ଚାଷୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ସଙ୍କଟମୋଚକ କିଏ?

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ୪୯ ଦିନରେ ପହଞ୍ଚିଛି। କେନ୍ଦ୍ର କୃଷି ଆଇନକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ ଚାରି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ଚାଷୀ ଓ ସରକାରଙ୍କ ପକ୍ଷ ଶୁଣି ସମସ୍ୟାର ସମାଧାନ କରିବେ। ଏହି କମିଟିରେ ୪ ଜଣ ସଦସ୍ୟ ରହିଛନ୍ତି। ଜଷ୍ଟିସ ଆର.ଏମ୍ ଲୋଧାଙ୍କୁ ଏହି କମିଟିର ନେତୃତ୍ୱ ନେବାକୁ ପ୍ରଥମେ ସୁପାରିଶ କରାଯାଇଥିଲା ହେଲେ ସେ ପ୍ରତ୍ୟାଖ୍ୟାନ […]

farmer-strike-on-Sc

farmer-strike-on-Sc

Subhransu Sekhar
  • Published: Tuesday, 12 January 2021
  • Updated: 12 January 2021, 04:19 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ୪୯ ଦିନରେ ପହଞ୍ଚିଛି। କେନ୍ଦ୍ର କୃଷି ଆଇନକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ ଚାରି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ଚାଷୀ ଓ ସରକାରଙ୍କ ପକ୍ଷ ଶୁଣି ସମସ୍ୟାର ସମାଧାନ କରିବେ। ଏହି କମିଟିରେ ୪ ଜଣ ସଦସ୍ୟ ରହିଛନ୍ତି। ଜଷ୍ଟିସ ଆର.ଏମ୍ ଲୋଧାଙ୍କୁ ଏହି କମିଟିର ନେତୃତ୍ୱ ନେବାକୁ ପ୍ରଥମେ ସୁପାରିଶ କରାଯାଇଥିଲା ହେଲେ ସେ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଚାରି ସଦସ୍ୟ ହେଲେ

ଭୂପିନ୍ଦର ସିଂହ ମାନ୍, ଅନୀଲ ଧନଓ୍ୱନ୍ତ,  ପ୍ରମୋଦ କୁମାର ଯୋଶୀ ଓ ଅଶୋକ ଗୁଲାଟି।

ଅଶୋକ ଗୁଲାଟି

କୃଷି ଅର୍ଥନୀତି ବିଶେଷଜ୍ଞ। ସେ କେନ୍ଦ୍ର ସରକାରଙ୍କ ପୂର୍ବତନ ପରାମର୍ଶଦାତା। ଅନେକ ଫସଲର ଏମଏସପି ବୃଦ୍ଧିରେ ଗୁଲାଟିଙ୍କର ଭୂମିକା ରହିଛି। ଗୁଲାଟି ‘ଦ ପ୍ରିଣ୍ଟ’କୁ ସାକ୍ଷାତକାର ଜରିଆରେ କହିଥିଲେ କେନ୍ଦ୍ର ସରକାରଙ୍କ କଥା ଚାଷୀଙ୍କ ପାଖରେ ପହଞ୍ଚିପାରି ନାହିଁ। ତେଣୁ ଏଭଳି ସ୍ଥିତି ଉପୁଜିଛି। ସରକାର ଯେଉଁ ଆଇନ୍ ଆଣିଛନ୍ତି ତାହା ୨୦୦୩ରେ ତତ୍କାଳୀନ ବାଜପେୟୀ ସରକାରଙ୍କ ପାଖରୁ ଆରମ୍ଭ ହୋଇଯାଇଛି। ଏକ ମଡେଲ ପ୍ରସ୍ତୁତ କରାଯାଇ ସେତେବେଳେ ରାଜ୍ୟମାନଙ୍କୁ ପଠାଯାଇଥିଲା। ଏବେ ବିରୋଧୀ ସରକାର ଓ ଚାଷୀଙ୍କ ମଧ୍ୟରେ ବଢ଼ୁଥିବା ଦୂରତାକୁ ଆଖିରେ ରଖି ଏଭଳି ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି।

କରୋନା ପାଇଁ ଦେଶ ଲକଡାଉନ୍ ଥିବା ବେଳେ ଏପିଏମସି ଆକ୍ଟକୁ ପ୍ରତ୍ୟାହାର କରାଯାଇଥିଲା। ଅର୍ଥାତ୍ ଜଣେ ମଣ୍ଡି ବାହାରେ ଫସଲ ବିକ୍ରି କରିପାରିବ। ଆଇନ୍ ପ୍ରତ୍ୟାହାର ପରେ ବି ସରକାରଙ୍କ ବଜାର ଚେନରେ ବିଗିଡି ନଥିବା ସେ କହିଥିଲେ। ବଜାରରେ ସିଧାସଳଖ ଚାଷୀ ବିକ୍ରି କରିବା ପାଇଁ ସୁଯୋଗ ପାଇଥିଲେ। ଆଉ ଏହି ସ୍ୱାଧୀନତା ପାଇଁ ମୋଟ୍ ଅଭିବୃଦ୍ଧିର ସିଂହ ଭାଗ କୃଷି ବଜାର ଥିଲା ବୋଲି ସେ କହିଥିଲେ।

ପ୍ରମୋଦ କୁମାର ଯୋଶୀ

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ଦ୍ୱିତୀୟ ସଦସ୍ୟ। ଜାତୀୟ କୃଷି ଅନୁସନ୍ଧାନ ପରିଚାଳନାର ପୂର୍ବତନ ନିର୍ଦ୍ଦେଶକ। ଏହି ଆଇନ୍ ପ୍ରସଙ୍ଗରେ ନିକଟରେ ପ୍ରମୋଦ ଏକ ଇଂରାଜୀ ଆଲେଖ୍ୟ ଲେଖିଥିଲେ। ଯେଉଁଥିରେ ସେ କେନ୍ଦ୍ରର ଏହି ଆଇନକୁ ସମର୍ଥନ କରି ଲେଖିଥିଲେ। ସରକାର ବିରୋଧରେ ଚାଷୀ ଯେଉଁ ଆନ୍ଦୋଳନ କରିଛନ୍ତି ସେଥିପାଇଁ ସରକାର ଦାୟୀ। କାରଣ ସରକାରଙ୍କ କଥା ଚାଷୀଙ୍କ ପାଖରେ ପହଞ୍ଚିପାରିନି।

ଅନୀଲ ଧନଓ୍ୱନ୍ତ

ଚାଷୀ ନେତା। ସେ ଶେତକାରୀ ସଂଗଠନର ସଭାପତି। ଶେତକାରୀ ମହାରାଷ୍ଟ୍ରର ଏକ କୃଷକ ସଂଗଠନ। ୧୯୭୯ରେ ଏହା ସ୍ଥାପିତ ହୋଇଥିଲା​​। ଏହି ସଂଗଠନ କୃଷି ଆଇନକୁ ସମର୍ଥନ କରୁଛି। ଅନୀଲ ଡିସେମ୍ୱର ୧ରେ ଏ ବାବଦରେ ଭିଡିଓ ଜରିଆରେ ନିଜର ମତ ରଖିଥିଲେ। ଆଉ କୃଷି ଆଇନକୁ ସମର୍ଥନ କରିଥିଲେ। ନୂଆ ଆଇନ ଜରିଆରେ ବଜାରରେ ଫସଲ ବିକ୍ରି ନିଜ ଇଚ୍ଛାରେ ହୋଇପାରିବ ବୋଲି ସେ କହିଥିଲେ। ମଣ୍ଡିରେ ଗୋଟିଏ ଦର ଯାହା ପୂର୍ବରୁ ଫିକ୍ସ ରହୁଛି। ହେଲେ ବଜାରରେ ବିକ୍ରି କରିଲେ ଚାଷୀ ନିଜ ଇଚ୍ଛାରେ ନିଜକୁ ସୁହାଇଲା ଭଳି ଦରରେ ବିକ୍ରି କରିପାରିବ ବୋଲି କହିଥିଲେ।

ଭୂପିନ୍ଦର ସିଂହ ମାନ୍

ଭାରତୀୟ କୃଷକ ସଂଘର ସଭାପତି  ହେଉଛନ୍ତି ବି.ଏସ ମାନ୍। ଯିଏକି ପୂର୍ବତନ ରାଜ୍ୟସଭା ସାଂସଦ। ରାଷ୍ଟ୍ରପତିଙ୍କ ଦ୍ୱାରା ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଡିସେମ୍ୱର ୧୪ରେ ଏ ପ୍ରସଙ୍ଗରେ ମତ ରଖିଥିଲେ। କୃଷି ଆଇନକୁ ସେ ଖୋଲାଖୋଲି ସମର୍ଥନ କରିଥିଲେ।

ସୂଚନାଯୋଗ୍ୟ, ଏହି ଚାରି କମିଟି ସଦସ୍ୟଙ୍କର ମତ କୃଷି ଆଇନ୍ ବାବଦରେ ସରକାରଙ୍କ ସପକ୍ଷରେ ରହିଛି। ତେଣୁ ଚାଷୀ ନେତା କମିଟି ଆଗରେ ଉଠାଇବାକୁ ଥିବା ପ୍ରସଙ୍ଗ କିଭଳି ସମାଧାନ ହେବ ତାହା ଭବିଷ୍ୟତରେ ଜଣାପଡ଼ିବ। ଅନ୍ୟପଟେ ଚାଷୀ ନେତା ରିକାଶ ଟିକାଇତ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ କହିଛନ୍ତି, ଆଇନ ଉପରେ ସ୍ଥଗିତାଦେଶ ଲାଗିଲେ ବି ଆନ୍ଦୋଳନ ଜାରି ରହିବ। ତିନି ଆଇନ୍ ରଦ୍ଦ ହେବା ଦରକାର ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story