୨୬/୧୧ ଷଡ଼ଯନ୍ତ୍ରକାରୀଙ୍କୁ ଧରାଇଲେ ୩୫ କୋଟି ଦେବ ଆମେରିକା

ୱାଶିଂଟନ୍‌: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମ୍‌ଲାକୁ ୧୦ ବର୍ଷ ବିତି ଯାଇଥିଲେ ହେଁ ଏହି ଘଟଣାକୁ ଚୂଡ଼ାନ୍ତ ରୂପ ଦେଇଥିବା ପାକିସ୍ତାନର ଆକ୍କା ମାନଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ। ଏହି ଆତଙ୍କବାଦୀଙ୍କ ଆକ୍କାମାନେ ପାକିସ୍ତାନରେ ବେଶ ଆରାମରେ ବୁଲୁଥିଲେ ହେଁ ସେଠାକାର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ହେଲେ ଆମେରିକା ୨୬/୧୧ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନକୁ କହିଛି। ଏଥିସହ ଷଡ଼ଯନ୍ତ୍ରକାରୀ ବା ପ୍ରଚ୍ଛଦପଟ୍ଟର ନାୟକଙ୍କ ବିରୋଧରେ […]

t

t

Hemant Lenka
  • Published: Monday, 26 November 2018
  • Updated: 26 November 2018, 05:10 PM IST

Sports

Latest News

ୱାଶିଂଟନ୍‌: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମ୍‌ଲାକୁ ୧୦ ବର୍ଷ ବିତି ଯାଇଥିଲେ ହେଁ ଏହି ଘଟଣାକୁ ଚୂଡ଼ାନ୍ତ ରୂପ ଦେଇଥିବା ପାକିସ୍ତାନର ଆକ୍କା ମାନଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ।

ଏହି ଆତଙ୍କବାଦୀଙ୍କ ଆକ୍କାମାନେ ପାକିସ୍ତାନରେ ବେଶ ଆରାମରେ ବୁଲୁଥିଲେ ହେଁ ସେଠାକାର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ହେଲେ ଆମେରିକା ୨୬/୧୧ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନକୁ କହିଛି।

ଏଥିସହ ଷଡ଼ଯନ୍ତ୍ରକାରୀ ବା ପ୍ରଚ୍ଛଦପଟ୍ଟର ନାୟକଙ୍କ ବିରୋଧରେ ଯିଏ ନିର୍ଭରଯୋଗ୍ୟ ତଥ୍ୟ ଦେବ, ତା’ହେଲେ ତାଙ୍କୁ ୩୫ କୋଟିରୁ ଅଧିକ ଟଙ୍କାର ପୁରସ୍କାର ମିଳିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ଦେଶର ମହାସଚିବ ମାଇକ୍‌ ପୋମ୍ପେଓ କହିଛନ୍ତି, “ମୁମ୍ବାଇ ଆତଙ୍କୀ ହମ୍‌ଲାକୁ ୧୦ ବର୍ଷ ବିତି ଯାଇଥିଲେ ହେଁ ଆଜି ଯାଏ ଏହି କାଣ୍ଡକୁ ଚୂଡ଼ାନ୍ତ ରୂପ ଦେଇଥିବା ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଯାହା ପୀଡ଼ିତଙ୍କ ପରିବାର ଲୋକଙ୍କୁ ଆଘାତ ପହଞ୍ଚାଉଛି। ଆମେ ଏବେ ସମସ୍ତ ରାଷ୍ଟ୍ର ବିଶେଷ କରି ପାକିସ୍ତାନକୁ ଏବେ ମୁମ୍ବାଇ ଆକ୍ରମଣ ଘଟାଇଥିବା ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଲସ୍କର-ଏ-ତାଇବା ଏବଂ ତା’ ଦ୍ୱାରା ପରିଚାଳିତ ସଂଗଠନ ଗୁଡ଼ିକ ଉପରେ କଟକଣା ଲାଗୁ ହେବା ଦରକାର। ଯଦି କେହି ବ୍ୟକ୍ତି ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ବିରୋଧରେ ସୂଚନା ଦେବେ ଏବଂ ତାଙ୍କୁ ଧରିବାରେ ସହଯୋଗ କରିବେ, ତା’ହେଲେ ତାଙ୍କୁ ୫ ମିଲିୟନ ଡଲାର ପୁରସ୍କାର ଭାବେ ଦିଆଯିବ।”

ପୂର୍ବରୁ ଆମେରିକା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌କୁ ଧରିବା ପାଇଁ ୧୦ ମିଲିୟନ ଡଲାର ଓ ଲସ୍କର ସଂଗଠନର ହାଫିଜ୍‌ ଅବୁଦୁଲ ରହମାନ ମକ୍କିକୁ ଧରିବା ପାଇଁ ୨ ମିଲିୟନ ଡଲାର ପୁରସ୍କାର ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story