ରେଳ ଷ୍ଟେସନରେ ରକେଟ ମାଡ଼, ୩୦ରୁ ଅଧିକ ମୃତ

କିଭ୍‌: ୟୁକ୍ରେନର କ୍ରାମାଟୋରସ୍କ ସହରରେ ଥିବା ଗୋଟିଏ ରେଳ ଷ୍ଟେସନ ଉପରେ ରୁଷ ପକ୍ଷରୁ ଦୁଇଟି ରକେଟ୍‌ ମାଡ଼ ହୋଇଛି। ଏଥିରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ଏହି ରେଳ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ହେଲେ ରେଳ ଷ୍ଟେସନରେ ରେକଟ ମାଡ଼ ହେବାରୁ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜାରି ରହିଥିବା ଯୁଦ୍ଧ […]

Rocket

Rocket

Hemant Lenka
  • Published: Friday, 08 April 2022
  • Updated: 08 April 2022, 02:49 PM IST

Sports

Latest News

କିଭ୍‌: ୟୁକ୍ରେନର କ୍ରାମାଟୋରସ୍କ ସହରରେ ଥିବା ଗୋଟିଏ ରେଳ ଷ୍ଟେସନ ଉପରେ ରୁଷ ପକ୍ଷରୁ ଦୁଇଟି ରକେଟ୍‌ ମାଡ଼ ହୋଇଛି। ଏଥିରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ଏହି ରେଳ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ହେଲେ ରେଳ ଷ୍ଟେସନରେ ରେକଟ ମାଡ଼ ହେବାରୁ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜାରି ରହିଥିବା ଯୁଦ୍ଧ ଭୟରେ ଲୋକମାନେ ୟୁକ୍ରେନର ବିଭିନ୍ନ ସୁରକ୍ଷିତ ପ୍ରାନ୍ତକୁ ଯିବାକୁ ଚେଷ୍ଟା କରୁଛନ୍ତି। ଏହିକ୍ରମରେ ଆଜି ରେଳ ଷ୍ଟେସନରେ ଶତାଧିକ ଲୋକ ଟ୍ରେନରେ ଯିବା ପାଇଁ ଅପେକ୍ଷା କରିଥିଲେ। ଏତିକି ବେଳେ ରେଳ ଷ୍ଟେସନକୁ ଟାର୍ଗେଟ କରି ରୁଷ ସେନା ଦୁଇଟି ରକେଟ ମାଡ଼ କରିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରେଳ ଷ୍ଟେସନର ଯେଉଁ ଅଞ୍ଚଳରେ ସାଧାରଣ ଲୋକମାନେ ଟ୍ରେନକୁ ଅପେକ୍ଷା କରିଥିଲେ, ସେହି ସ୍ଥାନଟି ହିଁ ରକେଟ ମାଡ଼ରେ ଛିନଛତ୍ର ହୋଇଯାଇଛି ବୋଲି ୟୁକ୍ରେନ ସରକାର କହିଛନ୍ତି।

ରକେଟ ମାଡ଼ ପରେ ଷ୍ଟେସନର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗିଯାଇଛି। ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିବାର ଫଟୋ ସାମ୍ନାକୁ ଆସିଛି। ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ ଲୋକମାନେ ଭୟରେ ଏଣେତେଣ ଦୌଡ଼ୁଥିବା ଦେଖିବାକୁ ମିଳିଛି।

ୟୁକ୍ରେନ ସରକାର ରକେଟ ମାଡ଼ ପଛରେ ରୁଷର ହାତ ଥିବା ଅଭିଯୋଗ କରିଥିଲେ ହେଁ ମସ୍କୋ ଏଯାଏ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story