ମିଶିଯିବେ ଡେନା, ବିଜୟା ଓ ବ୍ୟାଙ୍କ ଅଫ୍‌ ବରୋଦା

ନୂଆଦିଲ୍ଲୀ: ଦେଶର ୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଡେନା, ବିଜୟା ଓ ବ୍ୟାଙ୍କ ଅଫ୍‌ ବରୋଦା ଖୁବ୍‌ଶୀଘ୍ର ଏକାଠି ହେବାକୁ ଯାଉଛନ୍ତି। ଏମାନେ ଏକାଠି ହୋଇ ଦେଶରେ ତୃତୀୟ ସର୍ବବୃହତ ବ୍ୟାଙ୍କର ମାନ୍ୟତା ପାଇବେ ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏଭଳି ମିଶ୍ରଣ ପ୍ରକ୍ରିୟା କରାଯାଉଛି ବୋଲି ଜଣାପଡ଼ିଛି। କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବର୍ତ୍ତମାନ ଦେଶର […]

21

21

Hemant Lenka
  • Published: Monday, 17 September 2018
  • Updated: 17 September 2018, 02:26 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଡେନା, ବିଜୟା ଓ ବ୍ୟାଙ୍କ ଅଫ୍‌ ବରୋଦା ଖୁବ୍‌ଶୀଘ୍ର ଏକାଠି ହେବାକୁ ଯାଉଛନ୍ତି। ଏମାନେ ଏକାଠି ହୋଇ ଦେଶରେ ତୃତୀୟ ସର୍ବବୃହତ ବ୍ୟାଙ୍କର ମାନ୍ୟତା ପାଇବେ ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏଭଳି ମିଶ୍ରଣ ପ୍ରକ୍ରିୟା କରାଯାଉଛି ବୋଲି ଜଣାପଡ଼ିଛି।

କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବର୍ତ୍ତମାନ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ନନ୍‌ ପରଫର୍ମିଂ ଆସେଟସ୍‌ ବା ଏନ୍‌ପିଏ ସମସ୍ୟା ଦେଇ ଗତି କରୁଛି। ତେଣୁ ଏହାକୁ ମୁକାବିଲା କରିବାକୁ ବିଭିନ୍ନ ବ୍ୟାଙ୍କକୁ ଏକାଠି କରାଯାଉଛି।

ଏହିକ୍ରମରେ ଡେନା, ବିଜୟା ଓ ବ୍ୟାଙ୍କ ଅଫ୍‌ ବରୋଦା ଏକାଠି ହେବେ। ଏଥିପାଇଁ ଆବଶ୍ୟକ ଅର୍ଥ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ଏବେ ମିଶ୍ରଣ ସଂକ୍ରାନ୍ତ ପ୍ରସ୍ତାବ ୩ଟି ଯାକ ବ୍ୟାଙ୍କର ନିର୍ଦ୍ଦେଶକମାନଙ୍କ ପାଖକୁ ପଠାଯିବ। ଏହି ପ୍ରସ୍ତାବରେ ନିର୍ଦ୍ଦେଶକମାନେ ମୋହର ମାରିବା ପରେ, ଆଗକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ସରକାର ଏବେ ବ୍ୟାଙ୍କଗୁଡ଼ିକର ପୁଞ୍ଜି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଉପସ୍ଥିତ ଥିଲେ।

ବର୍ତ୍ତମାନ ରାଷ୍ଟ୍ରାୟତ୍ତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ଦେଶର ୩ ସର୍ବବୃହତ୍‌ ବ୍ୟାଙ୍କ ହୋଇ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story