ୟୁକ୍ରେନର ଦାବି: ଖସିଲା ୬ଷ୍ଠ ଯୁଦ୍ଧ ବିମାନ, ୫୦ ରୁଷ ସୈନ୍ୟ ମୃତ

କିଭ୍‌: ରୁଷ ଘନଘନ ମିସାଇଲ ମାଡ଼ କରୁଥିବା ବେଳେ ଏହାର ଜୋରଦାର ଜବାବ ଦେଇଛି ୟୁକ୍ରେନ। ପାଲଟା ଆକ୍ରମଣରେ ରୁଷ ବ୍ୟାପକ କ୍ଷତି ସହିଥିବା ମଧ୍ୟ ୟୁକ୍ରେନ ଦାବି କରିଛି। ପୂର୍ବରୁ ଲୁହାଂସ୍କରେ ୟୁକ୍ରେନ ସୈନ୍ୟଙ୍କ ଗୁଳିମାଡ଼ରେ ରୁଷର ୫ଟି ଯୁଦ୍ଧ ବିମାନ ଓ ଗୋଟିଏ ହେଲିକପ୍ଟର ଧ୍ୱଂସ ପାଇଥିଲା। ଏବେ ରୁଷର ଆଉ ଗୋଟିଏ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିବା କିଭ୍‌ ପକ୍ଷରୁ ଦାବି କରାଯାଇଛି। ସେହିପରି ଲଢ଼େଇ ଯୋଗୁ ରୁଷ ଏଯାଏ […]

Ukraine

Ukraine

Hemant Lenka
  • Published: Thursday, 24 February 2022
  • Updated: 24 February 2022, 02:59 PM IST

Sports

Latest News

କିଭ୍‌: ରୁଷ ଘନଘନ ମିସାଇଲ ମାଡ଼ କରୁଥିବା ବେଳେ ଏହାର ଜୋରଦାର ଜବାବ ଦେଇଛି ୟୁକ୍ରେନ। ପାଲଟା ଆକ୍ରମଣରେ ରୁଷ ବ୍ୟାପକ କ୍ଷତି ସହିଥିବା ମଧ୍ୟ ୟୁକ୍ରେନ ଦାବି କରିଛି। ପୂର୍ବରୁ ଲୁହାଂସ୍କରେ ୟୁକ୍ରେନ ସୈନ୍ୟଙ୍କ ଗୁଳିମାଡ଼ରେ ରୁଷର ୫ଟି ଯୁଦ୍ଧ ବିମାନ ଓ ଗୋଟିଏ ହେଲିକପ୍ଟର ଧ୍ୱଂସ ପାଇଥିଲା।

ଏବେ ରୁଷର ଆଉ ଗୋଟିଏ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିବା କିଭ୍‌ ପକ୍ଷରୁ ଦାବି କରାଯାଇଛି। ସେହିପରି ଲଢ଼େଇ ଯୋଗୁ ରୁଷ ଏଯାଏ ୫୦ ଜଣ ସୈନ୍ୟଙ୍କୁ ହରାଇ ସାରିଥିବା ମଧ୍ୟ ଜଣାପଡ଼ିଛି। ୟୁକ୍ରେନ ମଧ୍ୟ ଜଣେ ସୈନ୍ୟଙ୍କ ସମେତ ୮ ଜଣ ଲୋକଙ୍କୁ ହରାଇଛି। ସେହିପରି ଆଉ ୯ ଜଣ ଆହତ ହୋଇଛନ୍ତି। ଏବେ ବି ବିଭିନ୍ନ ସ୍ଥାନରେ ଲଢ଼େଇ ଚାଲିଥିବାରୁ ବିପୁଳ କ୍ଷୟକ୍ଷତିର ଆଶଙ୍କା ରହିଛି।

ୟୁକ୍ରେନ ସେନା କହିଛି ଯେ ଶଚସ୍ତ୍ୟା ଅଞ୍ଚଳ ଏବେ କିଭ୍‌ ଅଧୀନକୁ ଚାଲି ଆସିଛି। ଏଠାରେ ରୁଷ ଯବାନଙ୍କ ସହ ଜୋରଦାର ଲଢ଼େଇ ହୋଇଥିଲା। ଯେଉଁଥିରେ ୫୦ ଜଣ ରୁଷୀୟ ସୈନ୍ୟ ପ୍ରାଣ ହରାଇଛନ୍ତି। ସେହିପରି କ୍ରାମାଟୋରସ୍କ ପ୍ରଦେଶରେ ୟୁକ୍ରେନ ସେନା ରୁଷର ଆଉ ଗୋଟିଏ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି। ଏ ସମ୍ପର୍କରେ ଜଏଣ୍ଟ ଫୋର୍ସ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଏହାବାଦ ମରିଉପୋଲ ଏୟାରପୋର୍ଟରେ ମଧ୍ୟ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଅଞ୍ଚଳଟି ରୁଷ ଦ୍ୱାରା ସ୍ୱାଧୀନତା ପାଇଥିବା ଡୋନେସ୍କରେ ରହିଛି। ରୁଷ ଏକୁଟିଆ ୟୁକ୍ରେନରେ ହମଲା କରୁନାହିଁ। ମସ୍କୋ ସହ ବେଲାରୁସ ମଧ୍ୟ ସାମିଲ ହୋଇଛି। ଲୁହାଂସ୍କ ମଧ୍ୟ ୟୁକ୍ରେନ ବିରୋଧରେ ଯୁଦ୍ଧ ଡାକରା ଦେଇଛି।

ରୁଷ କହିଛି ଯେ ୟୁକ୍ରେନର ଏକାଧିକ ବିମାନବନ୍ଦର ଓ ଏୟାରବେସ୍ ମିସାଇଲ ମାଡ଼ରେ ଛିନଛତ୍ର ହୋଇଯାଇଛି। ବିଭିନ୍ନ ସ୍ଥାନରୁ ବିସ୍ଫୋରଣ ପରର ଭୟଙ୍କର ଦୃଶ୍ୟ ସବୁ ଆସୁଛି। ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ରୁଷ ମିସାଇଲ ମାଡ଼ କରୁଥିବାରୁ ଲୋକମାନେ ସହର ଛାଡ଼ୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story