ବିପୁଳ ଟଙ୍କା ଧରି ୟୁକ୍ରେନ୍‌ ଛାଡ଼ୁଥିଲେ ମହିଳା , ସୀମାରେ ଫସିଗଲେ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ୨୬ ଦିନ ହେବ ଜାରି ରହିଛି ଯୁଦ୍ଧ। ଆକ୍ରମଣକାରୀ ରୁଷ ଦିନକୁ ଦିନ ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଥିବା ବେଳେ ଜୀବନ ବିକଳରେ ଲୋକେ ଦେଶ ଛାଡ଼ି ପଳାୟନ କରୁଛନ୍ତି। ହେଲେ ୟୁକ୍ରେନ୍‌ର ଜଣେ ପୂର୍ବତନ ଏମପି ପତ୍ନୀ ନିଜ ଧନ ସମ୍ପତ୍ତି ସହ ଦେଶରୁ ପଳାୟନ ବେଳେ ତାଙ୍କ ଉଦ୍ୟମ ବିଫଳ ହୋଇଛି। ଏହି ମହିଳା ଜଣକ ହେଉଛନ୍ତି  କୋଟଭ୍ୟତ୍‌ସ୍କୟ। ଗଲାବେଳେ ସାଙ୍ଗରେ ସେ ୨୮ ମିଲିଅନ୍‌ ଡଲାର ସହ ୧.୩ […]

war

war

Tapas Behera
  • Published: Monday, 21 March 2022
  • Updated: 21 March 2022, 12:54 PM IST

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ୨୬ ଦିନ ହେବ ଜାରି ରହିଛି ଯୁଦ୍ଧ। ଆକ୍ରମଣକାରୀ ରୁଷ ଦିନକୁ ଦିନ ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଥିବା ବେଳେ ଜୀବନ ବିକଳରେ ଲୋକେ ଦେଶ ଛାଡ଼ି ପଳାୟନ କରୁଛନ୍ତି। ହେଲେ ୟୁକ୍ରେନ୍‌ର ଜଣେ ପୂର୍ବତନ ଏମପି ପତ୍ନୀ ନିଜ ଧନ ସମ୍ପତ୍ତି ସହ ଦେଶରୁ ପଳାୟନ ବେଳେ ତାଙ୍କ ଉଦ୍ୟମ ବିଫଳ ହୋଇଛି। ଏହି ମହିଳା ଜଣକ ହେଉଛନ୍ତି  କୋଟଭ୍ୟତ୍‌ସ୍କୟ। ଗଲାବେଳେ ସାଙ୍ଗରେ ସେ ୨୮ ମିଲିଅନ୍‌ ଡଲାର ସହ ୧.୩ ମିଲିଅନ୍ ୟୋରୁ କ୍ୟାସ୍‌ ନେଇ ଯାଉଥିବା ବେଳେ ହଙ୍ଗେରୀ ସୀମାରେ ଧରାପଡ଼ିଥିଲେ।

ହଙ୍ଗେରୀ ଭାୟା ଜାକରପାଟିଆ ପ୍ରୋଭିନ୍ସ ଦେଇ ଯାଉଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ। ଯାଞ୍ଚ ବେଳେ ସେ ସବୁ କଥା କହଥିଲେ। ମହିଳା ଜଣକ ଏବେ ସୁରକ୍ଷା କର୍ମୀଙ୍କ ହେପାଜତରେ ଥିବା ନେକ୍ସାଟା ମିଡିଆ ପକ୍ଷରୁ ପ୍ରକାଶ ପାଇଛି।  ଫେବୃଆରୀ ୨୪ରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷ।  ଜାତିସଂଘର ରିପୋର୍ଟ ଅନୁଯାୟୀ, ପ୍ରାୟ ୧୦ ମିଲିନ ଲୋକେ ଯୁଦ୍ଧ ଯୋଗୁ ଦେଶ ଛାଡ଼ିଲେଣି।

ସେମାନଙ୍କ ମଧ୍ୟରେ ୩.୪ ମିଲିଅନ୍‌ ଲୋକେ ପଡ଼ୋଶୀ ପୋଲାଣ୍ଡ, ସ୍ଲୋଭାକିଆ, ରୋମାନ ଏବଂ ହଙ୍ଗେରୀରୀରେ ଆଶ୍ରୟ ନେଇଛନ୍ତି।  ଯୁଦ୍ଧରେ ଅନେକ ଶିଶୁ ସମେତ ଶତାଧିକ ସାଧାରଣ ନାଗରିକ ଅଛନ୍ତି। ଅନ୍ୟପଟେ ଯୁଦ୍ଧରେ ଏଯାଏ ୧୪,୦୦୦ ରୁଷ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍ ଦାବି କରିଛି। ଆମେରିକା ନେତୃତ୍ୱରେ ୟୁରୋପୀୟ ଦେଶ ମାନେ ରୁୱଷ ବିରୋଧରେ ଆର୍ଥିକ କଟକଣା ଜାରି ରଖିଛନ୍ତି।

ରବିବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି କହିଛନ୍ତି ଯେ, ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି ଏହି ଆଲୋଚନା ବିଫଳ ହୁଏ ତେବେ ଏହାକୁ ତୃତୀୟ ବିଶ୍ୱ ଯୁଦ୍ଧ ବିଚାର କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story