ରକ୍ତ ଭିଜା ଇଦ୍‌: ଗୁଳିମାଡ଼ରେ ୧୩ ମୃତ

ଇସ୍‌ଲାମାବାଦ: ସମଗ୍ର ବିଶ୍ୱ ବୁଧବାର ଆନନ୍ଦ ଓ ଉଲ୍ଲାସରେ ଇଦ୍‌-ଉଲ୍‌-ଫିତର ପାଳନ କରୁଥିବା ବେଳେ ପାକିସ୍ତାନରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ପାକିସ୍ତାନର ମୁଲତାନରେ ଗୋଷ୍ଠୀ ସଘର୍ଷ ପରେ ସଂଘଟିତ ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଗୋଷ୍ଠୀର ଲୋକଙ୍କ ଉପରେ ଗୁଳିମାଡ଼ କରିବାକୁ ଏଭଳି ହତ୍ୟାକାଣ୍ଡ ଘଟିଛି। ମୁଲତାନରେ ଥିବା ଏକ ମସଜିଦ୍‌ରେ ଇଦ୍‌ ଉପଲକ୍ଷେ ସମୂହ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହା ଶେଷ ହେବା ପରେ ମସଜିଦ୍‌ […]

r

r

Hemant Lenka
  • Published: Thursday, 06 June 2019
  • Updated: 06 June 2019, 03:36 PM IST

Sports

Latest News

ଇସ୍‌ଲାମାବାଦ: ସମଗ୍ର ବିଶ୍ୱ ବୁଧବାର ଆନନ୍ଦ ଓ ଉଲ୍ଲାସରେ ଇଦ୍‌-ଉଲ୍‌-ଫିତର ପାଳନ କରୁଥିବା ବେଳେ ପାକିସ୍ତାନରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ପାକିସ୍ତାନର ମୁଲତାନରେ ଗୋଷ୍ଠୀ ସଘର୍ଷ ପରେ ସଂଘଟିତ ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଗୋଷ୍ଠୀର ଲୋକଙ୍କ ଉପରେ ଗୁଳିମାଡ଼ କରିବାକୁ ଏଭଳି ହତ୍ୟାକାଣ୍ଡ ଘଟିଛି।

ମୁଲତାନରେ ଥିବା ଏକ ମସଜିଦ୍‌ରେ ଇଦ୍‌ ଉପଲକ୍ଷେ ସମୂହ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହା ଶେଷ ହେବା ପରେ ମସଜିଦ୍‌ ନିକଟରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା। ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀର ସଦସ୍ୟମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ଯୋଗୁ ଘଟଣା ସ୍ଥଳରେ ହିଁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା।

ଆହତମାନଙ୍କୁ ପୁଲିସ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ ହେଁ ସେଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଦୁଇ ଗୋଷ୍ଠୀର ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳରେ ଲୁଟପାଟ କରୁଥିଲେ। ଏହାକୁ ନେଇ ଦୀର୍ଘ ଦିନରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପୁଲିସ୍‌ ସମଗ୍ର ଅଞ୍ଚଳକୁ କର୍ଡନ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story