ବିସ୍ଫୋରକ ଖଚିତ ଟ୍ରକ ଦୁର୍ଘଟଣା ଗ୍ରସ୍ତ: ଛିନଛତ୍ର ହେଇଗଲା ଆଖପାଖ ଅଞ୍ଚଳ, ୧୭ ମୃତ

ଆକ୍ରା: ମାଇନିଂ ଖଣି ପାଇଁ ବିସ୍ଫୋରକ ନେଇ ଯାଉଥିବା ଗୋଟିଏ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ବିସ୍ଫୋରକ ଖଚିତ ଟ୍ରକ୍‌ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ବଡ଼ବଧରଣ ବିସ୍ଫୋରଣ ହୋଇଛି। ଫଳରେ ଆଖପାଖ  ଅଞ୍ଚଳ ପୂରା ଛିନଛତ୍ର ହୋଇଯାଇଛି। ଶହଶହ ଘର ମାଟିରେ ମିଶି ଯାଇଛି। ରାସ୍ତାରେ ବିରାଟ ଖାଲ ଦେଖିବାକୁ ମିଳିଛି। ଏଥିରେ ଏଯାଏ ୧୭ ଜଣଙ୍କ ଜୀବନ ଯାଇଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଆଫ୍ରିକୀୟ […]

Blast

Blast

Hemant Lenka
  • Published: Friday, 21 January 2022
  • Updated: 21 January 2022, 04:47 PM IST

Sports

Latest News

ଆକ୍ରା: ମାଇନିଂ ଖଣି ପାଇଁ ବିସ୍ଫୋରକ ନେଇ ଯାଉଥିବା ଗୋଟିଏ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ବିସ୍ଫୋରକ ଖଚିତ ଟ୍ରକ୍‌ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ବଡ଼ବଧରଣ ବିସ୍ଫୋରଣ ହୋଇଛି। ଫଳରେ ଆଖପାଖ  ଅଞ୍ଚଳ ପୂରା ଛିନଛତ୍ର ହୋଇଯାଇଛି। ଶହଶହ ଘର ମାଟିରେ ମିଶି ଯାଇଛି। ରାସ୍ତାରେ ବିରାଟ ଖାଲ ଦେଖିବାକୁ ମିଳିଛି।

ଏଥିରେ ଏଯାଏ ୧୭ ଜଣଙ୍କ ଜୀବନ ଯାଇଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଆଫ୍ରିକୀୟ ଦେଶ ଘାନାର ପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ ସହରରେ ଏହା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍‌ଟି ହୁତହୁତ ହୋଇ ଜଳି ଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ବିସ୍ଫୋରକ ଯୋଗୁ ଦୁର୍ଘଟଣା ସ୍ଥଳର ଆଖପାଖ ଅଞ୍ଚଳରେ ଥିବା ୫୦୦ରୁ ୧୦୦୦ଟି ବଡ଼ବଡ଼ ବିଲିଡିଂ ମାଟିରେ ମିଶି ଯାଇଥିଛି। ଜିନିଷ ପତ୍ର ରାସ୍ତାରେ ଏଣେତେଣେ ପଡ଼ିଥିବା ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳୁଛି। ସେହିପରି ରାସ୍ତାରେ ମଧ୍ୟ ବିରାଟ ଗର୍ତ ହୋଇଥିବାରୁ ଯିବା ଆସିବା ଠପ ହୋଇଯାଇଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବୋଗୋସୋ ସହରର ଅପିଆତେରେ ଏପରି ଘଟଣା ଘଟିଛି। ଟ୍ରକ୍‌ଟି ଖଣି ଖାଦାନକୁ ବିସ୍ଫୋରକ ନେଇ ଯାଉଥିଲା। ତେବେ ଅଧା ରାସ୍ତାରେ ହଠାତ୍‌ ଗୋଟିଏ ବାଇକ ସହ ଏହାର ଧକ୍କା ହୋଇଥିଲା। ବାଇକଟି ଟ୍ରକ୍‌ ତଳକୁ ଚାଲି ଆସିବାରୁ ଏଥିରେ ଥିବା ବିସ୍ଫୋରକ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା।

ଫଳରେ ଆଖାପାଖ ଅଞ୍ଚଳରେ ଥିବା ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। କିଛି ଘରେ ନିଆଁ ମଧ୍ୟ ଲାଗି ଯାଇଥିଲା। ଉଦ୍ଧରକାରୀ ଦଳ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଏଯାଏ ୧୭ ଜଣ ଏହି ଘଟଣାରେ ପ୍ରାଣ ହରାଇଥିବା ବେଳେ ୫୯ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆ ଯାଇଛି। ଦୁର୍ଘଟଣାସ୍ଥଳରେ ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମ ଥିଲା। ଏଥିଯୋଗୁ ଅଧିକ କ୍ଷୟକ୍ଷତି ମଧ୍ୟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା କଥା ଘଟଣା ପରେ ସବୁ କିଛି ଛିନଛତ୍ର ହୋଇଯାଇଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ଘର ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। କହିବାକୁ ଗଲେ ପୂରା ଅଞ୍ଚଳ ଏବେ ଗୋଟିଏ ଭୂତ ସହରରେ ପରିଣତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story