ଦେଶରୁ କରୋନା କେବେ ଯିବ? ଜବାବ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମାର୍ଚ୍ଚରୁ କରୋନା ମହାମାରୀ ସହିତ ଯୁଝି ହୋଇ ରହିଛନ୍ତି ଦେଶବାସୀ। ଏହାର ପ୍ରଭାବରେ ସବୁ କିଛି ବନ୍ଦ ରହିଛି। ଯଦିଓ ଲକଡାଉନ୍ ହଟିଛି ଅଧିକାଂଶ ସ୍ଥାନରେ ତଥାପି କରୋନାର ଉପସ୍ଥିତି ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏ ନେଇ ଗଣମାଧ୍ୟମ ପ୍ରତିନିଧି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜବାବ ମାଗିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଡକ୍ଟର ଅନୀଲ କୁମାର ଏ ନେଇ କହିଛନ୍ତି, କେବେ ଯିବ ଏହାର ଉତ୍ତର ନାହିଁ। ହେଲେ ସେପ୍ଟେମ୍ୱର […]

coronavirus

coronavirus

Subhransu Sekhar
  • Published: Saturday, 06 June 2020
  • Updated: 07 June 2020, 03:30 PM IST

Sports

Latest News

ନୂଆଦିଲ୍ଲୀ: ମାର୍ଚ୍ଚରୁ କରୋନା ମହାମାରୀ ସହିତ ଯୁଝି ହୋଇ ରହିଛନ୍ତି ଦେଶବାସୀ। ଏହାର ପ୍ରଭାବରେ ସବୁ କିଛି ବନ୍ଦ ରହିଛି। ଯଦିଓ ଲକଡାଉନ୍ ହଟିଛି ଅଧିକାଂଶ ସ୍ଥାନରେ ତଥାପି କରୋନାର ଉପସ୍ଥିତି ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏ ନେଇ ଗଣମାଧ୍ୟମ ପ୍ରତିନିଧି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜବାବ ମାଗିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଡକ୍ଟର ଅନୀଲ କୁମାର ଏ ନେଇ କହିଛନ୍ତି, କେବେ ଯିବ ଏହାର ଉତ୍ତର ନାହିଁ। ହେଲେ ସେପ୍ଟେମ୍ୱର ୧୫ ବେଳକୁ ଏହି ମହାମାରୀ ଯିବ ବୋଲି ଆକଳନ କରାଯାଇଛି।

ସେ ଆହୁରି କହିଛନ୍ତି, ବଏଲି ମଡେଲ ଆଧାରରେ ଏଭଳି କୁହାଯାଇଛି। ବଏଲି ମଡେଲ ସଂକ୍ରମିତ ରୋଗକୁ ନେଇ ତିଆରି ହୋଇଛି। ମେ’୧୯ ସଦ୍ଧା ସଂକ୍ରମିତ ହାର ୪୨ ପ୍ରତିଶତ ରହିଥିଲା, ଏବେ ୫୦ ପ୍ରତିଶତ ରହିଛି। ସେପ୍ଟେମ୍ୱର ବେଳକୁ ଏହା ୧୦୦ ପ୍ରତିଶତ ହୋଇପାରେ। ହେଲେ ଏବେ ମୃତ୍ୟୁ ତୁଳନାରେ ଆରୋଗ୍ୟ ହାର ବହୁତ ଅଧିକ ରହିଛି। ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧିର ଧିରେ କମୁଛି। ଯେତେବେଳେ ୧୦୦ ପ୍ରତିଶତ ଛୁଇଁବ ବା ମାରାତ୍ମକ ହେବ କରୋନା ସେତେବେଳେ ଆରୋଗ୍ୟ ହାର ମଧ୍ୟ ବହୁତ ଅଧିକ ରହିବ। ଆଉ ଏହା ପରେ ସଂକ୍ରମିତ ସଂଖ୍ୟା କମିବ ବୋଲି ଆକଳନ କରାଯାଉଛି। କାରଣ ଅନ୍ୟମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇସାରିଥିବ। ତେବେ ବଏଲି ମଡେଲ ସତ ହେବ ବୋଲି କହିହେବନି ବୋଲି କହିଛନ୍ତି ଡକ୍ଚର ଅନୀଲ କୁମାର।

ଅନ୍ୟପଟେ କରୋନାର ଉତ୍ପତ୍ତୀ ସ୍ଥଳ କୁହାଯାଉଥିବା ଚୀନର ଉହାନରେ ଏପ୍ରିଲ ଶେଷ ବେଳକୁ ସ୍ଥିତି ସ୍ୱାଭାବିକ ହୋଇଛି। ଡିସେମ୍ୱର ଶେଷରେ ଏହି ମହାମାରୀ ଉହାନରେ ପ୍ରଥମେ ଦେଖାଦେଇଥିଲା। ଏହାପରେ କରୋନାର ହଟସ୍ପଟ ଥିବା ଇଟାଲୀ ଏବଂ ଅନ୍ୟ ଦେଶରେ ମଧ୍ୟ ତିନି ମାସ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଦେଖିବାକୁ ମିଳିଛି। ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ମୃତ୍ୟୁ ବହୁତ କମ୍। କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦୁଇ ଦେଶ ଆମେରିକା ଏବଂ ବ୍ରାଜିଲରେ ମୃତ୍ୟୁ ହାର ୫.୮% ରହିଥିବାବେଳେ ଭାରତରେ ଏହି ହାର ୨.୮% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story