ୍ରାନ୍‌ ଖାନ୍‌ଙ୍କ ପ୍ରସ୍ତାବ: ଆମେରିକା ଦେଲା ଏଭଳି ମତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏ ସରକାର କେନ୍ଦ୍ରରେ ପୁଣିଥରେ କ୍ଷମତାସୀନ ହେବାପରେ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୁଣି ଆଗ୍ରହ ଦେଖାଛନ୍ତି। ସେ ଏକ ଚିଠି ଜରିଆରେ ପିଏମ୍‌ ମୋଦିଙ୍କୁ ଆଲୋଚନା ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପାକିସ୍ତାନର ଏପରି ପଦକ୍ଷେପର ପ୍ରତିକ୍ରିୟାରେ ଆମେରିକା ପକ୍ଷରୁ କୁହାଯାଇଛି ଦକ୍ଷିଣ ଏସିଆରେ ଶାନ୍ତି ସମ୍ପୂର୍ଣ୍ଣ ଭାବରେ ପାକିସ୍ତାନ ଉପରେ ନିର୍ଭରଶୀଳ। ଆତଙ୍କବାଦୀ ସଂଗଠନଙ୍କୁ ନିଷ୍କ୍ରିୟ କରିବା ହିଁ ଏହି ସମସ୍ୟାର ସମାଧାନ ବୋଲି […]

modi-imran

modi-imran

Subrat Kumar Nayak
  • Published: Saturday, 08 June 2019
  • Updated: 08 June 2019, 07:57 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏ ସରକାର କେନ୍ଦ୍ରରେ ପୁଣିଥରେ କ୍ଷମତାସୀନ ହେବାପରେ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୁଣି ଆଗ୍ରହ ଦେଖାଛନ୍ତି। ସେ ଏକ ଚିଠି ଜରିଆରେ ପିଏମ୍‌ ମୋଦିଙ୍କୁ ଆଲୋଚନା ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପାକିସ୍ତାନର ଏପରି ପଦକ୍ଷେପର ପ୍ରତିକ୍ରିୟାରେ ଆମେରିକା ପକ୍ଷରୁ କୁହାଯାଇଛି ଦକ୍ଷିଣ ଏସିଆରେ ଶାନ୍ତି ସମ୍ପୂର୍ଣ୍ଣ ଭାବରେ ପାକିସ୍ତାନ ଉପରେ ନିର୍ଭରଶୀଳ। ଆତଙ୍କବାଦୀ ସଂଗଠନଙ୍କୁ ନିଷ୍କ୍ରିୟ କରିବା ହିଁ ଏହି ସମସ୍ୟାର ସମାଧାନ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ଇମ୍ରାନ୍‌ ଚିଠିରେ କହିଥିଲେ, ଆଲୋଚନା ମାଧ୍ୟମରେ ହିଁ ଉଭୟ ରାଷ୍ଟ୍ରର ଲୋକଙ୍କ ଗରିବୀ ହଟାଇ ହେବ। ଆଞ୍ଚଳିକ ବିକାଶ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଭାରତ ପାକିସ୍ତାନର ଆଲୋଚନା ପ୍ରସ୍ତାବକୁ ଗ୍ରହଣ କରିନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବା ବେଳେ ଆଲୋଚନା କରିବା ଅସମ୍ଭବ ବୋଲି ଭାରତ ପକ୍ଷରୁ ପୂର୍ବରୁ ମଧ୍ୟ କୁହାଯାଇସାରିଛି। ଏବେ ସେହି କଥାକୁ ହିଁ ଦୋହରାଇ ଦ୍ୱିପାକ୍ଷିକ ଆଲୋଚନାକୁ ମନା କରାଯାଇଛି। ଏପରିକି ଆସନ୍ତା ୧୩ ଓ ୧୪ ତାରିଖରେ କିର୍ଗିଜ୍‌ସ୍ତାନର ରାଜଧାନୀ ବିଶ୍‌କେକ୍‌ଠାରେ ଆୟୋଜିତ ସାଂଘାଇ କୋଅପରେସନ୍‌ ସମ୍ମିଳନୀରେ ଦୁଇ ରାଷ୍ଟ୍ରମୁଖ୍ୟ ଯୋଗଦେବାକୁ ଥିବାବେଳେ ଉଭୟଙ୍କ ମଧ୍ୟରେ ବୈଠକ ହେବ ନା ନାହିଁ, ତାହା ଏଯାଏ ସ୍ଥିର ହୋଇନି।

ଆତଙ୍କୀ ସଂଗଠନ ସହ ଜଡ଼ିତ ଲୋକଙ୍କୁ ଗିରଫ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେରିକା ପାକିସ୍ତାନକୁ ଲଗାତାର କହିଆସୁଛି। ଏତଦ୍‌ ବ୍ୟତୀତ ଆତଙ୍କବାଦୀମାନେ ଖୋଲାଖୋଲି ବୁଲିବା, ଅସ୍ତ୍ର କିଣିବା, ଭାରତରେ ଅନୁପ୍ରବେଶ କରିବା ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଆକ୍ରମଣ କରିବା ଆଦି ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ଏସବୁ ନହେଲେ ଶାନ୍ତି ପ୍ରତିଷ୍ଠା ଅସମ୍ଭବ।

ପୁଲ୍‌ୱାମା ଆକ୍ରମଣ ଏବଂ ବାଲାକୋଟ୍‌ଠାରେ ଭାରତର ପ୍ରତିଶୋଧାତ୍ମକ ପଦକ୍ଷେପ ପରେ ଅନ୍ତର୍ଜାତୀୟ ସ୍ତରର ଚାପ କାରଣରୁ ପାକିସ୍ତାନ ଯଦିଓ ଅଳ୍ପ କିଛି ପଦକ୍ଷେପ ନେଇଛି ସତ କିନ୍ତୁ ତାହା ଯଥେଷ୍ଟ ନୁହେଁ। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ପାକିସ୍ତାନ ବର୍ତ୍ତମାନ ଆତଙ୍କବାଦୀଙ୍କ ଅଭୟାରଣ୍ୟ ପାଲଟିଛି। ତେଣୁ ପ୍ରଥମେ ଆଲୋଚନା ପାଇଁ ପରିବେଶ ତିଆରି ହେବା ଆବଶ୍ୟକ। ପାକିସ୍ତାନ ଯେ ପ୍ରକୃତରେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ସ୍ପଷ୍ଟ ହେବା ଦରକାର। ସୂଚନାଯୋଗ୍ୟ, ପାକିସ୍ତାନ ଜୈଶ୍‌-ଇ-ମହମ୍ମଦ, ଲସ୍କର-ଏ-ତାଇବା ଏବଂ ଜମାତ୍‌-ଉଦ୍-ଦାୱା ପରି ସଂଗଠନ ନିକଟକୁ ଆସୁଥିବା ଫଣ୍ଡିଂର ନିୟନ୍ତ୍ରଣ କରିପାରିନଥିବାରୁ ପ୍ୟାରିସ୍‌ ଭିତ୍ତିକ ଅନ୍ତ୍ରର୍ଜାତୀୟ ଟେରର ଫାଇନାନ୍ସିଂ ନିୟନ୍ତ୍ରକ ଏଫ୍‌ଏଟିଏଫ୍‌ ଗତ ଜୁନ୍‌ ମାସରେ ପାକିସ୍ତାନକୁ ପୂର୍ବବତ୍‌ ‘ଗ୍ରେ’ ତାଲିକାରେ ହିଁ ରଖିବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story