ଭିଏତନାମ୍‌ରେ ଭୟଙ୍କର ବନ୍ୟା: ୧୦ ମୃତ, ବ୍ୟାପକ କ୍ଷୟକ୍ଷତି

ଭିଏତନାମ୍‌: ଝଡ଼ବର୍ଷାରେ ଭିଏତନାମ୍‌ ବେହାଲ ହୋଇଛି। ବିଶେଷ କରି କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଭିଏତନାମ୍‌ ଏହି ଝଡ଼ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ଷାଜନିତ ଅଘଟଣ ଯୋଗୁ ଏଯାଏ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ନିଖୋଜ ଅଛନ୍ତି। ସେହିପରି ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଝଡ଼ବାତ୍ୟା ‘ସନ୍ ତିନହା’ ବୁଧବାର ଭିଏତନାମ୍‌ରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା। ଫଳରେ ଥାନହା ହୋ ଏବଂ ନଗହେ ଆନ୍‌ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କିଛି ସ୍ଥାନରେ […]

1532168997-flood_alert_Bccl

1532168997-flood_alert_Bccl

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 04:53 PM IST

Sports

Latest News

ଭିଏତନାମ୍‌: ଝଡ଼ବର୍ଷାରେ ଭିଏତନାମ୍‌ ବେହାଲ ହୋଇଛି। ବିଶେଷ କରି କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଭିଏତନାମ୍‌ ଏହି ଝଡ଼ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ଷାଜନିତ ଅଘଟଣ ଯୋଗୁ ଏଯାଏ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ନିଖୋଜ ଅଛନ୍ତି। ସେହିପରି ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଝଡ଼ବାତ୍ୟା ‘ସନ୍ ତିନହା’ ବୁଧବାର ଭିଏତନାମ୍‌ରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା। ଫଳରେ ଥାନହା ହୋ ଏବଂ ନଗହେ ଆନ୍‌ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କିଛି ସ୍ଥାନରେ ଘର ଭୁଶୁଡ଼ି ପଡ଼ିଥିବା ବେଳେ ବ୍ୟାପକ ଚାଷ ଜମିରେ ପାଣି ମାଡ଼ି ଯାଇଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଥିଲା ବେଳେ ଆଉ କିଛି ସ୍ଥାନରେ ଭୂସ୍ଖଳନ ଘଟିଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏବେ ବି ୧୧ ଜଣ ଲୋକ ନିଖୋଜ ଅଛନ୍ତି। ଭିଏତନାମ୍‌ର ରାଜଧାନୀ ହାନୋଇରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଓ ଭୀଷଣ ବର୍ଷା ଯୋଗୁ ୪ ହଜାର ବାସଗୃହ କ୍ଷତି ଗ୍ରସ୍ତ ହୋଇଛି। ୧୦ ହଜାର ହେକ୍ଟର୍‌ ଚାଷ ଜମିରେ ଫସଲହାନି ଘଟିଛି। ଆଗାମୀ ଦିନରେ ପାଣିପାଗ ବିଭାଗ ଆହୁରି ବର୍ଷା ନେଇ ପୂର୍ବାନୁମାନ କରିଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାନୋଇର ବିଭିନ୍ନ ରାସ୍ତାରେ ବର୍ଷା ପାଣି ଲହଡ଼ୀ ମାରି ଘର ମଧ୍ୟରେ ପ୍ରବେଶ କରୁଛି। ଫଳରେ ଲୋକମାନେ ଉପର ମହଲା ଓ ଛାତ ଉପରେ ଆଶ୍ରୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story