ମହାରାଷ୍ଟ୍ରରେ ମେଣ୍ଟ ସରକାରର ଅବଧି ଆଉ କେତେ ଦିନ?

ମୁମ୍ୱାଇ: ମହାରାଷ୍ଟ୍ରରେ ନାଗରିକତା ସଂଶୋଧନ ଆଇନ ଓ ଏନପିଆରକୁ ନେଇ ମହା ବିକାଶ ଅଘାଡ଼ି ମେଣ୍ଟରେ ଥିବା ଶିବସେନାର ମତ ଅନ୍ୟ ଦୁଇ ସହଯୋଗୀ ଏନସିପି ଏବଂ କଂଗ୍ରେସ ପାଖରୁ ଭିନ୍ନ ରହିଛି। ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସି ଭେଟିବା ପରେ ସିଏଏ ଓ ଏନପିଆର ସପକ୍ଷରେ ମତ ରଖିଥିଲେ। ଅନ୍ୟପଟେ ଏଲଗାର ପରିଷଦ ଏବଂ ଭୀମ-କୋରେଗାଁଓ ହିଂସା ମାମଲାର ତଦନ୍ତକୁ ନେଇ ଏନସିପି ଉଦ୍ଧବ ଠାକରେଙ୍କ ନିଷ୍ପତ୍ତିକୁ ଗ୍ରହଣ କରିପାରିନି। […]

udhav sharad (1)

udhav sharad (1)

Subhransu Sekhar
  • Published: Sunday, 23 February 2020
  • Updated: 23 February 2020, 12:50 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ନାଗରିକତା ସଂଶୋଧନ ଆଇନ ଓ ଏନପିଆରକୁ ନେଇ ମହା ବିକାଶ ଅଘାଡ଼ି ମେଣ୍ଟରେ ଥିବା ଶିବସେନାର ମତ ଅନ୍ୟ ଦୁଇ ସହଯୋଗୀ ଏନସିପି ଏବଂ କଂଗ୍ରେସ ପାଖରୁ ଭିନ୍ନ ରହିଛି। ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସି ଭେଟିବା ପରେ ସିଏଏ ଓ ଏନପିଆର ସପକ୍ଷରେ ମତ ରଖିଥିଲେ। ଅନ୍ୟପଟେ ଏଲଗାର ପରିଷଦ ଏବଂ ଭୀମ-କୋରେଗାଁଓ ହିଂସା ମାମଲାର ତଦନ୍ତକୁ ନେଇ ଏନସିପି ଉଦ୍ଧବ ଠାକରେଙ୍କ ନିଷ୍ପତ୍ତିକୁ ଗ୍ରହଣ କରିପାରିନି। ଏଭଳି ସ୍ଥିତିରେ ମେଣ୍ଟ ସରକାରର କାର୍ଯ୍ୟକାଳକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏକ ମରାଠୀ ଚ୍ୟାନେଲ ଦ୍ୱାରା ଆୟୋଜିତ ‘ଭିଜନ ମହାରାଷ୍ଟ୍ର’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ମତ ରଖିଛନ୍ତି।

ଏନସିପି ମୁଖ୍ୟ କହିଛନ୍ତି, ମେଣ୍ଟ ସରକାର ତା’ର କାର୍ଯ୍ୟକାଳ ପୂରଣ କରିବ। ଉଦ୍ଧବ ଠାକରେଙ୍କ ଭଳି ବ୍ୟକ୍ତି ମେଣ୍ଟରେ ରହିଛନ୍ତି। ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ଉଦ୍ଧବଙ୍କୁ କେତେ ମାର୍କ ଦେବେ ବୋଲି ପ୍ରଶ୍ନରେ ପାଓ୍ୱାର କହିଛନ୍ତି, ଉଦ୍ଧବ ଏଯାଏ କୌଣସି ପରୀକ୍ଷା ଦେଇ ନାହାନ୍ତି। ହେଲେ ସେ ଠିକ୍ ରାସ୍ତାରେ ରହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ଏବଂ ଏନସିପି ସିଏଏ ଓ ଏନଆରସିକୁ ବିରୋଧ କରୁଛନ୍ତି। ହେଲେ ମହାରାଷ୍ଟ୍ରରେ ଏନପିଆର (ଜାତୀୟ ଜନସଂଖ୍ୟା ପଞ୍ଜିକରଣ) ଲାଗୁ ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ମଙ୍ଗଳବାର ଉଦ୍ଧବ ଠାକରେ କହିଥିଲେ। ସିଏଏ ଏବଂ ଏନଆରସି ଅଲଗା ସେହିପରି ଏନପିଆର ମଧ୍ୟ ଅଲଗା ବୋଲି ଠାକରେ କହିଥିଲେ। ଏନପିଆରରେ କୌଣସି ବିବାଦ ନାହିଁ ବୋଲି ଟୁଇଟ୍ କରି କହିଥିଲେ ଉଦ୍ଧବ ଠାକରେ।

ସେହିପରି ଏଲଗାର ପରିଷଦକୁ ନେଇ ଉଦ୍ଧବଙ୍କ ଦ୍ୱାରା ଦିଆଯାଇଥିବା ଏନଆଇଏ ତଦନ୍ତକୁ ନିକଟରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ୱାର ସମାଲୋଚନା କରିଥିଲେ। ଏନସିପି ବିଧାୟକମାନେ ମଧ୍ୟ ଏହି ମାମଲାର ତଦନ୍ତ ଏସଆଇଟି ପାଇଁ ରାଜି ଥିବା ବେଳେ ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କିନ୍ତୁ ଏନଆଇଏ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story