ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ହମଲା, ଚାଲିଗଲା ୧୯ ଜୀବନ

କାବୁଲ: ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ। ଜଣେ ଆତଙ୍କବାଦୀ ଆଫଗାନିସ୍ତାନର କାବୁଲରେ ଥିବା ଗୋଟିଏ ଶିକ୍ଷା କେନ୍ଦ୍ର ଭିତରେ ହମଲା କରିଛି। ଏଥିରେ ଶିକ୍ଷାନୁଷ୍ଠାନର କିଛି ପିଲାଙ୍କ ସହ ମୋଟ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ପୁଲିସ ମୁଖପାତ୍ର ଖାଲିଦ ଜର୍ଦ୍ଦାନ କହିଛନ୍ତି, “କାବୁଲର ପିଡି ୧୩ରେ ଥିବା କାଜ୍‌ ଶିକ୍ଷାନୁଷ୍ଠାନରେ ଆଜି ପରୀକ୍ଷା ହେବାର ଥିଲା। ଏଥିପାଇଁ ପିଲାମାନେ ପ୍ରସ୍ତୁତ ହେଉଥିଲେ। କିନ୍ତୁ ହଠାତ୍‌ […]

Blast

Blast

Hemant Lenka
  • Published: Friday, 30 September 2022
  • Updated: 30 September 2022, 12:32 PM IST

Sports

Latest News

କାବୁଲ: ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ। ଜଣେ ଆତଙ୍କବାଦୀ ଆଫଗାନିସ୍ତାନର କାବୁଲରେ ଥିବା ଗୋଟିଏ ଶିକ୍ଷା କେନ୍ଦ୍ର ଭିତରେ ହମଲା କରିଛି। ଏଥିରେ ଶିକ୍ଷାନୁଷ୍ଠାନର କିଛି ପିଲାଙ୍କ ସହ ମୋଟ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି।

ପୁଲିସ ମୁଖପାତ୍ର ଖାଲିଦ ଜର୍ଦ୍ଦାନ କହିଛନ୍ତି, “କାବୁଲର ପିଡି ୧୩ରେ ଥିବା କାଜ୍‌ ଶିକ୍ଷାନୁଷ୍ଠାନରେ ଆଜି ପରୀକ୍ଷା ହେବାର ଥିଲା। ଏଥିପାଇଁ ପିଲାମାନେ ପ୍ରସ୍ତୁତ ହେଉଥିଲେ। କିନ୍ତୁ ହଠାତ୍‌ ଶିକ୍ଷା କେନ୍ଦ୍ରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି।

ଦୁଭାର୍ଗ୍ୟବଶତଃ ୧୯ ଜଣ ପ୍ରାଣ ହରାଇଛନ୍ତି ଓ ୨୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି।”

କାବୁଲର ଶିହା ସଂପ୍ରଦାୟର ଲୋକମାନେ ରହୁଥିବା ଅଞ୍ଚଳରେ ଏପରି ବିସ୍ଫୋରଣ ହୋଇଛି। ଶିହା ସଂପ୍ରଦାୟର ପିଲା ଓ ଲୋକଙ୍କୁ ଟାର୍ଗେଟ କରି ହମଲା କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫୟ ଟାକୋର ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “କାଜ ନାମକ ଗୋଟିଏ ଶିକ୍ଷାନୁଷ୍ଠାନରେ ଆକ୍ରମଣ ହୋଇଛି। ଫଳରେ ଅନେକ ଲୋକ ପ୍ରାଣ ହରାଇବା ସହ ଆହତ ହଥଇଛନ୍ତି।

ଖବର ପାଇ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଏବେ ଆକ୍ରମଣର କାରଣ ଖୋଜୁଛନ୍ତି। ଏଥିସହ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି। ସାଧାରଣ ଲୋକଙ୍କୁ ଆକ୍ରମଣ କରିବା ଶତ୍ରୁର ଅମାନବୀୟ ବର୍ବରତାକୁ ଦର୍ଶାଉଛି।”

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଆହତ ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଉଥିବା ବେଳର ଦୃଶ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story