ଅମିତ ଶାହଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦେଖା ଦେଇଥିବା ସ୍ଥିତିକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ବେଳେ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସ୍ଥିତି ଏବଂ ଆଇନ ବ୍ୟବସ୍ଥାକୁ ନେଇ ରାଜ୍ୟପାଳ ଶାହଙ୍କୁ ଅବଗତ କରାଇଥିବା ସୂଚନା ରହିଛି। Would be discussing with Union Home Minister at noon today West Bengal worrisome situation. Also state of affairs and affairs of State @MamataOfficial. Welfare […]

west Bengal governore

Subhransu Sekhar
  • Published: Monday, 20 July 2020
  • , Updated: 20 July 2020, 04:29 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦେଖା ଦେଇଥିବା ସ୍ଥିତିକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ବେଳେ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସ୍ଥିତି ଏବଂ ଆଇନ ବ୍ୟବସ୍ଥାକୁ ନେଇ ରାଜ୍ୟପାଳ ଶାହଙ୍କୁ ଅବଗତ କରାଇଥିବା ସୂଚନା ରହିଛି।

https://twitter.com/jdhankhar1/status/1284919150310076416

ଧନଖଡ ଶାହଙ୍କୁ ଭେଟିବା ପୂର୍ବରୁ ଏକ ଟୁଇଟ୍ କରିଥିଲେ। ଯେଉଁଥିରେ ଅପରାହ୍ନରେ ଏହି ସବୁ ପ୍ରସଙ୍ଗରେ ଶାହଙ୍କୁ ଭେଟି ଆଲୋଚନା କରିବେ ବୋଲି କହିଥିଲେ। ଏଥିସହ ତାଙ୍କୁ ରାଜ୍ୟପାଳ ଭାବରେ ଧାରା 159 ଅନୁଯାୟୀ ଦିଆଯାଇଥିବା ସାମ୍ୱାଧାନିକ ଦାୟିତ୍ୱ ବାବଦରେ ଶାହଙ୍କ ସହିତ ଆଲୋଚନା କରିଥିବା ସୂଚନା ରହିଛି।

https://twitter.com/jdhankhar1/status/1285027833408937984

ସୂଚନାଯୋଗ୍ୟ, ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଜାରି ରହିଛି।

Related story