କାହିଁକି ମେ’ ୩?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଘୋଷଣା କରିଛନ୍ତି ଦେଶବ୍ୟାପୀ ଲକ୍‌ଡାଉନ୍‌ ମେ’ ମାସ ୩ ତାରିଖ ଯାଏ ବୃଦ୍ଧି କରାଯିବ। ମହାମାରୀ କରୋନାର ମୁକାବିଲା ପାଇଁ ଏପରି ନିଷ୍ପତ୍ତି ନିଆଯିବ। ଆଜି ରାଷ୍ଟ୍ରକୁ ସମ୍ବୋଧନ କରି ମୋଦି କହିଛନ୍ତି, ମଙ୍ଗଳବାର ସରିବାକୁ ଥିବା ଲକ୍‌ଡାଉନ୍‌ର ଅବଧି ବଢ଼ାଇବାକୁ ବିଭିନ୍ନ ରାଜ୍ୟ ଅନୁରୋଧ କରିଥିଲେ। ଏପରିକି ଓଡ଼ିଶା, ପଞ୍ଜାବ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକା ଆଦି ରାଜ୍ୟ ଆଗୁଆ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ଯାଏ ବଢ଼ାଇଦେଇଛନ୍ତି। ତେବେ […]

modi13

modi13

Subrat Kumar Nayak
  • Published: Tuesday, 14 April 2020
  • Updated: 14 April 2020, 06:24 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଘୋଷଣା କରିଛନ୍ତି ଦେଶବ୍ୟାପୀ ଲକ୍‌ଡାଉନ୍‌ ମେ’ ମାସ ୩ ତାରିଖ ଯାଏ ବୃଦ୍ଧି କରାଯିବ। ମହାମାରୀ କରୋନାର ମୁକାବିଲା ପାଇଁ ଏପରି ନିଷ୍ପତ୍ତି ନିଆଯିବ।

ଆଜି ରାଷ୍ଟ୍ରକୁ ସମ୍ବୋଧନ କରି ମୋଦି କହିଛନ୍ତି, ମଙ୍ଗଳବାର ସରିବାକୁ ଥିବା ଲକ୍‌ଡାଉନ୍‌ର ଅବଧି ବଢ଼ାଇବାକୁ ବିଭିନ୍ନ ରାଜ୍ୟ ଅନୁରୋଧ କରିଥିଲେ। ଏପରିକି ଓଡ଼ିଶା, ପଞ୍ଜାବ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକା ଆଦି ରାଜ୍ୟ ଆଗୁଆ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ଯାଏ ବଢ଼ାଇଦେଇଛନ୍ତି। ତେବେ ଯଦିଓ ଏହା ବଢ଼ିବା ନିଶ୍ଚିତ ହୋଇଥିଲା, ମେ’ ୩ ହିଁ କାହିଁକି ତା’କୁ ନେଇ ପ୍ରଶ୍ନ ଉଙ୍କି ମାରିଥିଲା।

ବିଶେଷ ସୂତ୍ରରୁ ଜାଣିବାକୁ ଏହାର ଏକ କାରଣ ଜାଣିବାକୁ ମିଳିଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ମେ’ ୧ ଜାତୀୟ ଛୁଟିଦିନ। କାରଣ ଏହା ଶ୍ରମିକ ଦିବସ। ସେହିଭଳି ୨ ଏବଂ ୩ ସପ୍ତାହର ଶେଷ ୨ ଦିନ। ତେଣୁ ମେ ୪ ବା ସୋମବାର ଲକ୍‌ଡାଉନ୍‌ ସାରିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୫ରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଆଜି ବା ଏପ୍ରିଲ ୧୪ ରାତିରେ ସରିବାର ଥିଲା। ମୋଦି ଆଜି ଏହି ଅବଧି ବଢ଼ାଇବା ସହ କିଛି ସ୍ଥାନରେ କଟକଣା କୋହଳ କରାଯାଇପାରିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପରୀକ୍ଷା ବ୍ୟାପକ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story