କାଠମାଣ୍ଡୁ: ବସ୍‌-କାର ମୁହାଁମୁହିଁ ଧକ୍କା: ୪ ଭାରତୀୟ ମୃତ

କାଠମାଣ୍ଡୁ: ନେପାଳର  ଢାଡିଙ୍ଗ ଜିଲ୍ଲାରେ ଏକ ବସ୍‌-କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି। ପୁଲିସ କହିବା ଅନୁଯାୟୀ,  ଠାକରେ ଇଲାକା ପ୍ରଥିଭିରାଜ ଜାତୀୟ ରାଜପଥରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ପୋଖରା ପରିଦର୍ଶନ ପରେ ପରେ ସମ୍ପୃକ୍ତ ୪ ଜଣ ଭାରତୀୟ ପର୍ଯ୍ୟଟକ କାଠମାଣ୍ଡୁକୁ ଏକ କାରରେ ଫେରୁଥିଲେ। କାରଟିକୁ ନେପାଳର ଡ୍ରାଭର ଚଲାଉଥିଲେ। ତେବେ ଡ୍ରାଭରଙ୍କର […]

accident

accident

Tapas Behera
  • Published: Monday, 25 April 2022
  • Updated: 25 April 2022, 03:05 PM IST

Sports

Latest News

କାଠମାଣ୍ଡୁ: ନେପାଳର  ଢାଡିଙ୍ଗ ଜିଲ୍ଲାରେ ଏକ ବସ୍‌-କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି।

ପୁଲିସ କହିବା ଅନୁଯାୟୀ,  ଠାକରେ ଇଲାକା ପ୍ରଥିଭିରାଜ ଜାତୀୟ ରାଜପଥରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ପୋଖରା ପରିଦର୍ଶନ ପରେ ପରେ ସମ୍ପୃକ୍ତ ୪ ଜଣ ଭାରତୀୟ ପର୍ଯ୍ୟଟକ କାଠମାଣ୍ଡୁକୁ ଏକ କାରରେ ଫେରୁଥିଲେ। କାରଟିକୁ ନେପାଳର ଡ୍ରାଭର ଚଲାଉଥିଲେ। ତେବେ ଡ୍ରାଭରଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ବସ୍‌ଟି ଢାଡିଙ୍ଗରୁ କାଠାମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକମାନେ ହେଲେ  ବିମଳଚନ୍ଦ୍ର ଅଗ୍ରୱାଲ, ସାଧନା ଅଗ୍ରୱାଲ, ସନ୍ଧ୍ୟା ଅଗ୍ରୱାଲ, ରାକେଶ ଅଗ୍ରୱାଲ ଏବଂ ଦିଲବାହାଦୁର। ପ୍ରଥମ ୩ ଜଣଙ୍କ ଘର ଉତ୍ତରପ୍ରଦେଶର ହୋଇଥିବା ବେଳେ ୪ ନମ୍ବର ବ୍ୟକ୍ତିଙ୍କ ଘର ତାମିଲନାଡ଼ୁରେ। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଏକ ସ୍ଥାନୀୟ ହସପିଟାଲକୁ ସ୍ଥନାନ୍ତର କରାଯାଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story