ଉତ୍ତରପ୍ରଦେଶର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ଲକ୍ଷ୍ନୌ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲରେ ଥିବା ଉତ୍ତରପ୍ରଦେଶର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରାକେଶଧର ତ୍ରିପାଠୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ମାୟାବତୀ ସରକାରରେ ରାକେଶ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏହାକୁ ଖାରଜ କରିବାକୁ ରାକେଶ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ୨୦୧୩ ମସିହାରେ ମୁଟ୍ଟୀଗଞ୍ଜ ପୋଲିସ ଷ୍ଟେସନରେ ରାକେଶଙ୍କ ବିରୋଧରେ ଆୟ ଠାରୁ ଅଧିକ ସମ୍ପତ୍ତି ରଖିବା ଓ ଦୁର୍ନୀତି […]

rakesh-dhar

rakesh-dhar

Rakesh Mallick
  • Published: Friday, 02 December 2016
  • Updated: 02 December 2016, 05:10 PM IST

Sports

Latest News

ଲକ୍ଷ୍ନୌ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲରେ ଥିବା ଉତ୍ତରପ୍ରଦେଶର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରାକେଶଧର ତ୍ରିପାଠୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ମାୟାବତୀ ସରକାରରେ ରାକେଶ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏହାକୁ ଖାରଜ କରିବାକୁ ରାକେଶ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

୨୦୧୩ ମସିହାରେ ମୁଟ୍ଟୀଗଞ୍ଜ ପୋଲିସ ଷ୍ଟେସନରେ ରାକେଶଙ୍କ ବିରୋଧରେ ଆୟ ଠାରୁ ଅଧିକ ସମ୍ପତ୍ତି ରଖିବା ଓ ଦୁର୍ନୀତି ନେଇ ମାମଲା ରୁଜୁ ହୋଇଥିଲା। ଗତ ନଭେମ୍ବର ୧୪ ତାରିଖରେ ରାକେଶ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ସେ ଏବେ ଜେଲ୍‌ରେ ଅଛନ୍ତି। ସେ ଇଲାହାବାଦ୍‌ ହାଇକୋର୍ଟରେ ଜାମିନ ପାଇଁ ମଧ୍ୟ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story