ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରିଲେ ସଲମାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଫ୍ୟାନ୍‌ଙ୍କ ମଧ୍ୟରେ ସଲମାନ ଖାନ୍‌ କାହିଁକି ଏତେ ଲୋକପ୍ରିୟ ତା’ର ପ୍ରମାଣ ସର୍ବସମ୍ମୁଖରେ ଦେଖିବାକୁ ମିଳିଛି। ସଲମାନଙ୍କ ସିକ୍ୟୁରିଟି ଗାର୍ଡ ତାଙ୍କର ଜଣେ ଫ୍ୟାନ୍‌ଙ୍କୁ ଭିଡ଼ ମଧ୍ୟରେ ଧକ୍କା ଦେବାରୁ ସଲମାନ ଖାନ୍‌ ଏଥିରେ ରାଗି ଯାଇଥିଲେ। ସେ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସର୍ବସମ୍ମୁଖରେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତକାଲି ରାତିରେ ପିଭିଆର ଫୋନେକ୍ସ ମିଲ୍‌ସରେ ଆଜି ସର୍ବଭାରତୀୟ ସ୍ତରରେ ରିଲିଜ୍‌ […]

sa

sa

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 05:31 PM IST

Sports

Latest News

ମୁମ୍ବାଇ: ଫ୍ୟାନ୍‌ଙ୍କ ମଧ୍ୟରେ ସଲମାନ ଖାନ୍‌ କାହିଁକି ଏତେ ଲୋକପ୍ରିୟ ତା’ର ପ୍ରମାଣ ସର୍ବସମ୍ମୁଖରେ ଦେଖିବାକୁ ମିଳିଛି। ସଲମାନଙ୍କ ସିକ୍ୟୁରିଟି ଗାର୍ଡ ତାଙ୍କର ଜଣେ ଫ୍ୟାନ୍‌ଙ୍କୁ ଭିଡ଼ ମଧ୍ୟରେ ଧକ୍କା ଦେବାରୁ ସଲମାନ ଖାନ୍‌ ଏଥିରେ ରାଗି ଯାଇଥିଲେ। ସେ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସର୍ବସମ୍ମୁଖରେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତକାଲି ରାତିରେ ପିଭିଆର ଫୋନେକ୍ସ ମିଲ୍‌ସରେ ଆଜି ସର୍ବଭାରତୀୟ ସ୍ତରରେ ରିଲିଜ୍‌ ହୋଇଥିଲା ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’ର ପ୍ରିମିୟର ଶୋ’ ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖିବା ପାଇଁ ସଲମାନ ମଧ୍ୟ ସେଠାରେ ପହଞ୍ଚିଥିଲେ। ସଲମାନଙ୍କୁ ଦେଖିବା ପାଇଁ ହଲ ସାମ୍ନାରେ ପ୍ରବଳ ଭିଡ଼ ହୋଇଥିଲା। ସଲମାନଙ୍କ ଅଙ୍ଗରକ୍ଷୀମାନେ ଫ୍ୟାନ୍‌ମାନଙ୍କ ଭିଡ଼କୁ ସାଇଡ୍‌ କରୁଥିଲେ। ଏହି ସମୟରେ ସଲମାନଙ୍କ ଜଣେ ସିକ୍ୟୁରିଟି ଗାର୍ଡ ଭିଡ଼ ମଧ୍ୟରେ ଥିବା ଛୋଟ ପିଲାଟିକୁ ଧକ୍କା ଦେଇଥିଲେ। ପିଲାଟି ସଲମାନଙ୍କୁ ଦେଖିବା ପାଇଁ ଆଗକୁ ମାଡ଼ି ଆସିବାରୁ ସିକ୍ୟୁରିଟି ଗାର୍ଡ ଜଣଙ୍କ ତାଙ୍କ ସହ ଏଭଳି ବ୍ୟବହାର କରିଥିଲେ।

ଏହା ଦେଖି ସଲମାନ ସାଙ୍ଗେସାଙ୍ଗେ ରାଗି ଯାଇଥିଲେ ଏବଂ ‌ଉକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।

ଏହି ଦୃଶ୍ୟ ଜଣେ ବ୍ୟକ୍ତି ସୋଶାଲ୍‌ ମିଡିଆରେ ଛାଡ଼ିଛନ୍ତି। ଭିଡିଓକୁ ଦେଖି ସଲମାନଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଫ୍ୟାନ୍‌ମାନେ ସଲମାନଙ୍କ କେତେ ନିଜର ସେ ଏଠାରେ ପ୍ରମାଣିତ କରିଛନ୍ତି ବୋଲି ଅନେକ ମତ ଦେଇଛନ୍ତି। Peeping Moonରେ ଏହି ଖବର ପ୍ରକାଶ ପାଇଛି।

ଦେଖନ୍ତୁ ଭିଡିଓ

View this post on Instagram

Exclusive: Enraged #SalmanKhan slaps security man for being rough with fan kid. Watch video. . . BEING HUMAN... that is all Salman Khan was doing last night at the 'Bharat' premiere at PVR Phoenix Mills when he saw a little Sardar kid getting trampled in the throng of fans after a security guard assigned by the multiplex pushed him away from the actor. It was a fan boy moment for the little Sardar kid but the security guard spoiled it and endangered his innocent life. Salman Khan, who is fond of children, sprang to the kid's rescue. Angrily, he slapped the negligent security guard and admonished him for being rough and rude with the kid. Salman's bodyguard Gurmeet (Shera) Singh who was present confirmed the incident and said, "Bhai reacted instinctively." A fan took a video of the incident and sent to @peeping.moon saying, "Bhai ka dil itna bada hai jitna uska gussa! We fans were thrilled by his reaction. It shows how sensitive Salman Khan is." . . #bharat #bharatthiseid #bharatwithfamily #katrinakaif #salman #bollywood #bollywoodvideo #salmankhanvideos #bollywoodcelebrity #peepingmoon #peepingmoonbollywood

A post shared by PeepingMoon (@peeping.moon) on

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story