ତିହାର ଜେଲ୍‌କୁ ଫେରିବେ ବିଜୟ ମାଲ୍ୟା! ଏମିତି କଥା କହିଲେ ବ୍ରିଟେନ୍‌ କୋର୍ଟ

ଲଣ୍ଡନ: ଋଣ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିମାନେ ବ୍ରିଟେନ୍‌ରେ ଆତ୍ମଗୋପନ କରିଥିବା ବେଳେ ସେମାନଙ୍କୁ ଭାରତ ସରକାର ପଳାତକ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ କ୍ରିକେଟ୍‌ରେ ଫିକ୍ସିଂ କରୁଥିବା କୁଖ୍ୟାତ ବୁକି ସଞ୍ଜୀବ କୁମାର ଚାୱଲା ରହିଛନ୍ତି। ଏମାନେ ଖୁବ୍‌ଶୀଘ୍ର ଭାରତ ଫେରିବେ ଏବଂ ଦିଲ୍ଲୀରେ ଥିବା ତିହାର ଜେଲ୍‌ରେ ରହିବେ ବୋଲି ଆଶା ସଞ୍ଚାର ହୋଇଛି। କାରଣ ଲଣ୍ଡନ ହାଇକୋର୍ଟ ଦିଲ୍ଲୀ ସ୍ଥିତ ତିହାର […]

y

y

Hemant Lenka
  • Published: Saturday, 17 November 2018
  • Updated: 17 November 2018, 11:54 AM IST

Sports

Latest News

ଲଣ୍ଡନ: ଋଣ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିମାନେ ବ୍ରିଟେନ୍‌ରେ ଆତ୍ମଗୋପନ କରିଥିବା ବେଳେ ସେମାନଙ୍କୁ ଭାରତ ସରକାର ପଳାତକ ଘୋଷଣା କରିଛନ୍ତି।

ଏମାନଙ୍କ ମଧ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ କ୍ରିକେଟ୍‌ରେ ଫିକ୍ସିଂ କରୁଥିବା କୁଖ୍ୟାତ ବୁକି ସଞ୍ଜୀବ କୁମାର ଚାୱଲା ରହିଛନ୍ତି। ଏମାନେ ଖୁବ୍‌ଶୀଘ୍ର ଭାରତ ଫେରିବେ ଏବଂ ଦିଲ୍ଲୀରେ ଥିବା ତିହାର ଜେଲ୍‌ରେ ରହିବେ ବୋଲି ଆଶା ସଞ୍ଚାର ହୋଇଛି।

କାରଣ ଲଣ୍ଡନ ହାଇକୋର୍ଟ ଦିଲ୍ଲୀ ସ୍ଥିତ ତିହାର ଜେଲ୍‌ରେ ଏଭଳି ପଳାତକମାନେ ରହିବାକୁ ଏକ ସୁରକ୍ଷିତ ସ୍ଥାନ ବୋଲି ରୁଲିଂ ଦେଇଛି। ପୂର୍ବରୁ ଜେଲ୍‌ର ପରିସ୍ଥିତି କ’ଣ ରହିଛି, ସେ ସଂକ୍ରାନ୍ତରେ ଭାରତ ସରକାରଙ୍କଠାରୁ ଭିଡିଓ ଭିତ୍ତିକ ପ୍ରମାଣ ଲୋଡ଼ା ଯାଇଥିଲା।

ଏହାକୁ ଦେଖିବା ପରେ ଲଣ୍ଡନ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଲେଗାଟ୍ଟା ଓ ଜଷ୍ଟିସ୍‌ ଡିଙ୍ଗେମାନ୍ସ ତିହାର ଜେଲ୍‌ ପଳାତକଙ୍କ ପାଇଁ ସୁରକ୍ଷିତ ବୋଲି ମଞ୍ଜୁରୀ ଦେଇଛନ୍ତି। ଏଥିସହ କ୍ରିକେଟ୍‌ ବୁକି ସଞ୍ଜୀବ ଚାୱଲା ତିହାର ଜେଲ୍‌ରେ ରହିଲେ, ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି ଏହି ଦୁଇ ବିଚାରପତି ରୁଲିଂ ଦେଇଛନ୍ତି।

କୋର୍ଟ ବୁକି ସଞ୍ଜୀବ ଚାୱଲାଙ୍କ ମାମଲାରେ ଏଭଳି ରୁଲିଂ ଦେଇଥିଲେ ହେଁ ଋଣ ଖିଲାପକାରୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
ଲଣ୍ଡନ ହାଇକୋର୍ଟଙ୍କ ଏଭଳି ରୁଲିଂ ପରେ ଭାରତ ସରକାର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ସଞ୍ଜୀବଙ୍କ ପ୍ରତ୍ୟର୍ପଣ ପାଇଁ ଆବେଦନ କରିପାରିବେ। ସେହିପରି ଡିସେମ୍ବର ୧୦ରେ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ମଧ୍ୟ ଶୁଣାଣି ରହିଛି।

ତେଣୁ ଭାରତ ସରକାରଙ୍କ ଆଭିମୁଖ୍ୟ ଏବେ କ’ଣ ରହୁଛି, ତାହା ଦେଖିବାକୁ ବାକି ରହିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story