ମୋଦି ମୋଠାରୁ ଟଙ୍କା ନେବାପାଇଁ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦେଉନାହାନ୍ତି କାହିଁକି: ମାଲ୍ୟା

ଲଣ୍ଡନ୍‌: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ମୋଦିଙ୍କୁ ଲୋକ ଦେଖାଣିଆ ଭାଷଣବାଜି କରୁଥିବା ଲୋକ କହିବା ସହିତ ସେ ପ୍ରସ୍ତୁତ ଥିବାବେଳେ ତାଙ୍କଠାରୁ ଟଙ୍କା ନେବାକୁ ବ୍ୟାଙ୍କଗୁଡ଼ିକୁ ମୋଦି କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଯେଉଁସବୁ ବ୍ୟାଙ୍କଗୁଡ଼ିକରୁ ସେ ଋଣ ନେଇଥିଲେ ସେସବୁ ଶତ ପ୍ରତିଶତ ଶୁଝିଦେବେ ବୋଲି ମାଲ୍ୟା ପୂର୍ବରୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। The Prime Ministers last speech in Parliament was brought to my […]

malya

malya

Subrat Kumar Nayak
  • Published: Thursday, 14 February 2019
  • Updated: 14 February 2019, 05:44 PM IST

Sports

Latest News

ଲଣ୍ଡନ୍‌: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ମୋଦିଙ୍କୁ ଲୋକ ଦେଖାଣିଆ ଭାଷଣବାଜି କରୁଥିବା ଲୋକ କହିବା ସହିତ ସେ ପ୍ରସ୍ତୁତ ଥିବାବେଳେ ତାଙ୍କଠାରୁ ଟଙ୍କା ନେବାକୁ ବ୍ୟାଙ୍କଗୁଡ଼ିକୁ ମୋଦି କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଯେଉଁସବୁ ବ୍ୟାଙ୍କଗୁଡ଼ିକରୁ ସେ ଋଣ ନେଇଥିଲେ ସେସବୁ ଶତ ପ୍ରତିଶତ ଶୁଝିଦେବେ ବୋଲି ମାଲ୍ୟା ପୂର୍ବରୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
https://twitter.com/TheVijayMallya/status/1095842523870826497
ବିଜୟ ମାଲ୍ୟା କିଛି ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ,ଭଳି ଟାର୍ଗେଟ କରିଛନ୍ତି। ମୋଦି ତାଙ୍କର ଲୋକସଭା ଅଭିଭାଷଣରେ କହିଥିଲେ, ଜଣେ ଅଜଣା ବ୍ୟକ୍ତି ୯ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲା। ମାଲ୍ୟା ନିଜ ଆଡ଼ୁ କହିଛନ୍ତି ଯେ ମୋଦି ତାଙ୍କ କଥା ହିଁ କହୁଥିଲେ। ସେ ଆହୁରି ମଧ୍ୟ ପ୍ରସ୍ତାବ ଦେଇଥିଲେ ଯେ ସେ କୋଲକତା ହାଇକୋର୍ଟଙ୍କ ନିକଟରେ ଏହି ମାମଲାର ସମାଦାନ କରିବାକୁ ଚାହୁଁଛନ୍ତି।

ବର୍ତ୍ତମାନ ଲଣ୍ଡନ୍‌ରେ ଥିବା ବିଜୟ ମାଲ୍ୟାଙ୍କ ବନ୍ଦ ହୋଇଯାଇଥିବା କମ୍ପାନୀ କିଙ୍ଗଫିଶର ନାମରେ ବିଭିନ୍ନ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଅନାଦାୟ ଋଣ ରହିଛି। ଭାରତ ତାଙ୍କର ପ୍ରତ୍ୟର୍ପଣ ପାଇଁ ଚଳିତ ମାସରେ ବିଧିବଦ୍ଧ ଭାବରେ ଆବେଦନ କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story