୩୦ ଯାଏ ବଢ଼ିଲା ଭିସା ଓ ଇ-ଭିସା ଅବଧି

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସରକାର ଉଭୟ ଭିସା ଓ ଇ-ଭିସାର ଅବଧି ଏପ୍ରିଲ ୩୦ ଯାଏ ବୃଦ୍ଧି କରିଛନ୍ତି। ଏହା ଫଳରେ ଭାରତରେ ଅଟକି ରହିଥିବା ବିଦେଶୀ ନାଗରିକମାନେ ଲାଭବାନ ହୋଇପାରିବେ। କରୋନାର ମୁକାବିଲା ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ୨୪ ପରଠାରୁ ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ଏହି ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି। ବର୍ତ୍ତମାନ ଲକ୍‌ଡାଉନ୍‌ ଏପ୍ରିଲ ୩୦ ଯାଏ ବୃଦ୍ଧି ପାଇବା ପ୍ରାୟ ନିଶ୍ଚିତ ହୋଇଯାଇଥିବାରୁ ସେହି ଅନୁସାରେ ଭିସା ଅବଧି ମଧ୍ୟ ବୃଦ୍ଧି […]

Visa

Visa

Subrat Kumar Nayak
  • Published: Monday, 13 April 2020
  • Updated: 13 April 2020, 06:03 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସରକାର ଉଭୟ ଭିସା ଓ ଇ-ଭିସାର ଅବଧି ଏପ୍ରିଲ ୩୦ ଯାଏ ବୃଦ୍ଧି କରିଛନ୍ତି। ଏହା ଫଳରେ ଭାରତରେ ଅଟକି ରହିଥିବା ବିଦେଶୀ ନାଗରିକମାନେ ଲାଭବାନ ହୋଇପାରିବେ।

କରୋନାର ମୁକାବିଲା ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ୨୪ ପରଠାରୁ ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ଏହି ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି। ବର୍ତ୍ତମାନ ଲକ୍‌ଡାଉନ୍‌ ଏପ୍ରିଲ ୩୦ ଯାଏ ବୃଦ୍ଧି ପାଇବା ପ୍ରାୟ ନିଶ୍ଚିତ ହୋଇଯାଇଥିବାରୁ ସେହି ଅନୁସାରେ ଭିସା ଅବଧି ମଧ୍ୟ ବୃଦ୍ଧି କରାଯିବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ବିଶ୍ୱର ବିଭିନ୍ନ ଅଂଶରେ କରୋନା ବ୍ୟାପିଥିବାରୁ ବିଦେଶୀ ନାଗରିକ ଅଟକି ରହିଛନ୍ତି। ଏତଦ୍‌ବ୍ୟତୀତ ଭାରତୀୟ କର୍ତ୍ତୃପକ୍ଷ ମଧ୍ୟ ଟ୍ରାଭେଲ୍‌ କଟକଣା ଲାଗୁ କରିବା ସେମାନଙ୍କୁ ଅଟକାଇ ରଖିଛି। ଏହାକୁ ଦୃଷ୍ଟିରେ ରଖି ଯେଉଁସବୁ ନିୟମିତ ଭିସା, ଇ-ଭିସାର ଅବଧି ଫେବୃଆରୀ ୧ ମଧ୍ୟରାତ୍ରିରୁ ଏପ୍ରିଲ ୩୦ ମଧ୍ୟରେ ସରିବାର ଥିବ, ଏହା ଏପ୍ରିଲ ୩୦ ମଧ୍ୟରାତ୍ରି ଯାଏ ବୃଦ୍ଧି ପାଇବ।”

ବିନା କୌଣସି ଅତିରିକ୍ତ ଶୁଳ୍କରେ କେବଳ ଅନଲାଇନ୍‌ ଆବେଦନ ଦ୍ୱାରା ଏହି ଭିସାର ଅବଧି ବୃଦ୍ଧି କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story