ଓମିକ୍ରନର ପେଣ୍ଠସ୍ଥଳ ପାଲଟିଥିବା ସହରରେ ୨୭୯ ଚେକ ପଏଣ୍ଟ

ବେଜିଂ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଇନାର ଗୋଟିଏ ପରେ ଗୋଟିଏ ସହରରେ କଡ଼ା କଟକଣା ଲାଗୁ ହେବାରେ ଲାଗିଛି। ଏସବୁ ଭିତରେ ତିଆନଜିନ ସହରରେ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ରକେଟ ବେଗରେ ଲୋକଙ୍କୁ ଆକ୍ରାନ୍ତ କରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରରେ ରଖି ତାଆନଜିନ ପ୍ରଶାସନ ସହରରେ ୨୭୯ଟି ଚେକ ପଏଣ୍ଟ ତିଆରି କରିଛି। ସେହିପରି ସହରରୁ ବାହାରକୁ ଯିବା ପୂର୍ବରୁ ଲୋକଙ୍କୁ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଏହି […]

China

China

Hemant Lenka
  • Published: Tuesday, 11 January 2022
  • Updated: 11 January 2022, 05:38 PM IST

Sports

Latest News

ବେଜିଂ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଇନାର ଗୋଟିଏ ପରେ ଗୋଟିଏ ସହରରେ କଡ଼ା କଟକଣା ଲାଗୁ ହେବାରେ ଲାଗିଛି। ଏସବୁ ଭିତରେ ତିଆନଜିନ ସହରରେ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ରକେଟ ବେଗରେ ଲୋକଙ୍କୁ ଆକ୍ରାନ୍ତ କରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଏହାକୁ ଦୃଷ୍ଟିରରେ ରଖି ତାଆନଜିନ ପ୍ରଶାସନ ସହରରେ ୨୭୯ଟି ଚେକ ପଏଣ୍ଟ ତିଆରି କରିଛି। ସେହିପରି ସହରରୁ ବାହାରକୁ ଯିବା ପୂର୍ବରୁ ଲୋକଙ୍କୁ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଏହି ଚେକପଏଣ୍ଟ ଗୁଡ଼ିକ ୨୪ ଘଣ୍ଟା କାମ କରୁଛନ୍ତି। ଯେମିତି ସହର ଭିତକୁ କିମ୍ବା ସହରର ବାହାରକୁ କେହି ବିନା କାମରେ ଯାଇ ପାରିବେ ନାହିଁ, ତା’ର ତଦାରଖ କଡ଼କାଡ଼ି ଭାବେ କରାଯାଉଛି। ଯଦି କେହି କୌଣସି ଜରୁରୀ କାମରେ ସହର ବାହାରକୁ ଯିବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କୁ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ। ଚେକପଏଣ୍ଟରେ ହିଁ ଏହି ରିପୋର୍ଟ ଦାଖଲ କରିବାକୁ ପଡ଼ିବ।

ପ୍ରଶାସନ କହିଛି ଯେ ମଙ୍ଗଳବାର ୪୯ ଓମିକ୍ରନ ମାମଲା ସାମ୍ନାକୁ ଆସିଛି। ଏଥିପାଇଁ ସହରରେ ଥିବା ୧୪ ମିଲିୟନ ଲୋକଙ୍କୁ ଘର ମଧ୍ୟରେ ରହିବାକୁ କୁହାଯାଇଛି। ରାଜଧାନୀ ବେଜିଂ ଠାରୁ ଏହି ସହରର ପ୍ରାୟ ୧୦୦ କିମି ଦୂରରେ ଅବସ୍ଥିତ। ତେଣୁ ବେଜିଂରେ ଯେମିତି ସଂକ୍ରମଣ ନ ବ୍ୟାପିବ, ତା’ ଉପରେ ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି।

ତାଆନଜିନରେ ସଂକ୍ରମଣ ବଢ଼ୁଥିବାରୁ ଲକଡାଉନ ଲାଗୁ କରାଯାଇଛି। ଫଳରେ ଲୋକମାନେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। କେବଳ ଜରୁରୀ ସାମଗ୍ରୀ ନେବାକୁ ପରିବାରର ଜଣେ ସଦସ୍ୟ ହିଁ ଦିନେ ଛଡ଼ା ଦିନେ ବାହାରକୁ ଆସିପାରିବେ। ସେହିପରି ଲକଡାଉନ ସମୟରେ ସମସ୍ତ ୧୪ ମିଲିୟନ ଲୋକଙ୍କର ଟେଷ୍ଟ କରାଯିବ। ଟେଷ୍ଟ ସିରିବା ପରେ ହିଁ ଲକଡାଉନ ହଟିବା ଉପରେ ନିଷ୍ପତ୍ତି ହେବ।

ସରକାରଙ୍କ ଜଣେ ପରାମର୍ଶଦାତା କହିଛନ୍ତି, ଓମିକ୍ରନକୁ କେବେ ହେଲେ ହାଲୁକା ଭାବେ ନିଆଯାଇ ପାରିବ ନାହିଁ। ଏହାର କୌଣସି ଲକ୍ଷଣ ନାହିଁ। ସେହିପରି ଏହା ଆକ୍ରାନ୍ତଙ୍କୁ ଅଧିକ ଗୁରୁତର କରୁନାହିଁ। ତଥାପି ଏହି ଭାରିଏଣ୍ଟ ପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ। ଶୀଘ୍ର ଟେଷ୍ଟ କରି ପାରିଲେ ସଂକ୍ରମଣକୁ ରୋକା ଯାଇପାରିବ ବୋଲି ସେ କହିଛନ୍ତି।

ସଂକ୍ରମଣ ବ୍ୟାପୁଥିବାରୁ ଆମେରିକାକୁ ଉଡ଼ାଣ କରିବାକୁ ଥିବା କିମ୍ବା ସେଠାରୁ ଚାଇନା ଆସିବାକୁ ଥିବା ପ୍ରାୟ ୨୪ଟି ବିମାନକୁ ବାତିଲ କରାଯାଇଛି। ଚାଇନାରେ ଗତ ୨୪ ଘଣ୍ଟାରେ ୧୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦିନକ ପୂର୍ବରୁ ଏହା ୧୫୭ ଥିଲା। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଚାଇନା ସରକାର ଲକଡାଉନ ଭଳି ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story