ଭିକେ ଶଶିକଳା କରୋନାରେ ଆକ୍ରାନ୍ତ, ଆଇସିୟୁରେ ଭର୍ତ୍ତି

ବେଙ୍ଗାଲୁରୁ: ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିବା ଭିକେ ଶଶିକଳା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ୬୩ ବର୍ଷୀୟ ଶଶିକାଳଙ୍କୁ ଡାକ୍ତରୀ ଟିମ୍‌ ଚିକିତ୍ସା ଯୋଗାଇ ଦେଉଛନ୍ତି। ତେବେ ଜେଲ୍‌ରେ ଥିବା ବେଳେ ଶଶିକଳା କେମିତି କରୋନାରେ ଆକ୍ରାନ୍ତ ହେଲେ, ତା’କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଜେଲ୍‌ରେ ଥିବା ବେଳେ ଶଶିକଳାଙ୍କ ଶରୀରରେ ଜ୍ୱର ବଢ଼ିଥିଲା। ପ୍ରଥମ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ଏକାଧିକ ଟେଷ୍ଟ ପରେ […]

vra

vra

Hemant Lenka
  • Published: Thursday, 21 January 2021
  • Updated: 21 January 2021, 10:20 PM IST

Sports

Latest News

ବେଙ୍ଗାଲୁରୁ: ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିବା ଭିକେ ଶଶିକଳା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ୬୩ ବର୍ଷୀୟ ଶଶିକାଳଙ୍କୁ ଡାକ୍ତରୀ ଟିମ୍‌ ଚିକିତ୍ସା ଯୋଗାଇ ଦେଉଛନ୍ତି। ତେବେ ଜେଲ୍‌ରେ ଥିବା ବେଳେ ଶଶିକଳା କେମିତି କରୋନାରେ ଆକ୍ରାନ୍ତ ହେଲେ, ତା’କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଜେଲ୍‌ରେ ଥିବା ବେଳେ ଶଶିକଳାଙ୍କ ଶରୀରରେ ଜ୍ୱର ବଢ଼ିଥିଲା। ପ୍ରଥମ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ଏକାଧିକ ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଶଶିକଳା ବେଙ୍ଗାଲୁରୁ ଜେଲ୍‌ରେ ଥିଲେ। କିନ୍ତୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅମ୍ଳଜାନ ସ୍ତର ୮୦% ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶଶିକଳାଙ୍କୁ ୪ ବର୍ଷ ଜେଲଦଣ୍ଡ ମିଳିଥିଲା। ଆସନ୍ତା ସପ୍ତାହରେ ସେ ଜେଲ୍‌ରୁ ମୁକୁଳିବାର ଥିଲା। କିନ୍ତୁ ଏହାପୂର୍ବରୁ ହିଁ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story