ଦେଢ଼ କୋଟିରେ ସ୍ୱାମୀକୁ ବିକି ଦେଲା ସ୍ତ୍ରୀ

ଭୋପାଲ: ବଲିଉଡ ଫିଲ୍ମ ‘ଜୁଦାଇ’ରେ ଅଭିନେତ୍ରୀ ଶ୍ରୀଦେବୀ ସ୍ୱାମୀ ଅନୀଲ କପୁରଙ୍କୁ ଦୁଇ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଠିକ୍ ଏହି କାହାଣୀର ପୁନରାବୃତ୍ତି ଘଟିଛି ଅସଲ ଜୀବନରେ । ନିଜ ସ୍ୱାମୀକୁ ଦେଢ଼ କୋଟି ଟଙ୍କାରେ ତାଙ୍କ ପ୍ରେମିକାଙ୍କୁ ବିକ୍ରି କରିଦେଇଛନ୍ତି ସ୍ତ୍ରୀ। ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବେ ଭୋପାଲ ଫ୍ୟାମିଲି କୋର୍ଟକୁ […]

husbend-wife

husbend-wife

Madhupriya Mistry
  • Published: Tuesday, 05 January 2021
  • Updated: 05 January 2021, 03:01 PM IST

Sports

Latest News

ଭୋପାଲ: ବଲିଉଡ ଫିଲ୍ମ 'ଜୁଦାଇ'ରେ ଅଭିନେତ୍ରୀ ଶ୍ରୀଦେବୀ ସ୍ୱାମୀ ଅନୀଲ କପୁରଙ୍କୁ ଦୁଇ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଠିକ୍ ଏହି କାହାଣୀର ପୁନରାବୃତ୍ତି ଘଟିଛି ଅସଲ ଜୀବନରେ । ନିଜ ସ୍ୱାମୀକୁ ଦେଢ଼ କୋଟି ଟଙ୍କାରେ ତାଙ୍କ ପ୍ରେମିକାଙ୍କୁ ବିକ୍ରି କରିଦେଇଛନ୍ତି ସ୍ତ୍ରୀ। ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ଇଣ୍ଡିଆ ଟୁଡେ'ର ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବେ ଭୋପାଲ ଫ୍ୟାମିଲି କୋର୍ଟକୁ ଏକ ମାମଲା ଆସିଥିଲା। ଯେଉଁଥିରେ ଜଣେ ନାବାଳିକା ତାଙ୍କ ବାପାଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଅଭିଯୋଗ ଆଣିଥିଲେ। ବାପା ଅଫିସରେ ନିଜଠୁ ବୟସରେ ବଡ଼ ଥିବା ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିବାରୁ ଘରେ ପ୍ରତିଦିନ ଝଗଡା ହେଉଛି । ତେଣୁ ସେ ଏବେ ତାଙ୍କ ଭଉଣୀ ପାଠ ପଢ଼ି ପାରୁ ନାହାନ୍ତି । ଏହାକୁ ନେଇ ସେ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ନାବାଳିକାଙ୍କ ଅଭିଯୋଗ ପରେ କୋର୍ଟ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସମନ ପଠାଇ କାଉନସେଲିଂ ପାଇଁ ଡକାଇଥିଲେ। କାଉନସେଲିଂରୁ ଜଣାପଡିଥିଲା ଯେ ପ୍ରେମ ସମ୍ପର୍କ ରଖିଥିବା ମହିଳାଙ୍କ ବୟସ ଠାରୁ ତାଙ୍କ ସ୍ୱାମୀଙ୍କ ବୟସ କମ୍‌। ଉକ୍ତ ମହିଳା ଏବଂ ତାଙ୍କ ସ୍ୱାମୀ ଗୋଟିଏ ଅଫିସରେ ହିଁ କାମ କରନ୍ତି । ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଉଭୟ ଏକାଠି ରହିବାକୁ ଚାହାନ୍ତି କିନ୍ତୁ ସ୍ତ୍ରୀ ଏହାକୁ ବିରୋଧ କରୁଛନ୍ତି ।

କିଛି ସମୟ କାଉନସେଲିଂ ପରେ କୋର୍ଟ ସମାଧାନର ବାଟ ପାଇଥିଲେ। ପତ୍ନୀ ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡିବା ପାଇଁ ଗୋଟିଏ ସର୍ତ୍ତ ରଖିଥିଲେ । ଏହି ସର୍ତ୍ତ ଅନୁସାରେ ପ୍ରେମିକା ନିଜ ନାଁରେ ରଖିଥିବା ଏକ ପ୍ଲଟ୍ ସହ ପାଖାପାଖି ୨୭ ଲକ୍ଷ ଟଙ୍କା ତାଙ୍କ ପ୍ରେମିକଙ୍କ ପତ୍ନୀଙ୍କୁ ଦେଇ ପ୍ରେମିକଙ୍କୁ ନିଜର କରିଥିଲେ।

କାଉନ୍ସେଲିଂ ସମୟରେ ପତ୍ନୀ କହିଥିଲେ ଯେ ବାହାଘରର ଏତେ ଦିନ ପରେ ଯଦି ସ୍ୱାମୀ ଏବଂ ତାଙ୍କ ଭିତରେ ଭଲ ସମ୍ପର୍କ ରହୁନାହିଁ  । ତେବେ ସେ ପତିଙ୍କ ସହ ରହିବାକୁ ଚାହୁଁ ନାହାନ୍ତି। ତେଣୁ ସେ ଆଗକୁ ତାଙ୍କର ଦୁଇ ଝିଅଙ୍କ ଭବିଷ୍ୟତକୁ ଦେଖି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହି ଘଟଣା ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story