କରୋନା କଲର ଟ୍ୟୁନ ପଛର ମହିଳା କିଏ?

ନୂଆଦିଲ୍ଲୀ: କରୋନା ଭାଇରାସ ବା କୋଭିଡ୍-୧୯ ବିରୋଧରେ ଆଜି ସାରା ଦେଶ ଲଢ଼ୁଛି। ଆମକୁ ମନେ ରଖିବାକୁ ହେବ, ଏହି ରୋଗ ବିରୋଧରେ ଲଢ଼ିବାକୁ ଅଛି, ରୋଗୀଙ୍କ ବିରୋଧରେ ନୁହେଁ….। କରୋନା ବାବଦରେ ସତର୍କ କରାଇବା ପାଇଁ ଏହା ହେଉଛି ସଚେତନତା ବାର୍ତ୍ତା। ଅନ୍ୟ ଜଣଙ୍କୁ ଫୋନ୍ କରିବା ବେଳେ ଟିଭି, ରେଡିଓ ଆଦିରେ ବିଜ୍ଞାପନ ବେଳେ ଏହି ବାର୍ତ୍ତା ଶୁଣିବାକୁ ମିଳେ। ସାଧାରଣତଃ ଫୋନ୍ କରିବା ବେଳେ ଜଣେ ମହିଳାଙ୍କ ସ୍ୱର ହ୍ୟାଲୋ କହିବା ପୂର୍ବରୁ […]

Jasleen Bhalla corona

Jasleen Bhalla corona

Subhransu Sekhar
  • Published: Saturday, 06 June 2020
  • Updated: 07 June 2020, 03:30 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରାସ ବା କୋଭିଡ୍-୧୯ ବିରୋଧରେ ଆଜି ସାରା ଦେଶ ଲଢ଼ୁଛି। ଆମକୁ ମନେ ରଖିବାକୁ ହେବ, ଏହି ରୋଗ ବିରୋଧରେ ଲଢ଼ିବାକୁ ଅଛି, ରୋଗୀଙ୍କ ବିରୋଧରେ ନୁହେଁ....। କରୋନା ବାବଦରେ ସତର୍କ କରାଇବା ପାଇଁ ଏହା ହେଉଛି ସଚେତନତା ବାର୍ତ୍ତା। ଅନ୍ୟ ଜଣଙ୍କୁ ଫୋନ୍ କରିବା ବେଳେ ଟିଭି, ରେଡିଓ ଆଦିରେ ବିଜ୍ଞାପନ ବେଳେ ଏହି ବାର୍ତ୍ତା ଶୁଣିବାକୁ ମିଳେ। ସାଧାରଣତଃ ଫୋନ୍ କରିବା ବେଳେ ଜଣେ ମହିଳାଙ୍କ ସ୍ୱର ହ୍ୟାଲୋ କହିବା ପୂର୍ବରୁ ଶୁଣିବାକୁ ମିଳେ। ତେବେ ଏହି କଲର ଟ୍ୟୁନ ପଛର ଭଏସ ଓଭର ଦେଇଥିବା କଳାକାର କିଏ? ଲୋକଙ୍କୁ ସଚେତନ କରାଉଥିବା ଏହି କଳାକାର ହେଲେ ଜସଲିନ୍ ଭଲ୍ଲା।

[caption id="attachment_537164" align="aligncenter" width="650"] ଜସଲିନ୍ ଭଲ୍ଲା[/caption]

ଜସଲିନଙ୍କ କ୍ୟାରିଅର ପ୍ରଥମେ କ୍ରୀଡ଼ା ସାମ୍ୱାଦିକତାରୁ ଆରମ୍ଭ ହୋଇଥିଲା। ଏହା ସହିତ ଭଏସ ଓଭର କଳାକାର ଭାବରେ ମଧ୍ୟ ସେ କାମ କରନ୍ତି। ଭଏସ ଓଭର କଳାକାର ଭାବରେ ଦୀର୍ଘ ୧୦ ବର୍ଷ ହେବ ଜସଲିନ ଭଲ୍ଲା କାମ କରୁଥିବା ଜଣାପଡ଼ିଛି। ଦେଶର ଅନେକ ପ୍ରମୁଖ ବିଜ୍ଞାପନ ପାଇଁ ସେ ଭଏସ ଓଭର ଦେଇଥିବା କହିଛନ୍ତି।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ସେ ଭଏସ ଦେଇଥିବା ନେଇ ଅନେକ ଲୋକ ବିଶ୍ୱାସ କରିପାରନ୍ତି ନାହିଁ। ଏହାପରେ ସେହି ଲୋକଙ୍କ ସାମ୍ନାରେ ବିଜ୍ଞାପନ ଶୈଳୀରେ କଥା ହେବା ପରେ ବିଶ୍ୱାସ କରନ୍ତି ବୋଲି ଜସଲିନ୍ କହିଛନ୍ତି। ସେ ଏହି ପେଶାରେ ଥିବାରୁ ଗର୍ବିତ ବୋଲି କହିଛନ୍ତି।

କରୋନା ସଚେତନତା ବାର୍ତ୍ତା

କରୋନା ଭାଇରାସ ବା କୋଭିଡ୍-୧୯ ବିରୋଧରେ ଆଜି ସାରା ଦେଶ ଲଢ଼ୁଛି। ଆମକୁ ମନେ ରଖିବାକୁ ହେବ, ଏହି ରୋଗ ବିରୋଧରେ ଲଢ଼ିବାକୁ ଅଛି, ରୋଗୀଙ୍କ ବିରୋଧର ନୁହେଁ। ତେଣୁ ରୋଗୀଙ୍କ ସହିତ ଭେଦଭାବ କରନ୍ତୁ ନାହିଁ। ସେମାନଙ୍କର ଦେଖାଶୁଣା କରନ୍ତୁ ଏବଂ ଏହି ରୋଗ ବିରୋଧରେ ଲଢ଼ୁଥିବା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ସଫେଇ କର୍ମଚାରୀଙ୍କୁ ସମ୍ମାନ କରନ୍ତୁ। ଏମାନଙ୍କୁ ସହଯୋଗ କରନ୍ତୁ। ଅଧିକ ସୂଚନା ପାଇଁ ହେଲପ ଲାଇନ୍ ନମ୍ୱର ନହେଲେ କେନ୍ଦ୍ର ହେଲପ ଲାଇନ ନମ୍ୱର ୧୦୭୫କୁ ଫୋନ୍ କରନ୍ତୁ। ଭାରତ ସରକାରଙ୍କ ଦ୍ୱାରା ଜନହିତରେ ଜାରି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story