‘ଫ୍ଲୁ’ଠାରୁ ‘କରୋନା’ ମୃତ୍ୟୁହାର ଅଧିକ: ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଦିନକୁ ଦିନ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର ମଧ୍ୟ ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ ଜୀବନ ନେଇଥିବା ଫ୍ଲୁ ଜନିତ ମୃତ୍ୟୁହାରଠାରୁ କରୋନା ଭୂତାଣୁ ଜନିତ ମୃତ୍ୟୁହାର ଯଥେଷ୍ଟ ଅଧିକ। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କଠାରେ ଫ୍ଲୁ ତୁଳନାରେ କରୋନା ଅଧିକ ଭୟଙ୍କର ରୋଗ ମଧ୍ୟ ସୃଷ୍ଟି କରିଥାଏ। ତେବେ […]

coronavirus

coronavirus

Pragnya Choudhury
  • Published: Tuesday, 10 March 2020
  • Updated: 10 March 2020, 01:08 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଦିନକୁ ଦିନ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର ମଧ୍ୟ ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ ଜୀବନ ନେଇଥିବା ଫ୍ଲୁ ଜନିତ ମୃତ୍ୟୁହାରଠାରୁ କରୋନା ଭୂତାଣୁ ଜନିତ ମୃତ୍ୟୁହାର ଯଥେଷ୍ଟ ଅଧିକ। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କଠାରେ ଫ୍ଲୁ ତୁଳନାରେ କରୋନା ଅଧିକ ଭୟଙ୍କର ରୋଗ ମଧ୍ୟ ସୃଷ୍ଟି କରିଥାଏ। ତେବେ ପୂର୍ବ ଆକଳନ ଅପେକ୍ଷା ଅଧିକ ଲୋକ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବେ ଏବଂ କେତେଜଣ ଗୁରୁତର ରୋଗରେ ମଧ୍ୟ ପୀଡ଼ିତ ହେବେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଇଛି।

ତଥ୍ୟ ଅନୁସାରେ, ସାରା ବିଶ୍ୱରେ କୋଭିଡ୍-୧୯ ବା ନୋଭେଲ କରୋନା ଭୂତାଣୁ ଦ୍ୱାରା ପ୍ରାୟ ୩.୪% ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ଯାହା ଫ୍ଲୁ ଜନିତ ମୃତ୍ୟୁହାରଠାରୁ ଯଥେଷ୍ଟ ଅଧିକ। ସାଧାରଣତଃ ଫ୍ଲୁ ଦ୍ୱାରା ୧%ରୁ ବି କମ୍ ସଂକ୍ରମିତଙ୍କ ମୃତ୍ୟୁ ଘଟିଥାଏ ବୋଲି ଡବ୍ଲୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଢାନମ୍ ଘେବ୍ରେସସ୍ କହିଛନ୍ତି। ତେବେ ବିଶ୍ୱ ସାସ୍ଥ୍ୟ ସଂଗଠନ ଅନୁଯାୟୀ, କରୋନା ଭୂତାଣୁ ସଂକ୍ରମଣର ୮୦ ପ୍ରତିଶତ କରୋନା ମୃଦୁ ଏବଂ ଅସ୍ୱାଭିବକ ହୋଇଥାଏ। ସେହିପରି ୧୫ ପ୍ରତିଶତ ସାଂଘାତିକ ସଂକ୍ରମିତ ହୋଇ ଅମ୍ଳଜାନ ଆବଶ୍ୟକ କରିଥାନ୍ତି। ଏହାସହ ୫ ପ୍ରତିଶତ ଗୁରୁତର ଭାବେ ସଂକ୍ରମିତ ହୋଇଥାନ୍ତି, ଯେଉଁମାନେ କି ଭେଣ୍ଟିଲେଟର ଆବଶ୍ୟକ କରିଥାନ୍ତି।

ସୂଚନାଯୋଗ୍ୟ, ଚାଇନାରର ଉହାନ ଅଞ୍ଚଳରୁ ବ୍ୟାପି ସାରା ବିଶ୍ୱକୁ ଆତଙ୍କିତ କରୁଛି ମାରାତ୍ମକ କରୋନା ଭୂତାଣୁ। ଦୁନିଆର ୯୦ ଦେଶରେ ଏହି ଭୂତାଣୁ ନିଜ କାୟା ବିସ୍ତାର କରିଥିବା ବେଳେ ୧,୧୦,୦୪୧ ଲୋକଙ୍କୁ କବଜାରେ ରଖିଛି। ସେହିପରି ୩,୮୨୫ ଜଣଙ୍କ ଜୀବନ ମଧ୍ୟ ଗଲାଣି। ତେବେ କୋଭିଡ୍-୧୯ ଜନିତ ମୃତ୍ୟୁ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା, ବୟସ ଏବଂ ସଂକ୍ରମଣର ସ୍ଥିତି ଆଦି ବିଭିନ୍ନ କାରଣ ଉପରେ ନିର୍ଭର କରିଥାଏ। ଉଭୟ ଫ୍ଲୁ ଏବଂ କରୋନା ପାଟିର ଲାଳ ତଥା ଛିଙ୍କ ମାଧ୍ୟମରେ ସଂକ୍ରମଣ ହୋଇ ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି କରିଥାଏ। ବିଶେଷକରି ଅସୁସ୍ଥ ବ୍ୟକ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଏହାଦ୍ୱାରା ଶୀଘ୍ର ସଂକ୍ରମିତ ହୋଇଥାନ୍ତି।

ଟେଡ୍ରୋସ୍ କହିଛନ୍ତି, ଆମେ ଜାଣୁଛୁ ଯେ ଲୋକେ ଭୟଭୀତ ହେଉଛନ୍ତି। ଭୟ କିଛି ଗୋଟେ ଆଶଙ୍କାର ପ୍ରାକୃତିକ ପ୍ରତିକ୍ରିୟା। ଆମେ ଅଧିକ ତଥ୍ୟ ପାଇବା ସହ ଭାଇରସ୍‌ ଓ ରୋଗର କାରଣ ବାବଦରେ ଅଧିକ ଜାଣିବାକୁ ଚାହୁଁ। ଏହା ସାର୍ସ ବା ମର୍ସ ନୁହେଁ ଏବଂ ଇନ୍‌ଫ୍ଲୁଏଞ୍ଜା ମଧ୍ୟ ନୁହେଁ। ଏହା ଏକ ସ୍ୱତନ୍ତ୍ର ଗୁଣ ଥିବା ସ୍ୱତନ୍ତ୍ର ଭୂତାଣୁ ବା ଭାଇରସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story