‘ଗଛ ମା’ଙ୍କ ଆଶୀର୍ବାଦରେ ଭାବବିହ୍ୱଳ ମହାମହିମ

ନୂଆଦିଲ୍ଲୀ:ରାଷ୍ଟ୍ରପତି ଭବନରେ ଆଜି ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ବୃକ୍ଷ ରୋପଣ ପାଇଁ ପଦ୍ମଶ୍ରୀ ପାଇଥିବା ‘ଗଛ ମା’ ବା ସାଲୁମାରଦା ଥିମ୍ମାକ୍କା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଶୀର୍ବାଦ କରୁଥିବାବେଳେ ନା ତାଙ୍କୁ ଅଟକାଇପାରିଲା ରାଷ୍ଟ୍ରପତି ଭବନର କଟକଣା ନା କୌଣସି ସୁରକ୍ଷା କର୍ମୀ। ରାଷ୍ଟ୍ରପତି ଏବଂ ଏହି ଦୃଶ୍ୟ ଦେଖୁଥିବା ଅତିଥିବୃନ୍ଦ କିଛି ସେକେଣ୍ଡ ପାଇଁ ଲୁହ ଜକଜକ ହୋଇଯାଇଥିଲେ। ୧୦୭ ବର୍ଷ ବୟସ୍କା ଥିମ୍ମାକ୍କା ରାଷ୍ଟ୍ରପତି ରାମନାଥ […]

kovind

kovind

Subrat Kumar Nayak
  • Published: Saturday, 16 March 2019
  • Updated: 16 March 2019, 09:16 PM IST

Sports

Latest News

ନୂଆଦିଲ୍ଲୀ:ରାଷ୍ଟ୍ରପତି ଭବନରେ ଆଜି ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ବୃକ୍ଷ ରୋପଣ ପାଇଁ ପଦ୍ମଶ୍ରୀ ପାଇଥିବା ‘ଗଛ ମା’ ବା ସାଲୁମାରଦା ଥିମ୍ମାକ୍କା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଶୀର୍ବାଦ କରୁଥିବାବେଳେ ନା ତାଙ୍କୁ ଅଟକାଇପାରିଲା ରାଷ୍ଟ୍ରପତି ଭବନର କଟକଣା ନା କୌଣସି ସୁରକ୍ଷା କର୍ମୀ। ରାଷ୍ଟ୍ରପତି ଏବଂ ଏହି ଦୃଶ୍ୟ ଦେଖୁଥିବା ଅତିଥିବୃନ୍ଦ କିଛି ସେକେଣ୍ଡ ପାଇଁ ଲୁହ ଜକଜକ ହୋଇଯାଇଥିଲେ।

୧୦୭ ବର୍ଷ ବୟସ୍କା ଥିମ୍ମାକ୍କା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କପାଳରେ ହାତ ରଖି ଆଶୀର୍ବାଦ କରିଥିବା ଏହି ମହିଳା ତାଙ୍କ ଜୀବନ କାଳରେ ୮ ହଜାର ଗଛ ଲଗାଇ ସାରିଲେଣି। ଆଉ ସେଥିରୁ ପ୍ରାୟ ୪୦୦ ବରଗଛ ବୋଲି ଜଣାପଡ଼ିଛି। ତାଙ୍କର ଏହି ବୃକ୍ଷ ରୋପଣ ଆଗ୍ରହ ଓ ନିଷ୍ଠା ପାଇଁ ତାଙ୍କୁ ‘ଗଛ ମା’ ଆଖ୍ୟା ମିଳିଛି।
https://youtu.be/xr2vo8vGAeY
ହାଲକା ସବୁଜ ଶାଢ଼ୀ ପିନ୍ଧା ଏହି ବୟସ୍କା ମହିଳା ସ୍ମିତ ହାସ୍ୟ ସହିତ ମଞ୍ଚରେ ପହଞ୍ଚିଥିଲେ। ତାଙ୍କୁ ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀ ବାଟ କଢ଼ାଇ ନେଉଥିବା ଦେଖାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ଅତିଥି ତାଙ୍କ ସ୍ୱାଗତରେ କରତାଳି ଦେଇଥିଲେ। ଶେଷରେ ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିବା ସମୟରେ ପ୍ରତିକ୍ରିୟାରେ ଗଛମା ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଇଥିଲେ। ପରେ ରାଷ୍ଟ୍ରପତିଙ୍କ ଫେସ୍‌ବୁକ୍‌ ପୃଷ୍ଠାରେ ମଧ୍ୟ ଏହି ବିଷୟରେ ପୋଷ୍ଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story