ରୁଷର ଦାବି; ଆକ୍ରମଣରେ ୪୦ ୟୁକ୍ରେନ୍‌ ସୈନ୍ୟ ସଫା, ଅନେକ ଆହତ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ଭିତରେ ଜାରି ରହିଛି ଘମାଘୋଟ ଲଢ଼େଇ। ପ୍ରବଳ ରକେଟ୍‌ ମାଡ ସାଙ୍ଗକୁ ଚାଲିଛି ମିସାଇଲ୍‌ ଆଟାକ୍‌। ଆକାଶ ଓ ସ୍ଥଳପଥ ଦୁଇପଟୁ ଆକ୍ରମଣ କରିଛି ରୁଷ। ଏଥିରେ ୟୁକ୍ରେନ୍‌ର ୪୦ ସୈନିକଙ୍କ ମୃତ୍ୟୁ ଘଟିଥିବା ରୁଷ ଦାବି କରିଛନ୍ତି। ଏଥିସହ ୧୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ସହ ଅନେକ ଆହତ ହୋଇଥିବା ଦାବି କରିଛି ରୁଷ। ସେପଟେ ରୁଷର ଘନ ଘନ ମିସାଇଲ ମାଡ କରୁଥିଲେ ମଧ୍ୟ ଏହାର […]

ukraine-russia-war

ukraine-russia-war

Madhupriya Mistry
  • Published: Thursday, 24 February 2022
  • Updated: 24 February 2022, 05:04 PM IST

Sports

Latest News

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ଭିତରେ ଜାରି ରହିଛି ଘମାଘୋଟ ଲଢ଼େଇ। ପ୍ରବଳ ରକେଟ୍‌ ମାଡ ସାଙ୍ଗକୁ ଚାଲିଛି ମିସାଇଲ୍‌ ଆଟାକ୍‌। ଆକାଶ ଓ ସ୍ଥଳପଥ ଦୁଇପଟୁ ଆକ୍ରମଣ କରିଛି ରୁଷ। ଏଥିରେ ୟୁକ୍ରେନ୍‌ର ୪୦ ସୈନିକଙ୍କ ମୃତ୍ୟୁ ଘଟିଥିବା ରୁଷ ଦାବି କରିଛନ୍ତି। ଏଥିସହ ୧୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ସହ ଅନେକ ଆହତ ହୋଇଥିବା ଦାବି କରିଛି ରୁଷ।

ସେପଟେ ରୁଷର ଘନ ଘନ ମିସାଇଲ ମାଡ କରୁଥିଲେ ମଧ୍ୟ ଏହାର ପାଲଟା ଜବାବ ଦେଇଛି ୟୁକ୍ରେନ୍‌। ପାଲଟା ଆକ୍ରମଣରେ ରୁଷ ବ୍ୟାପକ କ୍ଷତି ସହିଥିବା ମଧ୍ୟ ୟୁକ୍ରେନ ଦାବି କରିଛି। ପୂର୍ବରୁ ଷଷ୍ଠ ଯୁଦ୍ଧ ବିମାନ ଖସାଇଦେଇଥିବା ନେଇ ରୁଷ ଦାବି କରିଥିବା ବେଳେ ଏବେ ରୁଷର ଆଉ ଗୋଟିଏ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିବା କିଭ୍‌ ପକ୍ଷରୁ ଦାବି କରାଯାଇଛି। ଏବେ ବି ବିଭିନ୍ନ ସ୍ଥାନରେ ଲଢ଼େଇ ଚାଲିଥିବାରୁ ବିପୁଳ କ୍ଷୟକ୍ଷତିର ଆଶଙ୍କା ରହିଛି।

ସେପଟେ ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି, ଯେତେ ଯାହା ହେଲେ ବି ଆମେ ରୁଷ ଆଗରେ ନଇଁବୁନାହିଁ। ତା'ର ଉଚିତ ଜବାବ ଦେବୁ। ଏଥିସହ ସେ ରୁଷ ସହ କୁଟନୈତିକ ସମ୍ପର୍କ ଛିନ୍ନ କରିବା ନେଇ ଘୋଷଣା କରିଛନ୍ତି।

ଅନ୍ୟପଟେ ରୁଷ କହିଛି ଯେ ୟୁକ୍ରେନର ଏକାଧିକ ବିମାନବନ୍ଦର ଓ ଏୟାରବେସ୍ ମିସାଇଲ ମାଡ଼ରେ ଛିନଛତ୍ର ହୋଇଯାଇଛି। ବିଭିନ୍ନ ସ୍ଥାନରୁ ବିସ୍ଫୋରଣ ପରର ଭୟଙ୍କର ଦୃଶ୍ୟ ସବୁ ସାମ୍ନାକୁ ଆସୁଛି। ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ରୁଷ ମିସାଇଲ ମାଡ଼ କରୁଥିବାରୁ ଲୋକମାନେ ସହର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି। ଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

ସୂଚନା ମୁତାବକ, ରୁଷର ଆକ୍ରମଣ ପରେ ୟୁକ୍ରେନ୍‌ରୋ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ବିଭିନ୍ନ ସ୍ଥାନରେ ଧୂଆଁମୟ ପରିସ୍ଥିିତି ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ ଏଟିଏମ୍‌ରୁ ଟଙ୍କା ବାହାର କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story