ୱାଶିଂଟନ୍‌: ମଲ୍‌ରେ ଗୁଳିବିନିମୟ, ୪ ମୃତ

ୱାଶିଂଟନ୍‌: ୱାଶିଂଟନ୍‌ରେ ଥିବା ଏକ ଶପିଂ ମଲ୍‌ରେ ଶୁକ୍ରବାର ରାତିରେ ଗୁଳି ବିନିମୟ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି। ସନ୍ଦିଗ୍ଧମାନେ ସ୍ପାନିସ୍‌ ଭାଷାରେ କଥା ହେଉଥିଲେ। ସେମାନେ ଧୂସର ରଙ୍ଗର ପୋଷାକ ପିନ୍ଧିଥିଲେ। ଆକ୍ରମଣକାରୀଙ୍କ ସଂଖ୍ୟା ଜଣାପଡ଼ି ନାହିଁ।

ଗୁଳି ବିନିମୟ ହୋଇଥିବା ମଲ୍‌ ନିକଟରେ ସୁରକ୍ଷା ବ୍ୟସ୍ଥା କଡ଼ାକଡ଼ି କରି ଦିଆଯାଇଛି। ସେଠାରେ ଥିବା ଅନ୍ୟ ଦୋକାନ ଗୁଡ଼ିକ ବନ୍ଦ କରି ଦିଆଯାଇଛି। କୌଣସି ସନ୍ଦିଗ୍ଧ ଲୋକଙ୍କୁ ଦେଖିଲେ ପୋଲିସକୁ ଖବର ଦେବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

୨୦ ମିନିଟ୍‌ରେ ୩ ମାସର ବର୍ଷା: ମୁଖ୍ୟ ରାସ୍ତାରେ ଭାସିଲା ଗାଡ଼ି, ଭାଙ୍ଗିଲା ଘର

ଅପରାହ୍ଣ ୫ଟାରେ ଟିଭି ବତର୍କରେ ଭାଗ ନେଇଥିଲେ, ସନ୍ଧ୍ୟା ବେଳେ ଆସିଲା ମୃତ୍ୟୁ ଖବର

ଲଦାଖରେ ମୁତୟନ ହେଲା ଦୁଇଟି ଲଢ଼ୁଆ ହେଲିକପ୍ଟର

ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଭାରତରେ କମ୍ପାନୀ ଖୋଲି ବେଆଇନ କାମରେ ଲିପ୍ତ ଥିବା ଚାଇନିଜ ନାଗରିକ ଗିରଫ

ଫେସବୁକ ପୋଷ୍ଟରୁ ଜଳିଲା ବେଙ୍ଗାଲୁରୁ: ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ସରକାର

୬ ଦିନ ହେଲା ୬ ବର୍ଷୀୟ ଶିଶୁର ଦୁଷ୍କର୍ମକାରୀକୁ ପାଉନି ପୁଲିସ୍, ଜାରି କଲା ଫଟୋ

୩୮ ଜଣଙ୍କ ଉପରେ ହୋଇଛି ରୁଷ କରୋନା ଟିକାର ପରୀକ୍ଷଣ, ଏମାନଙ୍କ ଉପରେ ହେବନି ପ୍ରୟୋଗ

କରୋନା ବେଳେ ୬୪% ଦିବ୍ୟାଙ୍ଗ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି: ସର୍ଭେ

ବିଶ୍ୱର ପ୍ରଥମ କରୋନା ଟିକାର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, ଜବାବ ରଖିଲା ରୁଷ

ବିଗିଡିବାରେ ଲାଗିଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା

“ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ନାର୍କୋ ଟେଷ୍ଟ ଦାବି”