ବିହାରରେ କେଉଁ ଦଳ ପାଇଲା କେତେ ଆସନ?

ପାଟଣା: ବିହାର ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଭୋର୍ ରାତି ୪ଟାରେ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଫଳାଫଳ ଅନୁଯାୟୀ ବିହାରରେ ଏନଡିଏକୁ ବହୁମତ ଦେଇଛନ୍ତି ଭୋଟର। ଅର୍ଥାତ୍ ପୁଣି ଥରେ କ୍ଷମତାକୁ ଫେରିଛି ଏନଡିଏ। ମୋଟ୍ ୨୪୩ ଆସନରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ ମହାମେଣ୍ଟ ୧୧୦ଟି ଆସନ ଏବଂ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୨୨ ରହିଛି ମ୍ୟାଜିକ ନମ୍ୱର। The #NDA […]

bihar election

bihar election

Subhransu Sekhar
  • Published: Wednesday, 11 November 2020
  • Updated: 11 November 2020, 07:25 AM IST

Sports

Latest News

ପାଟଣା: ବିହାର ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଭୋର୍ ରାତି ୪ଟାରେ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଫଳାଫଳ ଅନୁଯାୟୀ ବିହାରରେ ଏନଡିଏକୁ ବହୁମତ ଦେଇଛନ୍ତି ଭୋଟର। ଅର୍ଥାତ୍ ପୁଣି ଥରେ କ୍ଷମତାକୁ ଫେରିଛି ଏନଡିଏ। ମୋଟ୍ ୨୪୩ ଆସନରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ ମହାମେଣ୍ଟ ୧୧୦ଟି ଆସନ ଏବଂ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୨୨ ରହିଛି ମ୍ୟାଜିକ ନମ୍ୱର।
https://twitter.com/ians_india/status/1326299988754718721

ଆରଜେଡି ୭୫ଟି ଆସନ ସହ ସର୍ବାଧିକ ଆସନରେ ବିଜୟୀ ହୋଇଛି। ଏହାପରେ ୭୪ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି। ତୃତୀୟରେ ୪୩ଟି ଆସନ ସହ ଜେଡିୟୁ ରହିଛି। କଂଗ୍ରେସ ୧୯ଟି ଆସନ, ସିପିଆଇଏମ୍ଏଲ୍ ୧୨ଟି, ଏଆଇଏମ୍ଇଆଇଆମ୍ ୫ଟି, ଭିଆଇପି ୪ଟି, ହାମ୍ ୪ଟି, ସିପିଆଇ ୨ଟି, ସପିଆଇଏମ୍ ୨ଟି,  ବିଏସପି ୧ ଏଲଜେପି ଏବଂ ସ୍ୱାଧୀନ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

https://twitter.com/ians_india/status/1326259157905809408

ତେବେ ଏଭଳି ଫଳାଫଳ ପଛରେ ଇଭିଏମକୁ ଦାୟୀ କରିଛି ଆରଜେଡି ଏବଂ କଂଗ୍ରେସ। ଏଥିସହ ବିଜେତାଙ୍କୁ ସାର୍ଟିଫିକେଟ ଦିଆଯାଉନଥିବା ଆରଜେଡି ଅଭିଯୋଗ କରିଥିଲା। ଜବାବରେ ନିର୍ବାଚନ କମିଶନ କହିଛନ୍ତି, କୌଣସି ଚାପ ତାଙ୍କ ଉପରେ ନାହିଁ। ଅନ୍ୟପଟେ ବିହାରର କଂଗ୍ରେସ ନେତା ନିର୍ବାଚନ ହାରିବା ପଛରେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story