ବିଜେପି ନାଁରେ ସାଂଘାତିକ ଅଭିଯୋଗ, ଲାଞ୍ଚ ଦେଇ ଭୋଟରଙ୍କୁ ଅଟକାଉଛି

ଚାନ୍ଦୌଲି: ଉତ୍ତର ପ୍ରଦେଶର ଚାନ୍ଦୌଲିର ଏକ ଗାଁରୁ ଶାସକ ବିଜେପି ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଏଠାକାର ବିଜେପି କର୍ମୀମାନେ ଭୋଟରମାନଙ୍କୁ ୫ ଶହ ଟଙ୍କା ଲାଞ୍ଚ ଦେଇ ସେମାନଙ୍କୁ ଭୋଟ୍‌ ନ ଦେବାକୁ ବାରଣ କରୁଛନ୍ତି। ଏଥିସହ ଟଙ୍କା ନେବା ପରେ ସେମାନେ ଲୋକଙ୍କ ଅଙ୍ଗୁଳିରେ ଭୋଟ୍‌ ବେଳେ ଲଗାଯାଉଥିବା କାଳି ଭଳି ଏକ ଦାଗ ଦେଉଛନ୍ତି। ଯିଏ ଏହାକୁ ବିରୋଧ କରୁଛି ବିଜେପି କର୍ମୀମାନେ ସେମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ବିଜେପିର ଏଭଳି […]

saew

saew

Hemant Lenka
  • Published: Sunday, 19 May 2019
  • Updated: 19 May 2019, 04:50 PM IST

Sports

Latest News

ଚାନ୍ଦୌଲି: ଉତ୍ତର ପ୍ରଦେଶର ଚାନ୍ଦୌଲିର ଏକ ଗାଁରୁ ଶାସକ ବିଜେପି ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଏଠାକାର ବିଜେପି କର୍ମୀମାନେ ଭୋଟରମାନଙ୍କୁ ୫ ଶହ ଟଙ୍କା ଲାଞ୍ଚ ଦେଇ ସେମାନଙ୍କୁ ଭୋଟ୍‌ ନ ଦେବାକୁ ବାରଣ କରୁଛନ୍ତି। ଏଥିସହ ଟଙ୍କା ନେବା ପରେ ସେମାନେ ଲୋକଙ୍କ ଅଙ୍ଗୁଳିରେ ଭୋଟ୍‌ ବେଳେ ଲଗାଯାଉଥିବା କାଳି ଭଳି ଏକ ଦାଗ ଦେଉଛନ୍ତି। ଯିଏ ଏହାକୁ ବିରୋଧ କରୁଛି ବିଜେପି କର୍ମୀମାନେ ସେମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ବିଜେପିର ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ତାରାଜୀବନପୁର ଗାଁର ଲୋକଙ୍କ ସହ ସମାଜବାଦୀ ପାର୍ଟି ଓ ବିଏସ୍‌ପି ପକ୍ଷରୁ ସ୍ଥାନୀୟ ପୁଲିସ୍‌ ଷ୍ଟେସନ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଜଣେ ମହିଳା କହିଛନ୍ତି, “ଶନିବାର ରାତିରେ କିଛି ଲୋକ ଆମ ପାଖରେ ପହଞ୍ଚି ପ୍ରଥମେ ବିଜେପିକୁ ଭୋଟ୍‌ ଦେବାକୁ କହିଥିଲେ। ଆଜି ସକାଳୁ ସେମାନେ ଆସି ଆମ ପାଖରେ ପୁଣି ପହଞ୍ଚିଥିଲେ। ଏହାପରେ ସେମାନେ ଆମକୁ ୫ ଶହ ଟଙ୍କା ଲେଖାଏ ଦେଇ ମତଦାନ କେନ୍ଦ୍ରକୁ ନ ଯିବାକୁ କହିଥିଲେ। ଏଥିସହ ଏକଥା କାହାକୁ ନ କହିବା ପାଇଁ ମଧ୍ୟ ଧମକ ଦେଇଥିଲେ। ଆମ ଆଙ୍ଗୁଳିରେ କାଳି ମଧ୍ୟ ଲଗାଇ ଦେଇଥିଲେ।”

ଅନ୍ୟପକ୍ଷରେ ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ଦଳ କହିଛି ଯେ ବିରୋଧୀ ଦଳଗୁଡ଼ିକ ଆମକୁ ବଦନାମ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ରଚନା କରିଛନ୍ତି। ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story