ଶାହୀନବାଗକୁ କିଏ ଫଣ୍ଡିଂ କରୁଛି? କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ହାଇକୋର୍ଟର ନୋଟିସ୍

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପୂର୍ବ ଜିଲ୍ଲାରେ ହିଂସା ଘଟଣା ଏବଂ ଏହା ସହିତ ଜଡ଼ିତ କିଛି ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଶାହୀନବାଗରେ ହେଉଥିବା ଆନ୍ଦୋଳନ ଏବଂ ଅନ୍ୟାନ୍ୟ ୮ଟି ସ୍ଥାନରେ ହେଉଥିବା ପ୍ରଦର୍ଶନକୁ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରକୁ ଜବାବ ମାଗିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିଏମ୍ ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଆବେଦନକାରୀ ଅଜୟ ଗୌତମ […]

SAHIN BAGH

SAHIN BAGH

Subhransu Sekhar
  • Published: Friday, 28 February 2020
  • Updated: 28 February 2020, 04:12 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପୂର୍ବ ଜିଲ୍ଲାରେ ହିଂସା ଘଟଣା ଏବଂ ଏହା ସହିତ ଜଡ଼ିତ କିଛି ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଶାହୀନବାଗରେ ହେଉଥିବା ଆନ୍ଦୋଳନ ଏବଂ ଅନ୍ୟାନ୍ୟ ୮ଟି ସ୍ଥାନରେ ହେଉଥିବା ପ୍ରଦର୍ଶନକୁ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରକୁ ଜବାବ ମାଗିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିଏମ୍ ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଆବେଦନକାରୀ ଅଜୟ ଗୌତମ କୋର୍ଟରେ ପକ୍ଷ ରଖି କହିଛନ୍ତି, ଏହି ଆନ୍ଦୋଳନ ଯୋଗୁଁ ଦିଲ୍ଲୀବାସୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହାକୁ ନେଇ ଏବେ ଦିଲ୍ଲୀ ପୁଲିସ, ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରି ୩୦ ଏପ୍ରିଲ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି।

ଆବେଦନକାରୀ ସିଏଏ ବିରୋଧୀ ଧାରଣା ଏବଂ ଆନ୍ଦୋଳନକୁ କିଏ ପାଣ୍ଠି ଯୋଗାଉଛି, ଏହି ମାମଲାରେ ତଦନ୍ତ ହେବା ଦରକାର ବୋଲି ଦିଲ୍ଲୀ ହାଇକୋର୍ଟରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀର ଶାହୀନବାଗରେ ଦୁଇ ମାସରୁ ଅଧିକ ଦିନ ହେବ ମହିଳାମାନେ ଏକାଠି ହୋଇ ଧାରଣା ଦେଉଛନ୍ତି। ଧାରଣା ପାଇଁ ଦୀର୍ଘ ଦୁଇ ମାସ ହେବ ନୋଏଡା-ଫରିଦାବାଦ ରାସ୍ତା ବନ୍ଦ ରହିଥିଲା। ତେଣୁ ଏହି ରାସ୍ତା ପାଖରେ ରହୁଥିବା ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶାହୀନବାଗ ଆନ୍ଦୋଳନକୁ ବିରୋଧ କରି ମଧ୍ୟ ସ୍ଥାନୀୟ ଲୋକମାନେ ନିକଟରେ ଆନ୍ଦୋଳନ କରିଥିଲେ। ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଗତ ସପ୍ତାହରେ ନୋଏଡା-ଫରିଦାବାଦ ରାସ୍ତାର ଗୋଟିଏ ପାର୍ଶ୍ୱ ଖୋଲାଯାଇଛି। ଏବେ ଏହି ରାସ୍ତା ଦେଇ ଗାଡ଼ି ମଟର ଯିବା ଆସିବା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story