ସାବରିମାଳା ମନ୍ଦିର ରାୟରେ କ'ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ପ୍ରଚଳିତ ପରମ୍ପରା ବିରୋଧରେ ରୁଲିଂ ଦେଇଛନ୍ତି ସୁପ୍ରିମକୋର୍ଟ। ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲେ ହେଁ ସୁପ୍ରିମକୋର୍ଟ ଏହି ନିୟମକୁ ବେଆଇନ୍‌ ବୋଲି କହିଛନ୍ତି। ଏଣିକି ସବୁ ବୟସର ମହିଳା ଓ ଯୁବତୀମାନେ ସାବରିମାଳା ମନ୍ଦିରକୁ ଯାଇ ପାରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରୁଲିଂ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ […]

s

s

Hemant Lenka
  • Published: Friday, 28 September 2018
  • Updated: 28 September 2018, 03:16 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ପ୍ରଚଳିତ ପରମ୍ପରା ବିରୋଧରେ ରୁଲିଂ ଦେଇଛନ୍ତି ସୁପ୍ରିମକୋର୍ଟ। ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲେ ହେଁ ସୁପ୍ରିମକୋର୍ଟ ଏହି ନିୟମକୁ ବେଆଇନ୍‌ ବୋଲି କହିଛନ୍ତି। ଏଣିକି ସବୁ ବୟସର ମହିଳା ଓ ଯୁବତୀମାନେ ସାବରିମାଳା ମନ୍ଦିରକୁ ଯାଇ ପାରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରୁଲିଂ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କ'ଣ କ'ଣ କହିଛନ୍ତି ଖଣ୍ଡପୀଠ:

୧: ପୂଜାର୍ଚ୍ଚନା କରିବାର ଅଧିକାର ସମସ୍ତଙ୍କର ରହିଛି। ତେଣୁ ଲିଙ୍ଗଗତ ଦୃଷ୍ଟି କୋଣରୁ ଏହି ଅଧିକାରକୁ ବନ୍ଦ କରାଯାଇ ପାରିବ ନାହିଁ।

୨: ୧୦ରୁ ୫୦ ବର୍ଷର ମହିଳାଙ୍କୁ ମନ୍ଦିର ମଧ୍ୟରେ ପୂଜା କରିବା ଉପରେ କଟକଣା ଲଗାଇବା ଅର୍ଥ ଭାରତୀୟ ସମ୍ବିଧାନକୁ କୁଠାରାଘାତ କରିବା।

୩:ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ଆର୍‌ଏଫ୍‌ ନରିମନ୍‌ କହିଛନ୍ତି, ସାବରିମାଳା ମନ୍ଦିର କର୍ତ୍ତୃପକ୍ଷ ଯେଉଁଭଳି ଭାବେ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପୁଜାର୍ଚ୍ଚନା ଉପରେ କଟକଣା ଲଗାଇଛନ୍ତି, ତାହା ସମ୍ବିଧାନର ଧାରା ୨୬ର ବିରୁଦ୍ଧାଚରଣ କରୁଛି।

୪: ସିଜେଆଇ ଜଷ୍ଟିସ୍‌ ମିଶ୍ର ଓ ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର କହିଥିଲେ, ଲିଙ୍ଗଗତ ଅସମାନତାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ବା ଭକ୍ତଙ୍କ ମଧ୍ୟରେ ପାତରଅନ୍ତର କରାଯିବା ଠିକ୍‌ ନୁହେଁ।

୫: ଧର୍ମ ହିଁ ଜୀବନକୁ ଦେବତ୍ୱ ସହ ଯୋଡ଼ିଥାଏ।

୬: ଭଗବାନ ଆୟାପ୍ପାଙ୍କ ଭକ୍ତମାନେ କୌଣସି ଅଲଗା ସଂପ୍ରଦାୟର ନୁହନ୍ତି, ସେମାନେ ସମସ୍ତେ ହିନ୍ଦୁ ଧର୍ମ ପାଳନ କରନ୍ତି।

୭: ମାସିକ ଋତୁସ୍ରାବ ଯୋଗୁ ମହିଳାମାନଙ୍କୁ ମନ୍ଦିର ପ୍ରବେଶରୁ ବାରଣ କରିବା ଅସାମ୍ବିଧାନିକ।

୮: ଯେଉଁ ଧାର୍ମିକ ଭାବନା ମହିଳାଙ୍କୁ ଅସମ୍ମାନ କରୁଥିବ ବା ସେମାନଙ୍କ ସମ୍ମାନରେ ଆଞ୍ଚ ଆଣୁଥିବ, ସେ କ୍ଷେତ୍ରରେ କୋର୍ଟ ହସ୍ତକ୍ଷେପ କରି ମହିଳାଙ୍କୁ ନ୍ୟାୟ ଦେଇପାରିବେ।

୯: ସିଜେଆଇ ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର ଓ ଜଷ୍ଟିସ୍‌ ଆର୍‌ଏଫ୍‌ ନରିମନ୍‌ଙ୍କ ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶକୁ ସମର୍ଥନ କରିଥିବା ବେଳେ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଭିନ୍ନ ମତ ଦେଇଥିଲେ।

୧୦: ଜଷ୍ଟିସ୍‌ ମାଲହୋତ୍ରା କହିଥିଲେ, ଆଜି ରାୟର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ କାରଣ ଏହା କେବଳ ସାବରିମାଳା ମନ୍ଦିର ମଧ୍ୟରେ ସୀମିତ ହୋଇ ରହିବନାହିଁ। ଧାର୍ମିକ ପରମ୍ପରା କ୍ଷେତ୍ରରେ କୋର୍ଟଙ୍କ ହସ୍ତକ୍ଷେପ ଉଚିତ ନୁହେଁ ବରଂ ଏଥିରେ ପରିବର୍ତ୍ତନ ଆଣିବାର ଦାୟିତ୍ଵ ସମାଜ ଉପରେ ଛାଡ଼ିଦେବା ଭଲ। କେବଳ 'ସତୀ' ଭଳି ବର୍ଜ୍ଜନୀୟ ପରମ୍ପରା ଛାଡ଼ିଦେଲେ ଲୋକଙ୍କ ଦ୍ଵାରା ଅନୁସୃତ ପରମ୍ପରା ଓ ବିଶ୍ଵାସରେ ନ୍ୟାୟିକ ହସ୍ତକ୍ଷେପର ଆବଶ୍ୟକତା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story