PUBG ନିଶାରେ ପୂରା ପରିବାରକୁ ଗୁଳି କରିଦେଲା ୧୪ ବର୍ଷୀୟ ବାଳକ

ଲାହୋର: ଅନଲାଇନ ଗେମ୍‌ ପବଜି ନିଶା ଗୋଟିଏ ପରିବାରକୁ ଛାରଖାର କରି ଦେଇଛି। ପବ୍‌ଜି ଗେମ୍‌ ନିଶାରେ ଜଣେ ୧୪ ବର୍ଷୀୟ ବାଳକ ତା’ର ପରିବାରର ସମସ୍ତ ୪ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛି। ଗୁଳିମାଡ଼ରେ ନାବାଳର ବଡ଼ ଭାଇ, ଦୁଇ ନାବାଳିକା ଭଉଣୀ ଓ ମା’ ପ୍ରାଣ ହରାଇଛନ୍ତି। ପାକିସ୍ତାନରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ସ୍ୱାସ୍ଥ୍ୟକର୍ମୀମାନେ ଭାବେ କାମ କରୁଥିବା ନହିଦ ମୁବାରକ, […]

PUBG

PUBG

Hemant Lenka
  • Published: Friday, 28 January 2022
  • Updated: 28 January 2022, 07:42 PM IST

Sports

Latest News

ଲାହୋର: ଅନଲାଇନ ଗେମ୍‌ ପବଜି ନିଶା ଗୋଟିଏ ପରିବାରକୁ ଛାରଖାର କରି ଦେଇଛି। ପବ୍‌ଜି ଗେମ୍‌ ନିଶାରେ ଜଣେ ୧୪ ବର୍ଷୀୟ ବାଳକ ତା’ର ପରିବାରର ସମସ୍ତ ୪ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛି। ଗୁଳିମାଡ଼ରେ ନାବାଳର ବଡ଼ ଭାଇ, ଦୁଇ ନାବାଳିକା ଭଉଣୀ ଓ ମା’ ପ୍ରାଣ ହରାଇଛନ୍ତି। ପାକିସ୍ତାନରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ସ୍ୱାସ୍ଥ୍ୟକର୍ମୀମାନେ ଭାବେ କାମ କରୁଥିବା ନହିଦ ମୁବାରକ, ତାଙ୍କ ୨୨ ବର୍ଷୀୟ ବଡ଼ ପୁଅ ତୈମୁର, ୧୧ ଓ ୧୭ ବର୍ଷୀୟ ଦୁଇ ଝିଅଙ୍କ ମୃତଦେହ ଲାହୋରର କହ୍‌ନା ଅଞ୍ଚଳରୁ ମିଳିଥିଲା। ମୃତଦେହ ଦେହ ଗୁଡ଼ିକ ଘର ମଧ୍ୟରେ ପଡ଼ି ରହିଥିବା ବେଳେ ନହିଦଙ୍କ ସାନ ପୁଅ(୧୪) ଅକ୍ଷତ ଭାବେ ଘର ମଧ୍ୟରେ ରହିଥିଲେ।

ତାଙ୍କୁ ପୁଲିସ୍‌ ଉଦ୍ଧାର କରିବା ସହ ଘଟଣା ତଦନ୍ତ କରିଥିଲେ। ତଦନ୍ତ ବେଳେ ୧୪ ବର୍ଷୀୟ ବାଳକ ଜଣଙ୍କ ପବ୍‌ଜି ଗେମ ନିଶାରେ ପଡ଼ି ଏତେ ବଡ଼ କାଣ୍ଡ ଘଟାଇଥିବା ପୁଲିସ୍‌ ଜାଣିବାକୁ ପାଇଛି।

ପୁଲିସ୍‌ କହିଛି ଯେ “ଘଟଣା ପରେ ୧୪ ବର୍ଷୀୟ ବାଳକକୁ ଜେରା କରାଯାଇଥିଲା। ଏହି ସମୟରେ ସେ ତା’ର ଦୋଷ ସ୍ୱୀକାର କରିଛି। ପବ୍‌ଜି ଗେମ ନିଶାରେ ସେ ବୁଡ଼ି ରହି ସମସ୍ତଙ୍କୁ ଗୁଳି କରି ହତ୍ୟା କରିଛି। ପ୍ରତିଦିନ ସେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଏହି ଗେମ୍‌ ଖେଳିଥାଏ।

ଏଥିପାଇଁ ସେ ମାନସିକ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛି। ନହିଦଙ୍କ ଛାଡ଼ପତ୍ର ହୋଇ ସାରିଥିଲା। ସେ ପିଲାମାନଙ୍କ ସହ ଏଠାରେ ରହୁଥିଲେ। ସାନ ପୁଅ ସବୁବେଳେ ଗେମ ଖେଳୁଥିବାରୁ ସେ ଏହାକୁ ବାରଣ କରନ୍ତି। ତଥାପି ତା’ର ଗେମ ଖେଳିବା ନିଶା ଉତୁରି ନଥିଲା।

ଘଟଣା ଦିନ ନହିଦ ପୁଅକୁ ଗେମ୍‌ ନ ଖେଳିବାକୁ ତାଗିଦ କରିଥିଲେ। ଏଥିସହ ଗାଳି ଗୁଲଜ ମଧ୍ୟ କରିଥିଲେ। କିଛି ସମୟ ପାଇଁ ସେ ଚୁପ ବସିଥିଲା। ହେଲେ ସମସ୍ତେ ଶୋଇ ଯିବା ପରେ ସେ ଡ୍ରରେ ଥିବା ନହିଦଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଆଣି ସମସ୍ତଙ୍କୁ ଗୁଳି କରି ଦେଇଥିଲେ।

ଶୋଇଥିବା ଅବସ୍ଥାରେ ହିଁ ସମସ୍ତେ ପ୍ରାଣ ହରାଇଥିଲେ। ପରଦିନ ସକାଳେ ପିଲାଟି ଘଟଣା ସମ୍ପର୍କରେ ପଡ଼ୋଶୀଙ୍କୁ ଜଣାଇଥିଲା। ହେଲେ ସେ ସମସ୍ତଙ୍କୁ ମାରିଛି ବୋଲି କହି ନଥିଲା। ପୁଲିସ୍‌ ଆସିବା ପରେ ସେ ବିଭ୍ରାନ୍ତ କରିବାକୁ ବି ଚେଷ୍ଟା କରିଥିଲେ। ଘଟଣା ବେଳେ ସେ ଉପର ମହଲାରେ ଥିଲା ଓ ହତ୍ୟାକାଣ୍ଡ ସମ୍ପର୍କରେ କିଛି ଜାଣି ନଥିବା କହିଥିଲା। ହେଲେ ପୁଲିସ୍‌ ଜେରା ପରେ ସେ ସବୁ କଥା ସ୍ୱୀକାର କରିଥିଲା।”

ପିଲାଟି ହତ୍ୟାକାଣ୍ଡ ଭିଆଇବା ପରେ ସ୍ଥାନୀୟ ଡ୍ରେନକୁ ବନ୍ଧୁକ ଫୋପାଡ଼ି ଦେଇଥିଲା। ପୁଲିସ୍‌ ଏଯାଏ ଉକ୍ତ ବନ୍ଧୁକଙ୍କୁ ଠାବ କରିପାରି ନାହିଁ। ହେଲେ ତା’ର ରକ୍ତଭିଜା କପଡ଼ାକୁ ପୁଲିସ୍‌ ଜବତ କରିବାକୁ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story