ବେଙ୍ଗଲରେ କାହିଁକି ବିଜେପି ଦୁଇ ଅଙ୍କ ଅତିକ୍ରମ କରିବ ନାହିଁ କହିଲେ ପ୍ରଶାନ୍ତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଢ଼େର ପୂର୍ବରୁ ବିଜେପି-ଟିଏମସି ମୁହାଁମୁହିଁ। ବିଜେପି ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ହୁଙ୍କାର ଭରୁଛି ଅନ୍ୟପଟେ ଟିଏମସିର ରାଜନୀତିକ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି ବିଜେପି ଦଇ ଅଙ୍କ ଅତିକ୍ରମ କରି ପାରିବ ନାହିଁ ବୋଲି କହିଛନ୍ତି। ତେବେ କାହିଁକି ମମତାଙ୍କ ଆଗରେ ବିଜେପି ଆଣ୍ଠେଇବ ବୋଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ପ୍ରଶାନ୍ତ କିଶୋର। ଅମିତ ଶାହା ବିଭିନ୍ନ ରାଜ୍ୟର ନିର୍ବାଚନ ବେଳେ […]

PRASHANT-KISHORE

PRASHANT-KISHORE

Subhransu Sekhar
  • Published: Wednesday, 23 December 2020
  • Updated: 23 December 2020, 11:15 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଢ଼େର ପୂର୍ବରୁ ବିଜେପି-ଟିଏମସି ମୁହାଁମୁହିଁ। ବିଜେପି ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ହୁଙ୍କାର ଭରୁଛି ଅନ୍ୟପଟେ ଟିଏମସିର ରାଜନୀତିକ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି ବିଜେପି ଦଇ ଅଙ୍କ ଅତିକ୍ରମ କରି ପାରିବ ନାହିଁ ବୋଲି କହିଛନ୍ତି। ତେବେ କାହିଁକି ମମତାଙ୍କ ଆଗରେ ବିଜେପି ଆଣ୍ଠେଇବ ବୋଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ପ୍ରଶାନ୍ତ କିଶୋର।

ଅମିତ ଶାହା ବିଭିନ୍ନ ରାଜ୍ୟର ନିର୍ବାଚନ ବେଳେ ଅମିତ ଶାହ ଲମ୍ୱା ଚୌଉଡା ଦାବି କରନ୍ତି। ହେଲେ ନିର୍ବାଚନ ଫଳାଫଳ ସେମିତି କିଛି ହୁଏନି। ଉଦାହରଣ ଦେବାକୁ ଯାଇ ମାହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀର ଉଦାହରଣ ଦେଇଛନ୍ତି ପ୍ରଶାନ୍ତ। ଅମିତ ଶାହା କହିଥିଲେ ଯେ ଦେବେନ୍ଦ୍ର ଫଡନାଭିସ୍ ସିଏମ୍ ହେବେ ହେଲେ ସ୍ଥିତି ଓଲଟା ହୋଇଛି। ଏଥି ସହିତ ସେ ପୁଣି ଥରେ ଦୋହରାଇଛନ୍ତି ଯେ ଯଦି ବିଜେପି ୧୦୦ ଅତିକ୍ରମ କରେ, ତେବେ ସେ କରୁଥିବା କାମ ଛାଡି ଦେବେ।

ପ୍ରଶାନ୍ତଙ୍କ ଆକଳନ ଅନୁଯାୟୀ ୧୦୦ ସିଟ୍ ଛୁଇଁବା ବିଜେପିକୁ କାଠିକର ହେବ। ବେଙ୍ଗଲରେ କେବଳ ୭୦ ପ୍ରତିଶତ ଭୋଟରଙ୍କୁ ଟାର୍ଗେଟ କରୁଛି ବିଜେପି, ତେଣୁ ଯେକେହି ବୁଝିପାରିବେ ଯେ ସେମାନଙ୍କୁ ଷ୍ଟ୍ରାଇକରେଟ୍ ହାର ବହୁତ ଅଧିକ ରଖିବାକୁ ହେବ।

ସେହିପରି ୯ ଟି ଜିଲ୍ଲାରେ ୧୮୫ ଟି ଆସନ ରହିଛି। ଏହା ଉପରେ ବିଜେପି ନଜର ରଖିଛି। ହେଲେ ପଶ୍ଚିମବଙ୍ଗରେ ବଡ଼ ଜିଲ୍ଲା ଜିତିନଥିଲେ ରାଜ୍ୟ ନିର୍ବାଚନରେ ବିଜୟୀ ହୋଇପାରିବ ନାହିଁ। ବଡ ଜିଲ୍ଲା ମମତାଙ୍କ ଦଖଲରେ ଅଛି ବୋଲି ସେ କହିଛନ୍ତି। ତେଣୁ କେଉଁ ଆଧାରରେ ବିଜେପି ୨୦୦ ଆସନ ଜତିବ ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story