ପରଲୋକରେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତ ଆଜି ଆମେରିକାରେ ମୃତ୍ୟୁବରଣ କରିଛନ୍ତି। ସେ ସେଠାରେ ଫୁସ୍‌ଫୁସ୍‌ ଜନିତ ରୋଗ ପାଇଁ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ପରେ ଉତ୍ତରାଖଣ୍ଡରେ ୩ ଦିନ ପାଇଁ ଶୋକ ପାଳନ କରାଯିବ। ଗୁରୁବାରକୁ ଛୁଟି ଦିବସ ଭାବରେ ମଧ୍ୟ ଘୋଷଣା କରାଯାଇଛି। ସେ ଗତ ମେ’ ମାସ ଶେଷରେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ସେ ଏହା ପୂର୍ବରୁ ଦିଲ୍ଲୀସ୍ଥିତ ରୋହିଣୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତେଣୁ ଦଳ ପାଇଁ ଲୋକସଭା ନିର୍ବାଚନରେ […]

uttarkhand

uttarkhand

Subrat Kumar Nayak
  • Published: Wednesday, 05 June 2019
  • Updated: 05 June 2019, 10:08 PM IST

Sports

Latest News

ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତ ଆଜି ଆମେରିକାରେ ମୃତ୍ୟୁବରଣ କରିଛନ୍ତି। ସେ ସେଠାରେ ଫୁସ୍‌ଫୁସ୍‌ ଜନିତ ରୋଗ ପାଇଁ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ପରେ ଉତ୍ତରାଖଣ୍ଡରେ ୩ ଦିନ ପାଇଁ ଶୋକ ପାଳନ କରାଯିବ। ଗୁରୁବାରକୁ ଛୁଟି ଦିବସ ଭାବରେ ମଧ୍ୟ ଘୋଷଣା କରାଯାଇଛି।

ସେ ଗତ ମେ’ ମାସ ଶେଷରେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ସେ ଏହା ପୂର୍ବରୁ ଦିଲ୍ଲୀସ୍ଥିତ ରୋହିଣୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତେଣୁ ଦଳ ପାଇଁ ଲୋକସଭା ନିର୍ବାଚନରେ ପ୍ରଚାର କରିନଥିଲେ।

ଏପରିକି ଚଳିତ ବର୍ଷ ଫେବୃଆରୀ ମାସରେ ବଜେଟ୍‌ ଅଭିଭାଷଣ ପଢ଼ିବା ସମୟରେ ଦୁଇ ଦୁଇଥର ପଡ଼ିଯାଇଥିଲେ। ସେ ମାଇକ୍‌ ଉପରେ ପଡ଼ିଯିବା ପରେ ତାଙ୍କ ସାଥୀ ସଦସ୍ୟମାନେ ତାଙ୍କ ଉଠାଇଥିଲେ। ୨୦୧୭ ମସିହାରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story