ମୋଦି କ୍ଷମତାକୁ ଫେରିବା ଦରକାର କି? ଜାଣନ୍ତୁ କ’ଣ କହୁଛନ୍ତି ପାକିସ୍ତାନୀ

ଅମୃତସର: ଦେଶରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। ଦେଶରେ କିଏ ସରକାର ଗଢ଼ିବ? କିଏ ବିରୋଧୀ ଭୂମିକା ନିର୍ବାହ କରିବ, ସେକଥାକୁ ସାରା ଦେଶ ଅପେକ୍ଷା କରି ରହିଛି। ହେଲେ ଆମ ଦେଶ ବ୍ୟବତୀତ ପାକିସ୍ତାନବାସୀ ମଧ୍ୟ ଭାରତର ନିର୍ବାଚନ ଫଳାଫଳ ପ୍ରକାଶ ଉପରେ ନଜର ରଖିଛନ୍ତି। ଭାରତ ଓ ପାକିସ୍ତାନର ସମ୍ପର୍କ କେବଳ ସୀମା ପାର ତିକ୍ତତାକୁ ନେହେଁ ବରଂ ପାକିସ୍ତାନ ମୁଲକର ଅନେକ ଲୋକଙ୍କ ପାରିବାରିକ ଲିଙ୍କ ମଧ୍ୟ […]

Untitled-1

Untitled-1

Hemant Lenka
  • Published: Wednesday, 22 May 2019
  • Updated: 22 May 2019, 03:53 PM IST

Sports

Latest News

ଅମୃତସର: ଦେଶରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। ଦେଶରେ କିଏ ସରକାର ଗଢ଼ିବ? କିଏ ବିରୋଧୀ ଭୂମିକା ନିର୍ବାହ କରିବ, ସେକଥାକୁ ସାରା ଦେଶ ଅପେକ୍ଷା କରି ରହିଛି। ହେଲେ ଆମ ଦେଶ ବ୍ୟବତୀତ ପାକିସ୍ତାନବାସୀ ମଧ୍ୟ ଭାରତର ନିର୍ବାଚନ ଫଳାଫଳ ପ୍ରକାଶ ଉପରେ ନଜର ରଖିଛନ୍ତି।

ଭାରତ ଓ ପାକିସ୍ତାନର ସମ୍ପର୍କ କେବଳ ସୀମା ପାର ତିକ୍ତତାକୁ ନେହେଁ ବରଂ ପାକିସ୍ତାନ ମୁଲକର ଅନେକ ଲୋକଙ୍କ ପାରିବାରିକ ଲିଙ୍କ ମଧ୍ୟ ଭାରତ ସହ ରହିଛି। ତେବେ ଏକଜିଟ୍‌ ପୋଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ କରାଯାଇଥିବାରୁ, ଏହାକୁ ନେଇ ଏବେ ପାକିସ୍ତାନରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। କିଏ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହୁଥିବା ବେଳେ ଆଉ କେହି ମୋଦିଙ୍କୁ ବିରୋଧ କରୁଛନ୍ତି।

ଶାହି ଆଲାମ ନାମକ ଜଣେ ବ୍ୟକ୍ତି ପାକିସ୍ତାନ ଟିଭି ଚ୍ୟାନେଲକୁ କହିଛନ୍ତି ଯେ “ମୋଦି କେବେ ହେଲେ କ୍ଷମତାକୁ ଆସିବା ଠିକ୍‌ ନୁହେଁ। ସେ ପାକିସ୍ତାନରେ ପଶି ଆକ୍ରମଣ କରିଥିଲେ।” ଇଜାଜା ନାମକ ଆଉ ଜଣେ ବ୍ୟକ୍ତି କହିଛନ୍ତି, “ମୋଦି ଭାରତରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ପୁଣି ଯେ କ୍ଷମତାକୁ ଫେରିବେ, ସେକଥାକୁ ମୁଁ ବିଶ୍ୱାସ କରିପାରୁନାହିଁ। ମୋତେ ଲାଗୁଛି ଭାରତରେ ମେଣ୍ଟ ସରକାର ହେବ। ମେଣ୍ଟ ସରକାର ହେଲେ ପାକିସ୍ତାନ ପାଇଁ ଭଲ।”

କିଛି ମାସ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଥିଲେ, “୨୦୧୯ରେ ମୋଦି ଭାରତର କ୍ଷମତା ଦଖଲ କଲେ ପାକିସ୍ତାନ ସହ ଶାନ୍ତି ଆଲୋଚନା ଆଗକୁ ବଢ଼ିପାରିବ।” ତେବେ ପାକିସ୍ତାନ ନାଗରିକ ଭିନ୍ନ କଥା କହିଛନ୍ତି।

ଅନ୍ୟପକ୍ଷରେ ଲଣ୍ଡନରେ ଥିବା ରିଆଜ ନାମକ ଜଣେ ପାକିସ୍ତାନ ନାଗରିକ ମୋଦିଙ୍କ ପାଇଁ ଓକିଲାତି କରିଛନ୍ତି। ସେ କହିଛନ୍ତି, “ପାକିସ୍ତାନରେ ରହୁଥିବା ନାଗରିକ ଏବଂ ପାକିସ୍ତାନୀ ହୋଇ ବିଦେଶରେ ରହୁଥିବା ଲୋକଙ୍କ ମନ୍ତବ୍ୟରେ ଆକାଶ ପାତାଳ ତଫାତ ରହିଛି। ଆମ ଭଳି ବିଦେଶରେ ରହୁଥିବା ପାକିସ୍ତାନୀଙ୍କ ମତରେ ମୋଦି ପୁଣିଥରେ କ୍ଷମତା ଦଖଲ କରିବା ଦରକାର। କାରଣ ମୋଦି ହିଁ ପାକିସ୍ତାନ ମାଟିରେ ଥିବା ଆତଙ୍କବାଦୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରୁଛନ୍ତି। ସେହିପରି ପାକିସ୍ତାନ ସରକାରଙ୍କୁ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ବାଧ୍ୟ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story